ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ଏକ ଲାଇଭ ଭିଡିଓ କରି ସେଥିରେ ତାଙ୍କ ଲାଇଫ ବିଷୟରେ କହୁଥିଲେ । ଆଉ ସେ କହିବା ସମୟରେ ଏହି କଥା କହିଛନ୍ତି ଯେ, ମୁଁ ଜାଣି ସାରିଲିଣି ନ୍ୟାୟର ଅପେକ୍ଷା କରିବା ଠାରୁ ଭଲ ମୃ-ତ୍ୟୁକୁ ଆପଣାଇ ନେବା । ଏହି କଥା ଉପରେ କଂଗ୍ରେସ ଦଳର ନେତା ସୁର ରାଉତରାୟ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ।
ଆଉ ସେ କହିଛନ୍ତି, ଏଇ ଅନୁଭବ ତୁ କାହିଁକି ଏମିତି ମାଇଚିଆ ଭଳି ହେଉଛୁ ମ ! ତୁ କଣ କହୁଛୁ ମରିଯିବି ! ତୋର କଣ ହେଇଛି କି ? ତୁ ଏତେ ବଡ ଟୋକା, ଆମ ଓଡ଼ିଶାର ଗୋଟେ ଗର୍ବ ଆମ ହିରୋ । ତୁ କହୁଛୁ ଆ-ତ୍ମ-ହ-ତ୍ୟା କରିବୁ । ଛି, ଛି ଏସବୁ କଣ । ତୁ ଗୋଟେ ନାରୀ ପାଇଁ ଆ-ତ୍ମ-ହ-ତ୍ୟା କରିବୁ । ଏତେ ସୁନ୍ଦରିଆ ହିରୋ ଆମର ଓଡ଼ିଶାର ଗର୍ବ ଛି, ଛି ଯାହା ହେବ ହେବ ।
ତୋ ପଛରେ କେତେ ଗୋଡାଉଛନ୍ତି ନହେଲେ ତୁ ଆଉ ଗୋଟେ ଦେଖ୍ । ମାରିବାକୁ ମୁଁ ପସନ୍ଦ କରେନା, ମାରିବାକୁ ଯିଏ କହେ ସେ କାପୁରୁଷ । ବର୍ଷା ବହୁତ ଉଠିଲାଣି, ନବୀନ ପଟ୍ଟନାୟକ ତାକୁ ଉଠେଇଲାଣି । ସେ ପ୍ରଚାରକୁ ଗଲାଣି । ୟାକୁ ଜଉ ଫିଲ୍ମ୍ ମିଳୁଛି ସବୁ କାଟି ଦଉଛୁ । ବର୍ଷାକୁ ପାଇନି ସେଥିପାଇଁ ଅନୁଭବ ଅବସ୍ଥା ଶୋଚନୀୟ । ଅନୁଭବ ତୁ ଷ୍ଟ୍ରଙ୍ଗ ହେଇଯା । ଏମିତି କଥା କହନାହିଁ ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।
ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment