Press "Enter" to skip to content

Anubhavଙ୍କ କଥାକୁ ନେଇ ଅଭିନେତା Sidhanta Mahapatra ଦେଲେ ଏଭଳି ବୟାନ, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ଏବେ ସାରା ରାଜ୍ୟରେ ଏକ ଚର୍ଚ୍ଚା ଜୋର୍ ଧରିଛି ଯାହା ହେଉଛି ଅଭିନେତା ଅନୁଭବ ମହାନ୍ତି ଲାଇଭ ଆସି ଏକ ଭିଡିଓ ମାଧ୍ୟମରେ ତାଙ୍କ ଲାଇଫ ବିଷୟରେ କହିଛନ୍ତି । ଆଉ ଏହା ସହ ତାଙ୍କ ଲାଇଫରେ କଣ ସବୁ ଘଟଣା ଘଟୁଛି ସେହି ବିଷୟରେ ମଧ୍ୟ କହିଛନ୍ତି । ଆଉ ଏହି କଥାକୁ ନେଇ ଅଭିନେତା, ରାଜନେତା ଆଦି ପ୍ରତିକ୍ରିୟା ରଖିଛନ୍ତି । ଏହି କଥାକୁ ନେଇ ଅଭିନେତା ସିଦ୍ଧାନ୍ତ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ଆଉ ସେ କହିଛନ୍ତି, ଭଲପାଇବାରେ ଭୁଲ ନଥାଏ ।

ଆଉ ଏମିତି ମୁଁ କହି ପାରିବିନି । ଆଉ ମୁଁ ସୋସିଆଲ ମିଡିଆରେ ଏତେ ସକ୍ରିୟ ନୁହେଁ ବୋଲି ସମସ୍ତେ ଜାଣିଥିବେ । ଆଉ ମୁଁ ଏହି ବିଷୟରେ ସମସ୍ତଙ୍କୁ ପଚାରିଥାଏ । ମୁଁ ଏକଯାଟଲି ଜାଣିନାହିଁ କି ଅନୁଭବ କଣ କହିଛନ୍ତି ଆଉ ମୁଁ ଜାଣିନି ସେହି ବିଷୟରେ । କିନ୍ତୁ ଭଲପାଇବା କେବେବି ଭୁଲ ହୁଏନି । ଏଇଟା ଭୁଲ ବୁଝାମଣା ହୋଇପାରେ ।
ଭଲପାଇବାଟା ଭୁଲ ନୁହେଁ, ଆମେ ସମସ୍ତେ ତ ବାନ୍ଧି ହୋଇ ରହିଛେ ଭଲପାଇବାରେ ।

କିଏ କାହା ସହିତ ବାନ୍ଧି ହୋଇଛି ତାହା ସବୁ ଭଲପାଇବାରେ । ପ୍ରକୃତି ସହିତ ଭଲପାଇବାରେ ବାନ୍ଧି ହୋଇଥାନ୍ତି । ସମସ୍ତେ ସମସ୍ତଙ୍କ ସହିତ ଭଲପାଇବା ସହିତ ବାନ୍ଧି ହୋଇ ରହିଛନ୍ତି । ଯଦି ଭୁଲ ହୋଇଥାଏ ତାହେଲେ ଭୁଲ ବୁଝାମଣା ପାଇଁ କେଉଁଠି ବୁଝାମଣାରେ ଭୁଲ ହୋଇଥାଇପାରେ । ମୁଁ ତ ଜାଣିନି କଣ ହୋଇଛି ଯଦି ବି କିଛି ହୋଇଛି ତାହେଲେ ମୋ ସାନ ଭାଇ ହିସାବରେ ମୁଁ କହିବି ଧର୍ଯ୍ୟ ରଖ ଯାହା କିଛି ବି ହେଇଛି ତାହା ସବୁ ଠିକ୍ ହୋଇଯିବ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from OllywoodMore posts in Ollywood »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.