ଏବେ ସାରା ରାଜ୍ୟରେ ଏକ ଚର୍ଚ୍ଚା ଜୋର୍ ଧରିଛି ଯାହା ହେଉଛି ଅଭିନେତା ଅନୁଭବ ମହାନ୍ତି ଲାଇଭ ଆସି ଏକ ଭିଡିଓ ମାଧ୍ୟମରେ ତାଙ୍କ ଲାଇଫ ବିଷୟରେ କହିଛନ୍ତି । ଆଉ ଏହା ସହ ତାଙ୍କ ଲାଇଫରେ କଣ ସବୁ ଘଟଣା ଘଟୁଛି ସେହି ବିଷୟରେ ମଧ୍ୟ କହିଛନ୍ତି । ଆଉ ଏହି କଥାକୁ ନେଇ ଅଭିନେତା, ରାଜନେତା ଆଦି ପ୍ରତିକ୍ରିୟା ରଖିଛନ୍ତି । ଏହି କଥାକୁ ନେଇ ଅଭିନେତା ସିଦ୍ଧାନ୍ତ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ଆଉ ସେ କହିଛନ୍ତି, ଭଲପାଇବାରେ ଭୁଲ ନଥାଏ ।
ଆଉ ଏମିତି ମୁଁ କହି ପାରିବିନି । ଆଉ ମୁଁ ସୋସିଆଲ ମିଡିଆରେ ଏତେ ସକ୍ରିୟ ନୁହେଁ ବୋଲି ସମସ୍ତେ ଜାଣିଥିବେ । ଆଉ ମୁଁ ଏହି ବିଷୟରେ ସମସ୍ତଙ୍କୁ ପଚାରିଥାଏ । ମୁଁ ଏକଯାଟଲି ଜାଣିନାହିଁ କି ଅନୁଭବ କଣ କହିଛନ୍ତି ଆଉ ମୁଁ ଜାଣିନି ସେହି ବିଷୟରେ । କିନ୍ତୁ ଭଲପାଇବା କେବେବି ଭୁଲ ହୁଏନି । ଏଇଟା ଭୁଲ ବୁଝାମଣା ହୋଇପାରେ ।
ଭଲପାଇବାଟା ଭୁଲ ନୁହେଁ, ଆମେ ସମସ୍ତେ ତ ବାନ୍ଧି ହୋଇ ରହିଛେ ଭଲପାଇବାରେ ।
କିଏ କାହା ସହିତ ବାନ୍ଧି ହୋଇଛି ତାହା ସବୁ ଭଲପାଇବାରେ । ପ୍ରକୃତି ସହିତ ଭଲପାଇବାରେ ବାନ୍ଧି ହୋଇଥାନ୍ତି । ସମସ୍ତେ ସମସ୍ତଙ୍କ ସହିତ ଭଲପାଇବା ସହିତ ବାନ୍ଧି ହୋଇ ରହିଛନ୍ତି । ଯଦି ଭୁଲ ହୋଇଥାଏ ତାହେଲେ ଭୁଲ ବୁଝାମଣା ପାଇଁ କେଉଁଠି ବୁଝାମଣାରେ ଭୁଲ ହୋଇଥାଇପାରେ । ମୁଁ ତ ଜାଣିନି କଣ ହୋଇଛି ଯଦି ବି କିଛି ହୋଇଛି ତାହେଲେ ମୋ ସାନ ଭାଇ ହିସାବରେ ମୁଁ କହିବି ଧର୍ଯ୍ୟ ରଖ ଯାହା କିଛି ବି ହେଇଛି ତାହା ସବୁ ଠିକ୍ ହୋଇଯିବ ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।
ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment