Press "Enter" to skip to content

Nandini Case ଫେରାର ହୋଇଥିବା ନବବଧୂ ନାଁରେ ଆସିଲା ଆଉ ଏକ ଅଭିଯୋଗ, ଜ୍ଵାଇଁ ଶାଳି କୁଣ୍ଢାକୁଣ୍ଢି

ମାଉସୀ ଦେଖିଛନ୍ତି ଜ୍ବାଇଁ ଶାଳୀ କୁଣ୍ଢାକୁଣ୍ଢି ସମୟର ଚିତ୍ର । ଆଉ ସେ ଏହା ଏବେ ବୁଝି ପାରୁଛନ୍ତି କଣ ଚାଲିଥିଲା ସେ ସମୟରେ । ନା ସେ ଅନାବିଳ ସ୍ନେହ ଥିଲା ନା ଥିଲା ଗୋଟିଏ ଜ୍ବାଇଁ ଶାଳୀ ମଧ୍ୟରେ ଥିବା ଛୋଟ ଛୋଟ ହସ । ସେ ଥିଲା ପାପ ସମ୍ପର୍କ । ଯେଉଁ କାମଟି ବାହାଘର ପରେ ନିରଳାରେ ରୁମରେ ହୋଇ ପାରିଲାନି ସେହି କାମ ଟିକ କରୁଥିଲେ ଏହି ନନ୍ଦିନୀ ଜଣକ । ଦେହରୁ ଗୋଟିଏ ପରେ ଗୋଟିଏ ସବୁ କପଡ଼ାକୁ ଧୀରେ ଧୀରେ ଖୋଲିଥିଲେ ଆଉ ଏହି ସବୁର ଦୃଶ୍ୟକୁ ଦେଖୁଥିଲେ ତାହାର ଭେଣେଇ । ଆଉ ତାର ନାଁ ତ୍ରିଲୋଚନ ।

ଆଉ ଯେତେବେଳେ ବଳରାମର ଆଖି ଆଗରେ ତା ସ୍ତ୍ରୀର ମୁକୁଳା ଦେହ ପଡ଼ିଥିଲା । ଆଉ ସେ ମୋବାଇଲ୍ ଲାଇଟରେ ଜାଣିବାକୁ ପାଇଥିଲା ତାର ସ୍ତ୍ରୀ ସମ୍ପୂର୍ଣ୍ଣ ନଗ୍ନ ଅଛି । ଆଉ କିଛି ବୁଝିବାକୁ ବାକି ନଥିଲା । ସେ ତା ସ୍ତ୍ରୀକୁ ପଚାରିଲା ନନ୍ଦିନୀ ଏ କଣ ? ଆଉ ଯାହାର ଉତ୍ତର ନନ୍ଦିନୀ ଏଭଳି କିଛି ଦେଇଥିଲେ, କହିଥିଲେ ମୋର ଭୁଲ ହୋଇଛି ଆଉ ଏଭଳି କାମ ମୁଁ କେବେ କରିବି ନାହିଁ । କିନ୍ତୁ ବଳରାମ ଜାଣିନଥିଲେ ସେହି ବ୍ୟକ୍ତି ଜଣକ ତାର ଭେଣେଇ ବୋଲି । ଆଉ ମାଉସୀ ଯେଉଁ କଥା କହୁଥିଲେ ଭେଣେଇ ଆଉ ନନ୍ଦିନୀ ଭିତରେ କିଛି ନା କିଛି ସମ୍ପର୍କ ରହିଛି ।

ଆଉ ସେହି ଭେଣେଇ ହିଁ ଶାଳୀକୁ ନେଇ ମୋହରା କରି ଗୋଟିଏ ରୁ ଆଉ ଗୋଟିଏ ଜାଗାରେ ନେଇ ଥୋଉଛି । ଆଉ ତାକୁ ଲୋକଙ୍କ ଆଗରେ ଵିହୁ ବେଶରେ ସଜେଇ ଟଙ୍କା ଆଦାୟ କରି ଫେରାର ମଧ୍ୟ ହେଇ ଯାଉଛନ୍ତି । ତେବେ ଏହି ଘଟଣା ଅନେକଙ୍କୁ ବିଚଳିତ ମଧ୍ୟ କରିଛି । କାହିଁକିନା ଗୋଟିଏ ସରଳ ପରିବାର ଦେଖି ଏମାନେ ପ୍ରଥମେ ଗୋଟିଏ ଝିଅକୁ ନେଇ ଦେଖାନ୍ତି । ସୁନ୍ଦର ଝିଅ ସାଙ୍ଗକୁ କାହାଣୀଟା ବି ଖୁବ୍ ସୁନ୍ଦର କରିଥାନ୍ତି । କୁହନ୍ତି ଏ ଝିଅର ବାପା ମା ନାହାନ୍ତି ।

ଏ ଝିଅ ତାର କକା, ଖୁଡି ବା ସମ୍ପର୍କୀୟଙ୍କ ପାଖରେ ଚଳୁଛି । ଗୋଟିଏ ଶାଢ଼ୀ ପିନ୍ଧି ତୁମ ଘରକୁ ଯିବ ଆଉ ତୁମର ସବୁକଥା ମାନିବ । ଆଉ ତୁମ ପୁଅକୁ ସ୍ଵର୍ଗର ଦେବତା ପରି ଅନୁଭବ ଦେବ । ଆଉ ଏଭଳି ମନ କିଣି ନେଇସାରିବା ପରେ ଧୁମଧାମରେ କରନ୍ତି ବାହାଘର । ଆଉ ବାହାଘର ପରେ ଏଭଳି କାଣ୍ଡ କରେ ଏହି ଝିଅଟି । ଏନେଇ ତାଙ୍କୁ ତାଙ୍କର କୌଣସି ସମ୍ପର୍କୀୟ କହିଥିବା କହିଛନ୍ତି ମାଉସୀ ଜଣକ । ତେବେ ସମ୍ପୂର୍ଣ୍ଣ ଅଭିଯୋଗ ଯଦି ସତ ତେବେ ସାଙ୍ଘାତିକ ।

କାରଣ ଆଜି ଏହି ଗୋଟିଏ ପରିବାର, ପୁଣି ଅନ୍ୟ କେହି ପରିବାର ହୋଇପାରନ୍ତି ଝିଅର ଚଞ୍ଚକତା, ରୂପ ଯୌବନ ଏବଂ ତା ସହିତ ଧୋକାର ଶିକାର । ତେବେ ପୋଲିସ ତୁରନ୍ତ ଏହି ପରିବାରର ମମଲାକୁ ରୁଜ୍ଜୁ କରି ଏହି ଝିଅଟିକୁ ଧରିବାକୁ ଚେଷ୍ଟା କରୁ । ଏବଂ ଏହା ସହିତ ସମ୍ପର୍କ ଯୋଡ଼ିଥିବା ମଧ୍ୟସ୍ଥି ଏବଂ ଅନ୍ୟମାନଙ୍କୁ ବିଚାର ହାଜତକୁ ନେଇ ପ୍ରଶ୍ନ ପଚାରିବାର ମଧ୍ୟ ଆବଶ୍ୟକତା ରହିଛି । ଯାହାଦ୍ଵାରା ଏହି ଗରିବ ପରିବାର ନ୍ୟାୟ ପାଇପାରିବେ । ଆଉ ଏହି ଯୁବକ ହଜି ଯାଇଥିବା ମହତ ଫେରିପାଇବେ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.