Press "Enter" to skip to content

ଲଙ୍ଗୁଳି ବୋହୁ ଧମକ ଦେଉଛି ସମସ୍ତଙ୍କୁ ହାଣିଦେବି, ଏହି ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ଶଶୁର

ଆପଣମାନେ ତ ନବବଧୂ ମନ୍ଦିର ନାଁ କହି ଫେରାର ହୋଇଥିବା ଘଟଣା ବିଷୟରେ ଜାଣିଥିବେ । ଆଉ ଏବେ ଏହି ଘଟଣା ସାମ୍ନାକୁ ଆସିଛି କି ନବବଧୂ ଜଣକ ସମସ୍ତଙ୍କୁ ଧମକ ଦେଉଛନ୍ତି । ଆଉ ସେହି ସମ୍ପର୍କରେ ତାଙ୍କ ଶଶୁର ଗଣମାଧ୍ୟମ ଆଗରେ କହିଛନ୍ତି । ସେ କହିଛନ୍ତି, ମୋ ବୋହୂ ମୋତେ ଧମକ ଦେଉଛି ତୁମ ବାପା, ପୁଅ ସମସ୍ତଙ୍କୁ ହାଣି ଦେବି । ମୋର ଚାରୋଟି ପୁଅ, ମୁଁ ତିନିଟି ପୁଅଙ୍କୁ ବାହାଘର କରିଥିଲି । ଆଉ ମୋ ସାନ ପୁଅ ପାଇଁ ଜଣେ ଭଦ୍ରଲୋକ ପ୍ରସ୍ତାବ ଆଣିଥିଲେ ପୁରୀରୁ ଆଉ ମୁଁ ବିବାହ କରିଦେଲି । ଆଉ ୧୩ ତାରିଖରେ ବିବାହ ହେଲା ।

ଆଉ ବାହାଘରର ପରଦିନ ବୋହୂ କହିଲା ମୁଁ ମନ୍ଦିର ଯିବି ତୁମ ପୁଅର ମଙ୍ଗଳ ମନାଶିବି । ଆଉ ମୁଁ କହିଲି ଯାଅ । ଆଉ ସେମାନେ ଗଲେ ଆଉ ମନ୍ଦିରରେ ଦେଖିଲା ବେଳକୁ ଝିଅର ପରିବାର ଲୋକେ ଅଛନ୍ତି । ଆଉ ସେମାନେ ସେଠାରେ ମୋ ପୁଅକୁ ବହୁତ ମାଡ଼ ମାରିଲେ ଆଉ ସେଠାରୁ ଖସି ଯିବାକୁ ଚାହୁଁଥିଲେ । କିନ୍ତୁ ସେଠାରେ ଥିବା ପଣ୍ଡାମାନେ ଆଉ ପୋଲିସମାନେ ତାଙ୍କୁ ଥାନାକୁ ଆଣିଲେ । ଆଉ ତାପରେ କେସ ହେଲା । ଆଉ ଏହି ମାଡ଼ର କପି ମଧ୍ୟ ମୁଁ ଆଣିଲି ଲିଙ୍ଗରାଜ ମନ୍ଦିରରୁ । ଆଉ ପୋଲିସ କିଛି ପଦକ୍ଷେପ ନେଇନାହିଁ ।

ଆଉ ଏଥିପାଇଁ ମୁଁ ଏବେ ଡିସିପିଙ୍କ ସହ ଦେଖା କରିବାକୁ ଆସିଛି । ଆଉ ଏହି ଘଟଣାର ତଦନ୍ତ ହେବ ବହୁତ ଜଲଦି ବୋଲି ପୋଲିସ କହିଲେ । ଆଉ ଏହା ହେଉଛି ଏକ ଚକ୍ରାନ୍ତ । ଲୋକଙ୍କୁ ଠକିବା ପାଇଁ ଏହା ଏକ ପ୍ଲାନ୍ । ଆଉ ଏହା ଆଗରୁ ଓଡ଼ିଶା ବାହାରେ ଚାଲୁଥିଲା ଆଉ ଏବେ ଓଡ଼ିଶାରେ ଚାଲିଛି । ଆଉ ଭୋଜି ଭାତ ମୁଁ ବହୁତ କରିଥିଲି । ଆଉ ବହୁତ ବଳି ଥିଲା ଆଉ ଲୋକମାନଙ୍କୁ ମଧ୍ୟ ଦେଇଥିଲି । ଆଉ ନୂଆ ବୋହୂ ପାଇଁ ମୋ ପୁଅ ହୋଟେଲରୁ ନିଜ ବାଇକ୍ ଧରି ଯାଇଥିଲା ଖାଇବା ଆଣିବାକୁ ଆଉ ଆଣିଲା । ଆଉ ଏହି ସବୁ ସିସିଟିଭିରେ କଏଦ ଅଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.