Press "Enter" to skip to content

ଫେରାର ବୋହୂ ନନ୍ଦିନୀକୁ ବଳରାମ ଘରର ବୋହୂ କରିଥିବା ପ୍ରସ୍ତାବ ଦେଇଥିବା ମିଡ଼ିଏଟର Naran ସାମ୍ନାକୁ ଆସିଲେ

ବଳରାମଙ୍କ ଭାଇ ଗଣମାଧ୍ୟମ ଆଗରେ ମିଡିଏଟର ବିଷୟରେ କହିଛନ୍ତି । ସେ କହିଛନ୍ତି, ମିଛ ମିଛ ସିନ୍ଦୂର ଖେଳ ଇଏ ସତ ନୁହେଁ । ବଳରାମ ଆଉ ନନ୍ଦିନୀଙ୍କର ବିବାହର ମିଡ଼ିଏଟର ହେଉଛନ୍ତି ନାରଣ । ମୋ ଭାଇ ଆଉ ନାରଣ ଏକାଠି କାମ କରୁଥିଲେ । ଆଉ ସେ ଏହି ପ୍ରସ୍ତାବ ଦେଇଥିଲେ । ଆଉ ଝିଅ ହର ଘରଲୋକ କହିଲେ ଆଜ୍ଞା ଭଲ ତିଥି ଅଛି ଆଉ ବାହାଘର କରିଦେବା ।ଆଉ ଝିଅକୁ ଲୁଗା ଦେବାର ଯୋଗ୍ୟତା ଆମର ନାହିଁ । ଆଉ ଯାହା କରିବ ତମେ କରିବ । ଝିଅ ଘରଲୋକ ଆମ ଘରକୁ ଆଗ ଆସିଥିଲେ ଦେଖିବାକୁ ।

ଆଉ କହିଲେ ଆମର ପୁଅ ପସନ୍ଦ ହେଇଛି ଘରଦ୍ୱାର ପସନ୍ଦ ହେଇଛି । ଆଉ ବାହାଘର କରିବା ପାଇଁ ଆମ ପାଖେ ଟଙ୍କାଟେ ନାହିଁ । ଆଉ ଭଲ ତିଥି ଅଛି ବାହାଘର କରିଦିଅ । ଆଉ ଆମେ ଝିଅହର ଘରକୁ ଯାଇନୁ । ଆମେ ମିଡ଼ିଏଟରକୁ ଯେତେବେଳେ କହିଲୁ ଆମେ ତାଙ୍କ ଘରକୁ ଯିବୁ । ତାପରେ ସେ କହିଲେ ତମେ ଝିଅକୁ ତ ଦେଖିଲ ଆଉ ମାଙ୍କୁ ଦେଖିଲ ଆଉ ତାର ବାପା ନାହିଁ । କିନ୍ତୁ କିଛିଦିନ ପରେ ପୁଣି ତା ବାପା କଉଠୁ ଆସିଲେ । ହୁଏତ ତା ବାପା ସିଏ ହୋଇ ନପାରନ୍ତି । ମିଡିଏଟର କହିଲା ଆଉ ଝିଅ ପୁରା ଭଲ ଅଛି ଆଉ ମୋ ଜିମେଦାରି ।

ଯେତେବେଳେ ଆମେ ପଚାରିଲୁ ଝିଅର ବାପା ନଥିଲା କଉଠୁ ଆସିଲା ସେ ମିଡିଏଟର କହିଲା ତା ବାପା ୫ ବର୍ଷ ହେଲା କୁଆଡେ ଯାଇଥିଲା । ଆଉ ଆଜି ଆସିଲା । ମିଡିଏଟର ପୁରୀ ଜିଲ୍ଲା ପିପିଲି ଲୋକନାଥ ରୋଡ ଷଣ୍ଢ ସାହିରେ ସେ ରହୁଛନ୍ତି । ସେ ଆମକୁ ତାଙ୍କ ଘରକୁ ନେଇନଥିଲେ । ସେ ଆମକୁ ଆଉ ଜଣଙ୍କ ଘରକୁ ନେଇଥିଲେ ଆଉ ସେ ସେହି ଝିଅକୁ ଧରମ ଝିଅ କରିଥିଲେ । ଆଉ ଏହା ହେଉଛି ଏକ ସ୍କିମ । ଆଉ ଏହା ସମସ୍ତେ ପ୍ଲାନ୍ କରିକି କରୁଛନ୍ତି ।

ପୁଅମାନଙ୍କୁ ଏଭଳି ଫସେଇ କରି ଧନ ସମ୍ପତ୍ତି ଲୁଟି କରି ମିଡିଏଟରମାନେ ଆଉ ଝିଅ ପଇସା ନେଉଛନ୍ତି । ଆଉ ଏକ ବିଜନେସ । ଆଉ ଆଜି ସକାଳେ ମିଡିଏଟର ଫୋନ କରିଥିଲା ଆଉ କହିଲା ଆମ ନାଁ କାହିଁକି ଏମିତି ଦେଲେ ଆପଣ କି ଆମେ ପଇସା ନଉଛୁ । ସେ ଗୋଟେ ଖରାପ ଝିଅ ମୋ ଭାଇ ବେକରେ ଛନ୍ଦି ଦେଲେ । ପୋଲିସ ମଧ୍ୟ କୌଣସି ପଦକ୍ଷେପ ନେଉନାହିଁ । ଆଉ ଏମିତି ଆଉ କାହା ସହିତ ଯେମିତି ନହେଉ ସେଥିପାଇଁ ଏହି ଦୋଷୀମାନଙ୍କୁ କଠିନ ରୁ କଠିନ ଦଣ୍ଡ ଦିଆଯାଉ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.