Press "Enter" to skip to content

ଭିଣେଇ ଖୋଲିଲେ Nandiniର ରହସ୍ୟ, ଏଥର ଫସିବେ Nandini ନା Balaram ?

ସାରା ଓଡ଼ିଶାରେ ଏବେ ଗୋଟିଏ ଚର୍ଚ୍ଚା ନବବଧୂ ନନ୍ଦିନୀ ବାହାଘର ପରଦିନ ମନ୍ଦିର ନାଁ କହି କାହିଁକି ଫେରାର ହୋଇଗଲା । କଣ ରହିଛି ଏହା ପଛର କାରଣ । ନନ୍ଦିନୀର ରହସ୍ୟ କଣ । ନନ୍ଦିନୀ ବିଷୟରେ ତାର ଭିଣେଇ କୁହାଯାଉଥିବା ଲୋକ ଜଣକ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୋର ନାମ ତ୍ରିଲୋଚନ ପ୍ରଧାନ । ମୁଁ ନନ୍ଦିନୀ ପ୍ରଧାନଙ୍କର ବଡ ଭଉଣୀର କ୍ଲୋଜ ଫ୍ରେଣ୍ଡ୍ । ଆଜ୍ଞା ନନ୍ଦିନୀର କଣ ହେଇଛି ମୁ ଜାଣିନି । ମୋତେ ମୋ ଫ୍ରେଣ୍ଡ୍ ଫୋନ କରିଥିଲେ ସେଥିପାଇଁ ମୁଁ ଲିଙ୍ଗରାଜ ମନ୍ଦିରକୁ ଯାଇଥିଲି ।

ମୋ ସାଙ୍ଗ ମୋତେ କଲରେ କହିଲା କି, ସାନ ଭଉଣୀ ଫୋନ କରିଛି ତମେ ଟିକେ ଲିଙ୍ଗରାଜ ମନ୍ଦିର ଆସ ସେମାନେ ମୋ ଭଉଣୀ ସହ ଟର୍ଚର୍ କରିଛନ୍ତି । ମୋ ସାଙ୍ଗ କହିଲେ ଆମେ ନିର୍ବନ୍ଧ କରିବାକୁ ଯାଇଥିଲୁ ଆଉ ସେମାନେ ଆମକୁ ବାହାଘର କରିବା ପାଇଁ କହିଲେ । ଝିଅକୁ ଜମା ୧୭ ବର୍ଷ ଆମ ଘରଲୋକ ମନା କରିଥିଲେ । କିନ୍ତୁ ପୁଅଘର କହିଛନ୍ତି ଆମର ଚିହ୍ନା ଅଛନ୍ତି ନେତା ମନ୍ତ୍ରୀ ଆମର କିଛି ହେବନି । ଆଉ ମୁଁ ତାଙ୍କର ଭିଣେଇ ନୁହେଁ । ମୁଁ ତାଙ୍କ ବଡ ଭଉଣୀର କ୍ଲୋଜ୍ ଫ୍ରେଣ୍ଡ୍ । ସେମାନେ ରାତିରେ ମୋ ଭଉଣୀକୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଛନ୍ତି ।

ଆଉ ମୋ ଭଉଣୀ ମନା କରିଥିଲା ଆଉ ତାପରେ ପୁଅ ତାକୁ ମାରଧର କରିଛନ୍ତି । ଆଉ ଯୌତୁକ କଥା କହିଥିଲେ । ସେଥିପାଇଁ ନନ୍ଦିନୀ ବାହାଘର ପରଦିନ ପଳାଇ ଆସିଲା । ଆଉ ମନ୍ଦିରରେ ସେମାନେ ସ୍ବାମୀ ସ୍ତ୍ରୀ ମାଡ ହେଉଥିଲେ । ମୁଁ ଗଣମାଧ୍ୟମ ଆଗରେ ଏତିକି ଅନୁରୋଧ କରୁଛି କି ଯେଉଁ ଭିଣେଇ ନାଁ ଆସୁଛି ସେଇଟା ନଆସୁ । ଆଉ ମୋ ଦୋଷ କଣ ? ବଳରାମର ବାପା ତାଙ୍କ ବଡ ବୋହୂ ନାଁରେ ବି ଏମିତି ଅଭିଯୋଗ ଆଣିଥିଲେ । ତାଙ୍କ ଭାଇ ରାଜା, ବଳରାମ ଆଉ ତାଙ୍କ ବାପାଙ୍କ ଉପରେ ତଦନ୍ତ କରାଯାଉ ଆଉ ଦଣ୍ଡ ଦିଆଯାଉ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.