Press "Enter" to skip to content

ନବବଧୂ Nandiniର ଗୁମର ଖୋଲିଲେ Liveରେ ଆସି ସମାଜସେବୀ Subasis Sadangi, କଣ କହିଲେ ଜାଣନ୍ତୁ

ସମାଜସେବୀ ସୁଭାଶିଷ ଷଡ଼ଙ୍ଗୀ ନବବଧୂ ନନ୍ଦିନୀଙ୍କ ବିଷୟରେ ଗଣମାଧ୍ୟମ ଆଗରେ କହିଛନ୍ତି । ଆଜି ଗୋଟେ ନନ୍ଦିନୀ ଟପିକ ଆସିଥିଲା ଆପଣମାନେ ସମସ୍ତେ ଜାଣିଥିବେ । ଆଉ ଗରିବ ଘରର ଝିଅ । ସେ ଅଭିଯୋଗ କରୁଛି କି ତାକୁ ମିଛ କହି ବିବାହ କରିଛନ୍ତି । ସେ କହିଛନ୍ତି ମୋତେ ନିର୍ବନ୍ଧ ନାଁ କହି ବିବାହ କରି ଦେଇଛନ୍ତି । ଆଉ ଆମେ ଯେହେତୁ ସାଧାରଣ ଲୋକ ଆମେ ଉଭୟ ପକ୍ଷଙ୍କୁ ଶୁଣିବା । ଆମେ ପୁଅ ଆଉ ଝିଅର କଥା ଶୁଣିବାକୁ ବାଧ୍ୟ ହେବା । ନନ୍ଦିନୀଙ୍କର ବିବାହ ହୋଇଥିଲା ବଳରାମଙ୍କ ସହିତ । ବଳରାମ, ତାଙ୍କ ମାଆ ଗଣମାଧ୍ୟମକୁ ଆସିଛନ୍ତି ।

ଓଡ଼ିଶା ଏକ ଗରିବ ବହୁଳ ରାଜ୍ୟ । ଏହି ବାହାଘରରେ ଅନେକ ଲୋକ ଯୋଡ଼ି ହୋଇଥିବେ । ନନ୍ଦିନୀ କେଉଁ କାରଣରୁ ଛାଡ଼ିକି ଗଲେ ତାହା ତ ଅଲଗା ମ୍ୟାଟର ଅଟେ । ଯିଏ ବାହାଘର ଠିକ୍ କରିଥିଲା କି ତାଙ୍କ ପରିବାରର ଅନ୍ୟ ଲୋକ କେହି ଗଣମାଧ୍ୟମକୁ ଆସୁନାହାନ୍ତି । ବାହାଘର ତ ଏକ କନ୍ଧିରେ ହେବ ନାହିଁ ତାହେଲେ ଅନ୍ୟଲୋକ କୁଆଡେ ଗଲେ । କଣ ସେମାନେ ଗଣମାଧ୍ୟମକୁ ଆସୁନାହାନ୍ତି କି ଆମ ମିଡ଼ିଆ ଭାଇମାନେ ତାଙ୍କୁ ଡାକି ପାରୁ ନାହାଁନ୍ତି । ନନ୍ଦିନୀ ବି ବହୁତ ଅଭିଯୋଗ କରିଛନ୍ତି କି ତାଙ୍କୁ ବଳରାମ କହିଥିଲେ ସେ ଜଣେ ବିଲଡର କିନ୍ତୁ ଦେଖିଲା ବେଳକୁ ସେ ଜଣେ ରଙ୍ଗମିସ୍ତ୍ରୀ ।

ଏଠି ପ୍ରଶ୍ନ ଉଠୁଛି କି ଏମାନଙ୍କୁ ଏକାଠି କରିଥିବା ଲୋକ ଜଣକ କିଏ ? ଏହି ଲୋକଟିକୁ ନା ନନ୍ଦିନୀ ପଦାକୁ ଆଣୁଛନ୍ତି ନା ବଳରାମ । ଏଠି ତ ପ୍ରେମ ବିବାହ ହୋଇନଥିଲା । ବିବାହ ଉଭୟ ପରିବାରର ସମ୍ମତିରେ ହୋଇଥିଲା । ଏହି ବିବାହର ମିଡ଼ିଏଟର କିଏ ତାହା ସାମ୍ନାକୁ ଅଣାଯାଉ । ନନ୍ଦିନୀ କହୁଥିବା ପ୍ରଶ୍ନର ଉତ୍ତର କିଏ ଦେବ । ନନ୍ଦିନୀଙ୍କର ନିର୍ବନ୍ଧ ଦିନ ବାହାଘର ହୋଇଥିଲା ଏହାର ସ୍ପଷ୍ଟିକରଣ କେହି ଦେଉନାହାନ୍ତି । ଆଉ ବାହାଘର ହେଲେ ଗରିବଟେ ବି କାର୍ଡ ଛପାଇଥାଏ । କିନ୍ତୁ ଏଠି କାର୍ଡ କାହିଁ । ଏବେ ନନ୍ଦିନୀଙ୍କ ପ୍ରତି ସହାନୁଭୂତି ଆସୁଛି ।

ଯେହେତୁ ସେ ବାହାଘରର ପରଦିନ ଘରକୁ ଆସିଥିଲେ । ନନ୍ଦିନୀଙ୍କ ବଡ ଭଉଣୀ ବାହା ହୋଇନାହାନ୍ତି ତ ସାନ ଭଉଣୀ ବାହା ହେଲେ କେମିତି ? ତାଙ୍କ ବଡ ଭଉଣୀ ବି ସାମ୍ନାକୁ ଆସିବା ଦରକାର । ତାପରେ ସବୁ କଥା ସାମ୍ନାକୁ ଆସିବ । ଉଭୟ ଉଭୟଙ୍କୁ ଦୋଷ ଦେଉଛନ୍ତି । କିନ୍ତୁ ଏହାର ସ୍ପଷ୍ଟତା ଜଣାପଡିନାହିଁ । ସବୁ ତଥ୍ୟ ସାମ୍ନାକୁ ଆସିବା ପରେ କାହାର ଭୁଲ ଜଣାପଡ଼ିବ । ଏମାନଙ୍କ ବିବାହରେ ଯୋଗ ଦେଇଥିବା ଲୋକମାନେ, ଉଭୟଙ୍କ ପରିବାରର ସମସ୍ତେ ଆଉ ଏହି ଦୁଇ ପରିବାରକୁ ମିଶାଇଲା କିଏ ଏହିସବୁ ପ୍ରସଙ୍ଗ ସାମ୍ନାକୁ ଆସିଲେ କାହାର ଭୁଲ ଜଣାପଡ଼ିବ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.