Press "Enter" to skip to content

Factory ମାନଙ୍କରେ କେମିତି ବନା ଯାଇଥାଏ କ-ଣ୍ଡୋ-ମ୍, ଦେଖନ୍ତୁ Video

କ-ଣ୍ଡୋ-ମ୍ ଏକ ନୂଆ ଜିନିଷ ନୁହେଁ । ଏହା ୧୦୦୦ ବର୍ଷ ପୂର୍ବେ ମଧ୍ୟ ବ୍ୟବହାର ହେଉଥିଲା । ଆଗରୁ ଏହା ଲିନେନରେ ବନା ଯାଉଥିଲା । ତାପରେ ଏହାକୁ ଆଉ ଟିକେ ଡିଜାଇନ୍ କରାଗଲା । ୧୯୯୦ ମସିହା ପର୍ଯ୍ୟନ୍ତ ଏହା ସିଜମରେ ତିଆରି କରାଗଲା । ୧୯୯୦ ମସିହାର କଥା- ସେତେବେଳେ ଏହି କ-ଣ୍ଡୋ-ମକୁ ଧନୀ ଏବଂ ମଧ୍ୟବିତ୍ତ ଲୋକମାନେ ବ୍ୟବହାର କରିବା ପାଇଁ ସକ୍ଷମ ଥିଲେ । ୧୮୫୦ ମସିହା ବେଳକୁ ମାର୍କେଟରେ ରବରରେ ତିଆରି କଣ୍ଡୋମ୍ ବିକ୍ରି ହେଉଥିଲା ।

ପ୍ରଥମ ବିଶ୍ୱଯୁଦ୍ଧ ବେଳକୁ ଆମେରିକା ଆଉ ବ୍ରିଟେନ ଛଡ଼ା ସବୁ ରାଷ୍ଟ୍ରର ସୈନିକ ମାନେ ଉପଭୋଗ କରିବା ପାଇଁ କ-ଣ୍ଡୋ-ମ୍ ଦିଆଗଲା । ଏହାପରେ କିଛି ସୈନିକ ରୋଗାକ୍ରାନ୍ତ ହୋଇଥିଲେ । ୧୯୨୦ ମସିହା ପରେ ଲାଟେକ୍ସରେ ତିଆରି କ-ଣ୍ଡୋ-ମ୍ ବଜାରରେ ମିଳିଲା । ଏହା ଗଛରୁ ମିଳିଥାଏ । କମ୍ପାନୀମାନେ ତାଙ୍କ ପ୍ରଣାଳୀରେ କ-ଣ୍ଡୋ-ମ୍ ତିଆରି କରନ୍ତି । ଆଗରୁ କଣ୍ଡୋମ୍ ସବୁ ଜାଗାରେ ମିଳୁଥିଲା । ତାପରେ ସରକାର ଏହାକୁ କେବଳ ମେଡିକାଲ ଷ୍ଟୋରରେ ବିକ୍ରି କରିବାକୁ କହିଲେ । ଏହାକୁ ତିଆରି କରିବା ପାଇଁ ଗ୍ଲାସର ବଡ ବଡ଼ ଟ୍ୟୁବ୍ ବ୍ୟବହାର କରାଯାଏ ।

ଏହା କ-ଣ୍ଡୋ-ମକୁ ସେଫ୍ ଦେଇଥାଏ । ଏହା ଟେଷ୍ଟ କରାଯାଇ ତିଆରି କରାଯାଇଥାଏ । କ-ଣ୍ଡୋ-ମ୍ ଗୁଡ଼ିକୁ ୧୮ ଲିଟର ପର୍ଯ୍ୟନ୍ତ ପବନ ଷ୍ଟୋର କରିବାକୁ ପଡ଼ିଥାଏ । ଏହାକୁ ଲ୍ୟାବରେ ଟେଷ୍ଟ କରାଯାଏ । ଯଦି କିଛି ଏହି ଟେଷ୍ଟରେ ଫେଲ୍ ହୋଇଥାଏ ତାହାକୁ ବଜାରକୁ ବିକ୍ରି ପାଇଁ ପଠାଯାଇ ନଥାଏ । ତାପରେ ଏହାକୁ ପାଣି ପୁରାଇ ଟେଷ୍ଟ କରାଯାଇଥାଏ ଯେମିତି ସେଥିରୁ ପାଣି ଲିକେଜ୍ କରିବ ନାହିଁ । କ-ଣ୍ଡୋ-ମ୍ ବ୍ୟବହାର ଦ୍ଵାରା ଜନସଂଖ୍ୟା ବଢ଼ିବାକୁ ରୋକା ଯାଇପାରିବ । ତେଣୁ ଏହି ବିଷୟରେ ଜାଣିବା ଉଚିତ୍ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.