Press "Enter" to skip to content

Anubhabଙ୍କ Live Video ଦେଖି, କଂଗ୍ରେସ ବିଧାୟକ Sura Routray ଦେଲେ ଏଭଳି ବୟାନ, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ଏକ ଲାଇଭ ଭିଡିଓ କରି ସେଥିରେ ତାଙ୍କ ଲାଇଫ ବିଷୟରେ କହୁଥିଲେ । ଆଉ ସେ କହିବା ସମୟରେ ଏହି କଥା କହିଛନ୍ତି ଯେ, ମୁଁ ଜାଣି ସାରିଲିଣି ନ୍ୟାୟର ଅପେକ୍ଷା କରିବା ଠାରୁ ଭଲ ମୃ-ତ୍ୟୁକୁ ଆପଣାଇ ନେବା । ଏହି କଥା ଉପରେ କଂଗ୍ରେସ ଦଳର ନେତା ସୁର ରାଉତରାୟ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ।

ଆଉ ସେ କହିଛନ୍ତି, ଏଇ ଅନୁଭବ ତୁ କାହିଁକି ଏମିତି ମାଇଚିଆ ଭଳି ହେଉଛୁ ମ ! ତୁ କଣ କହୁଛୁ ମରିଯିବି ! ତୋର କଣ ହେଇଛି କି ? ତୁ ଏତେ ବଡ ଟୋକା, ଆମ ଓଡ଼ିଶାର ଗୋଟେ ଗର୍ବ ଆମ ହିରୋ । ତୁ କହୁଛୁ ଆ-ତ୍ମ-ହ-ତ୍ୟା କରିବୁ । ଛି, ଛି ଏସବୁ କଣ । ତୁ ଗୋଟେ ନାରୀ ପାଇଁ ଆ-ତ୍ମ-ହ-ତ୍ୟା କରିବୁ । ଏତେ ସୁନ୍ଦରିଆ ହିରୋ ଆମର ଓଡ଼ିଶାର ଗର୍ବ ଛି, ଛି ଯାହା ହେବ ହେବ ।

ତୋ ପଛରେ କେତେ ଗୋଡାଉଛନ୍ତି ନହେଲେ ତୁ ଆଉ ଗୋଟେ ଦେଖ୍ । ମାରିବାକୁ ମୁଁ ପସନ୍ଦ କରେନା, ମାରିବାକୁ ଯିଏ କହେ ସେ କାପୁରୁଷ । ବର୍ଷା ବହୁତ ଉଠିଲାଣି, ନବୀନ ପଟ୍ଟନାୟକ ତାକୁ ଉଠେଇଲାଣି । ସେ ପ୍ରଚାରକୁ ଗଲାଣି । ୟାକୁ ଜଉ ଫିଲ୍ମ୍ ମିଳୁଛି ସବୁ କାଟି ଦଉଛୁ । ବର୍ଷାକୁ ପାଇନି ସେଥିପାଇଁ ଅନୁଭବ ଅବସ୍ଥା ଶୋଚନୀୟ । ଅନୁଭବ ତୁ ଷ୍ଟ୍ରଙ୍ଗ ହେଇଯା । ଏମିତି କଥା କହନାହିଁ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from OllywoodMore posts in Ollywood »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.