Press "Enter" to skip to content

ପ୍ରମାଣ ଦେଖାଇଲା Nandini, ସେଦିନ କଣ ଖାଇବାକୁ ଦିଅ ଯାଇଥିଲା ଦେଖନ୍ତୁ Videoରେ

ଆପଣମାନେ ତ ନବବଧୂ ମନ୍ଦିର ନାଁ କହି ଫେରାର ହୋଇଥିବା ଘଟଣା ବିଷୟରେ ଜାଣିଥିବେ । ଆଉ ଏବେ ଏହି ଘଟଣା ସାମ୍ନାକୁ ଆସିଛି କି ନବବଧୂ ଜଣକ ଦେଇଥିବା ପ୍ରମାଣ । ନବବଧୂ ନନ୍ଦିନୀ ଗଣମାଧ୍ୟମ ଆଗରେ କିଛି ପ୍ରମାଣ ଦେଇଛନ୍ତି । ଆଉ କହିଛନ୍ତି ମୁଁ ଯେଉଁ କଥା କହୁଥିଲି ସେ ତାହା ସତ ଅଟେ । ସେ ଗଣମାଧ୍ୟମ ଆଗରେ ଏକ ଚିତ୍ର ଦେଖାଇଛନ୍ତି ଆଉ କହିଛନ୍ତି ତାଙ୍କ ଶାଶୁ ତାଙ୍କୁ ଭାତ ଆଉ ଆଚାର ଖାଇବାକୁ ଦେଇଥିଲେ । ଆଉ ଏହି ଭାତ ଆଉ ଆଚାରର ଫଟୋ ସେ ହ୍ୱାଟସ୍ଆପରେ ତାଙ୍କ ସମ୍ପର୍କୀୟଙ୍କ ପାଖକୁ ପଠାଇଛନ୍ତି ।

ଆଉ ସେ ହ୍ୱାଟସ୍ଆପରେ ଚାଟରେ ଲେଖିଛନ୍ତି, ଭାତ ଆଉ ଆଚାର ତାଙ୍କୁ ଖାଇବାକୁ ଦିଆଯାଇଛି । ଯାହା ହେଉଛି ସକାଳ ୧୧ଟା ବେଳର ଫଟୋ । ଆଉ ସେ ଲେଖିଛନ୍ତି କି ସେ କାଲିଠୁ ଖାଇ ନାହାଁନ୍ତି । ଆଉ ଏମିତି କାନ୍ଦୁଥିବା କଥା ସେ କହିଛନ୍ତି । ସେ ଲେଖିଛନ୍ତି ମୁଁ ଯଦି ଜାଣିଥାଆନ୍ତି ସେ ଏମିତି ବୋଲି କେବେବି ରାଜି ହୋଇନଥାନ୍ତି ।

ଆଉ ତା ସହିତ ମଧ୍ୟ ତାଙ୍କର ଅନ୍ୟ ଚାଟକୁ ଦେଖନ୍ତୁ । ଯେଉଁଥିରେ ତାଙ୍କର ଗୋଟିଏ କଥା ଆଇ ହେଟ ମାଇଁ ଲାଇଫ । ଅନ୍ୟପଟେ ନନ୍ଦିନୀ ଆଉ ଗୋଟିଏ କଥା ବି କହିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ସେ ତାଙ୍କ ପାସୱାର୍ଡ ଚେଞ୍ଜ କରି ଦେଇଛନ୍ତି ।

ହ୍ୱାଟସ୍ଆପରେ ମେସେଜ ଯେଉଁ କରିଥିବେ ତାହାକୁ ଡିଲିଟ କରିବକୁ କେହି ଜଣେ କହୁଛନ୍ତି । ତା ସହିତ ସେ କହିଛନ୍ତି ସମସ୍ତେ ବଡ଼ ବଡ଼ କଥା କହୁଛନ୍ତି । ହେଲେ କଉ କାମକୁ ନୁହେଁ । ଆଉ ଏହା ସହ ସେ ଲେଖିଛନ୍ତି ମିସ୍ ୟୁ ଲୋ । ଆଉ ସେ ତାଙ୍କ ଭଉଣୀ ହୋଇଥିବେ । ତେବେ ଏହି ଘଟଣା କେତେ ସତ କେତେ ମିଛ ।

ନନ୍ଦିନୀ ଆଜି ପ୍ରତିଦିନକୁ ସାକ୍ଷାତକାର ଦେଇ ତାଙ୍କ ଉପରେ ହୋଇଥିବା ଅତ୍ୟାଚାରର ଗୋଟି ଗୋଟି କଥା କହିଛନ୍ତି । ଆଉ ଏହା ସହିତ ଏହି ଫଟୋଗ୍ରାଫସ୍ କୁ ବି ଦେଇଛନ୍ତି । କିନ୍ତୁ ଏବେବି ଗୋଟିଏ କଥାର ଉତ୍ତର ନାହିଁ କି କାହିଁକି ନନ୍ଦିନୀ ବିବାହର ପ୍ରଥମ ଦିନ ରୁ ଆଡଜଷ୍ଟ କରିବା ବଦଳରେ ଏମିତି ଛାଡ଼ି ଚାଲି ଆସିଲେ ।

ଆଉ ତାଙ୍କ ସ୍ବାମୀଙ୍କୁ ମାଡ ମାରିବା ପଛର କାରଣ କଣ ହୋଇପାରେ ? ଆଉ ଏଭଳି ଅନେକ ଦିଗ ଅଛି ଯାହା ଏଯାଏଁ ସ୍ପଷ୍ଟ ହୋଇପାରୁନାହିଁ । ଅନ୍ୟପଟେ ଆଜି ଡିସିପିଙ୍କୁ ଭେଟିଛନ୍ତି ବଳରାମଙ୍କ ବାପା ମା । ଆଉ ସେମାନେ ସାକ୍ଷାତ କରି ସବୁ କଥା କହିଥିଲେ ।

ଦେଖାଯାଉ ଲୁଟେରି ଆଉ ଧୋକାବାଜ୍ ବୋଲାଉଥିବା ବୋହୂ ନନ୍ଦିନୀର ସତ କେବେ ସାମ୍ନାକୁ ଆସୁଛି । ଆଉ ଯଦି ବଳରାମ ଯଦି ମିଛ କହୁଛନ୍ତି ତାହେଲେ ଏହା ଏକ ସାଙ୍ଘାତିକ ଅପରାଧ ହୋଇଥାଏ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.