Press "Enter" to skip to content

High Courtର ନିର୍ଦ୍ଦେଶ ଯାହା ହେବ ତାହା Tapaswani ଆଉ Sumit ମାନିବାକୁ ବାଧ୍ୟ

ଡକ୍ଟର ସୁମିତ ଏବଂ ତପସ୍ଵିନୀଙ୍କର ପାରିବାରିକ ମାମଲା ବର୍ତ୍ତମାନ କୋର୍ଟରେ ରହିଛି । ଏବଂ କୋର୍ଟରେ ବିଚାରାଧୀନ ରହିଛି । କଣ ରହିବ ମୋଡ ସେହି ବିଷୟରେ କିଛି ଆଇନଜିବୀ ମତ ଦେଇଛନ୍ତି । ସେମାନେ କହିଛନ୍ତି, ବର୍ତ୍ତମାନର ଖବର ହେଲା ତପସ୍ଵିନୀ ଦୀର୍ଘ ଦିନ ଆନ୍ଦୋଳନ କରିବା ପରେ ଜିଲ୍ଲା ଜଜଙ୍କ ପାଖରେ ଏକ କେସ ଫାଇଲ କରିଥିଲେ । ଏବଂ ମାନ୍ୟବର ଜିଲ୍ଲା ଜଜ୍ ସେଥିରେ ଅର୍ଡର୍ କଲେ ତପସ୍ଵିନୀ ୧୭୦୦୦ ଟଙ୍କା ମାସିକ ଭତ୍ତା ପାଇବେ ଏବଂ ସେ ଘରେ ରହିବେ । ସେ ଏବେ ସୁମିତଙ୍କ ଘରେ ରହୁଛନ୍ତି ।

ତାଙ୍କର ସ୍ବାମୀ ଆଉ ଶଶୁର ହାଇକୋର୍ଟରେ କେସ ପକାଇଛନ୍ତି ଯେ ଆମେ ଏଠି ଅସୁରକ୍ଷିତ ଭାବେ ରହୁଛୁ, ଆମ ଉପରେ ବିଭିନ୍ନ ପ୍ରକାରର କେସ ଆଗରୁ ଦିଆଯାଇଛି ଏବଂ ଆଗକୁ ଆହୁରି କିଛି ମିଛ କେସ ମଧ୍ୟ ଆମ ଉପରେ ଲଦି ଦେବାର ଚାନ୍ସ ଅଛି । ତେଣୁ ଆମକୁ ସୁରକ୍ଷା ଦିଆଯାଉ । ଉଭୟ ପକ୍ଷ ବର୍ତ୍ତମାନ ଅଦାଲତ ପରିସର ଭିତରେ ରହିଛନ୍ତି । କୋର୍ଟର ଆଦେଶ ନ ଆସିଲା ପର୍ଯ୍ୟନ୍ତ କେଉଁ କେସର୍ କଣ ମୋଡ ହେବ ଆମେ କହିପାରିବୁ ନାହିଁ । ବର୍ତ୍ତମାନ ସବୁ କୋର୍ଟ ଉପରେ ନିର୍ଭର କରେ । କୋର୍ଟ ଯାହା ଅର୍ଡର୍ କରିବ ।

ଉଭୟ କୋର୍ଟ ଉପରେ ଆଶା ରଖିଛନ୍ତି, ଯାହା କରିବ କୋର୍ଟ ହିଁ କରିବ । କୋର୍ଟ ଯାହା ନିଷ୍ପତ୍ତି ନେବ ତାହା ଶେଷ ନିଷ୍ପତ୍ତି ହେବ । ଡକ୍ଟର ସୁମିତ ହାଇକୋର୍ଟରେ କେସ ଫାଇଲ କରିଛନ୍ତି । କୋର୍ଟ ଯାହା ନିଷ୍ପତ୍ତି ନେବ ତାହା ସମସ୍ତେ ମାନିବାକୁ ବାଧ୍ୟ । ହାଇକୋର୍ଟ ନିର୍ଦ୍ଦେଶକୁ ସେମାନେ ଅପେକ୍ଷା କରିବେ । ତପସ୍ଵିନୀ ଏସଡିଜିଏମ କୋର୍ଟରେ କେସ ଫାଇଲ କରିଛନ୍ତି । ଡକ୍ଟର ସୁମିତ ହାଇକୋର୍ଟରେ କେସ ଫାଇଲ କରିଛନ୍ତି । ଉଭୟଙ୍କ କେସ ବିଚାରାଧୀନ ରହିଛି । କୋର୍ଟ ଯାହା ନିଷ୍ପତ୍ତି ନେବ ତାହା ସମସ୍ତେ ମାନିବାକୁ ବାଧ୍ୟ ବୋଲି ମିଡ଼ିଆ ଆଗରେ କିଛି ଆଇନଜିବୀ କହିଛନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

Be First to Comment

Leave a Reply

Your email address will not be published.