Press "Enter" to skip to content

Jail ଯିବେ Nandin ତାଙ୍କ ନାଁରେ ଲାଗିଲା 420 ସହ ଆଉ ଦୁଇଟି ଦଫା

ଜେଲର ଚାରିକାନ୍ଥ ଭିତରକୁ ଟଣା ହେବେ ନନ୍ଦିନୀ । ନନ୍ଦିନୀଙ୍କ ନାଁରେ ଥାନାରେ ରୁଜ୍ଜୁ ହେଲା ୪୨୦ ମାମଲା । ନନ୍ଦିନୀ ଓ ତାଙ୍କ ପରିବାର ନାମରେ ଲଗାତାର ପୁଅ ତରଫରୁ ଆସିଥିବା ଅଭିଯୋଗକୁ ଆଧାର କରି ଥାନାରେ ଏବେ ରୁଜ୍ଜୁ ହୋଇଛି ୪୨୦ ମାମଲା । ଯେଉଁଥିରେ ଆଇପିସି ଧାରା ୪୨୦, ୪୦୬ ଓ ୧୨୦ B ରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ତେବେ ବାରମ୍ବାର ଭରତପୁର ପୋଲିସ ଷ୍ଟେସନକୁ ପୁଅ ଘର ପରିବାର ଦୌଡ଼ି ଯାଇଥିଲେ ନ୍ୟାୟ ପାଇଁ । କିନ୍ତୁ ବର୍ତ୍ତମାନ ସମୟରେ ପରିବାରର ଅଭିଯୋଗକୁ ଆଧାର କରି ନନ୍ଦିନୀ ନାମରେ ଲାଗିଛି ୪୨୦ ଧାରା ।

ତେବେ କିପରି ନନ୍ଦିନୀ ବାହା ହୋଇ ଘରକୁ ଆସିଥିଲେ ଆଉ ବାହାଘର ପରଦିନ ରାତି ଅଧରେ ଭେଣେଇ ସହ ନ୍ୟୁଡ୍ ଭିଡିଓ କଲରେ ମାତିଥିଲେ । ଯାହାକି ବିନା ବସ୍ତ୍ରରେ ଦେଖିଥିଲେ ସ୍ବାମୀ । ଏବଂ ପରେ ସ୍ବାମୀଙ୍କୁ ନନ୍ଦିନୀ କ୍ଷମା ମଧ୍ୟ ମାଗିଥିଲେ । ଆଉ କ୍ଷମା କରି ଦେଇଥିଲେ ସ୍ବାମୀ ।

କିନ୍ତୁ ସକାଳେ ଶଶୁରଙ୍କୁ ମନ୍ଦିର ଯିବା ପାଇଁ ବାହାନାରେ ଅନୁମତି ମାଗିଥିଲେ । ତା ସହ ସୁନା ଗହଣା ଓ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ କରିଥିଲେ ପୁଅଘର ପରିବାରଲୋକେ । ତାପରେ ଏହି ଘଟଣାକୁ ନେଇ ପରିବାର ଚିନ୍ତାରେ ଥିବା ସହ ବାରମ୍ବାର ଭରତପୁର ଥାନାକୁ ଦୌଡ଼ି ଯାଇଥିଲେ ନ୍ୟାୟ ପାଇଁ ।

ଏବଂ ବାରମ୍ବାର ଅଭିଯୋଗ କରାଯାଇଥିଲା । ଆଉ ଏବେ ନନ୍ଦିନୀଙ୍କ ନାମରେ ୪୨୦ ମାମଲା ରୁଜ୍ଜୁ କରିଛି ପୋଲିସ । ତେବେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣାକୁ ନେଇ ଫେରାର ହୋଇଯାଉଥିବା ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଥିବା ପରିବାର ଲୋକେ କହିଥିଲେ ।

ତେବେ ନନ୍ଦିନୀଙ୍କ ସହ ତାଙ୍କ ପରିବାର ଆଉ ଭେଣେଇ ମଧ୍ୟ ସବୁ କାର୍ଯ୍ୟରେ ସଂପୃକ୍ତି ଥିବା କୁହାଯାଉଛି । ତେବେ ଦେଖିବାକୁ ବାକି ରହିଲା କେତେ ଶୀଘ୍ର ଟଣା ହେଉଛନ୍ତି ନନ୍ଦିନୀ । ଆଉ କେତେ କଣ ଠକିଛନ୍ତି କି ଲୁଟିଛନ୍ତି ହୁଏତ ଏହି ସମ୍ପୂର୍ଣ୍ଣ ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିପାରେ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.