Press "Enter" to skip to content

ସାମ୍ନାକୁ ଆସିଲା Balaram ଆଉ Nandiniଙ୍କର ଚଉଠି ରାତିର ସତ

ବଳରାମ କହିଛନ୍ତି, ସେଦିନ ରାତିରେ ଆମ ଭିତରେ ସେମିତି କିଛି ହୋଇନଥିଲା । ସେଦିନ ଆମର ଭୋଜି ସରିବା ପରେ ମୋତେ ନିଦ ଲାଗିଲା ମୁଁ ଶୋଇବା ପାଇଁ ଗଲି । ଆଉ ମୁଁ ଯେତେବେଳେ ଚଉଠି ପାଇଁ ଗଲି ସେତେବେଳେ ନନ୍ଦିନୀ କହିଲେ ମୁଁ ଶା-ରୀ-ରି-କ ସମ୍ପର୍କ ରଖିବିନି । ମୁଁ ଏକ ବର୍ଷ ଯାଏଁ ମାନସିକ କରିଛି ଶା-ରୀ-ରି-କ ସଂପର୍କ ରଖିବି ନାହିଁ । ଆଉ ମୁଁ ତାପରେ ଶୋଇପଡ଼ିଲି ଯେହେତୁ ସେ ମନା କରିଲେ ।

ଆଉ ମୋର ନିଦ ଯେତେବେଳେ ଭାଙ୍ଗିଲା ଗୋଟେ ଶବ୍ଦ ଶୁଣିକି ମୋ ନିଦ ଭାଙ୍ଗିଗଲା । ଆଉ ତାପରେ ମୁଁ ଭାବିଲି କଣ ଏମିତି ଆବାଜ ହେଉଛି । ତାପରେ ମୁଁ ଦେଖେ ତ ମୋ ସ୍ତ୍ରୀ ଯିଏ ତା ଦେହରୁ ସବୁ ପୋଷାକ କାଢ଼ି ଦେଇ ଭିଡିଓ କଲରେ କଥା ହେଉଛି । ଆଉ ମୁଁ ଦେଖିଲେ ଚିହ୍ନି ପାରିବି । ଆଉ ସେ ତା ଭେଣେଇ ସହ କଥା ହେଉଛି ବୋଲି ସେ କହିଲା ।

ଆଉ ତାପରେ ମୁଁ କହିଲି ନନ୍ଦିନୀ ଯାହା କରୁଛ କଣ ଠିକ୍ ସେ କହିଲା ମୋର ଭୁଲ ହେଇଛି ଆଉ ମୁଁ ଏମିତି ଭୁଲ କରିବିନି । ତାପରେ ମୁଁ ଭାବିଲି କାହାକୁ କହିଲେ ବଦନାମ୍ ହୋଇଯିବି ସେଥିପାଇଁ ମୁଁ କାହାକୁ କିଛି କହିଲି ନାହିଁ । ମୁଁ ତାଙ୍କୁ କହିଲି ନନ୍ଦିନୀ ତୁମେ ଏମିତି କରିଲେ ମୋ ଇଜ୍ଜତ ପଳେଇବ । ଆଉ ମୁଁ ବଦନାମ୍ ହୋଇଯିବି । ଆଉ ତମେ ଏମିତି କର ନାହିଁ ବୋଲି ମୁଁ କହିଥିଲି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.