Press "Enter" to skip to content

Puran Katha ମହିଳାଙ୍କୁ ଏହି ଅବସ୍ଥାରେ ଦେଖିବା ହେଉଛି ସବୁଠାରୁ ବଡ ପାପ ନର୍କରେ ମିଳିବ ଶାସ୍ତି

କୁହାଯାଇଛି କି ମଣିଷକୁ ତାର ଭଲ ଆଉ ଖରାପ କର୍ମ ଅନୁସାରେ ଫଳ ମିଳିଥାଏ । ଯେଉଁ ବ୍ୟକ୍ତି ଭଲ କାମ କରିଥାଏ ସେ ମରିବା ପରେ ସ୍ଵର୍ଗରେ ସୁଖ ପ୍ରାପ୍ତି ହୋଇଥାଏ । ଆଉ ଯେଉଁମାନେ ଖରାପ କାମ କରିଥାନ୍ତି ସେମାନେ ନର୍କରେ ବହୁତ କଷ୍ଟ ପାଇଥାନ୍ତି । ଏହା ଗରୁଡ ପୁରାଣରେ ବର୍ଣ୍ଣିତ ହୋଇଛି । ଗରୁଡ଼ ପୁରାଣରେ ୧୯ ହଜାରରୁ ଅଧିକ ଶ୍ଳୋକ ରହିଛି । ଯେଉଁଥିରେ ପାପ ଆଉ ପୁଣ୍ୟ କର୍ମ ବିଷୟରେ ଲେଖା ଯାଇଥାଏ ।

ମହିଳାଙ୍କୁ ଏହି ଦୁଇଟି କାମ କରୁଥିବାର ଦେଖନ୍ତୁ ନାହିଁ ପୁରୁଷ ।

ଗୋଟିଏ ସମୟରେ ମହର୍ଷି କଶ୍ୟପଙ୍କର ପୁତ୍ର ପକ୍ଷୀରାଜ ଗରୁଡ ଭଗବାନ ବିଷ୍ଣୁଙ୍କର ମୃ-ତ୍ୟୁ ପରେ ହୋଇଥିବା ଜିନିଷ ଉପରେ ପ୍ରଶ୍ନ କରାଯାଏ । ଗରୁଡ଼ଙ୍କର ଜିଜ୍ଞାସାକୁ ଶାନ୍ତ କରିବା ପାଇଁ ଭଗବାନ ବିଷ୍ଣୁ ଅନେକ କଥା କହିଥିଲେ ଯାହା ଗରୁଡ ପୁରାଣରେ ବର୍ଣ୍ଣିତ ହୋଇଛି । ଗରୁଡ଼ ପୁରାଣର ଗୋଟିଏ ଶ୍ଳୋକରେ କୁହାଯାଇଛି ମହିଳା ମାନେ ଏହି ଦୁଇଟି କାମକୁ କରିଥିବାର ପୁରୁଷ ମାନେ ଦେଖିବା ଉଚିତ୍ ନୁହେଁ । ଯଦି ପୁରୁଷମାନେ ଏହା ଦେଖିବେ ତାହେଲେ ନର୍କରେ ତାଙ୍କୁ ବହୁତ କଷ୍ଟ ମିଳିଥାଏ ।

ମହିଳାମାନେ ସ୍ନାନ କରିବା ସମୟରେ-

ଗରୁଡ଼ ପୁରାଣ ଅନୁସାରେ ଯଦି କୌଣସି ମହିଳା ବିନା ବସ୍ତ୍ରରେ ଗଧୋଇଥାଏ । କୌଣସି ପୁରୁଷକୁ ଏହି ସ୍ଥିତିରେ ମହିଳାଙ୍କୁ ଦେଖିବା ଉଚିତ୍ ନୁହେଁ । ଯଦି କୌଣସି ପୁରୁଷ ଏହା ଦେଖିଥାଏ ବା ଏହି କାର୍ଯ୍ୟ କରିଥାଏ ସେ ପାପର ଭାଗୀଦାର ହୋଇଥାଏ । ଏହା କରିଲେ ଆପଣ କରିଥିବା ସବୁ ପୁଣ୍ୟ ମଧ୍ୟ ନଷ୍ଟ ହୋଇଯାଇଥାଏ । ଏହିଭଳି ପୁରୁଷଙ୍କୁ ନର୍କରେ କଠିନ ରୁ କଠିନ ଦଣ୍ଡ ମିଳିଥାଏ । ଏହାଦ୍ବାରା ଯଦି କୌଣସି ମହିଳା ନଦୀ, ପୋଖରୀ, ସ୍ନାନଘରରେ ଗାଧୋଇବା ବେଳେ ଲୁଚି କରି ତାଙ୍କୁ କୌଣସି ପୁରୁଷ ଦେଖିବା ଉଚିତ୍ ନୁହେଁ । ଦେଖାଯାଏ କି ସାର୍ବଜନୀନ ସ୍ଥାନରେ ଗାଧୋଉଥିବା ମହିଳାଙ୍କୁ ପୁରୁଷ ମାନେ ଦେଖିଥାନ୍ତି । ଏହା କରିବା ଆପଣଙ୍କ ପାଇଁ ଠିକ୍ ନୁହେଁ । ଭଗବାନ ଆପଣଙ୍କର ସବୁ କର୍ମକୁ ଲେଖିକରି ରଖୁଛନ୍ତି ।

ମହିଳାମାନେ ସ୍ତନ୍ୟପାନ କରାଉଥିବା ସମୟରେ-

ଗୋଟିଏ ଶିଶୁର ଭଲ ଶରୀର ପାଇଁ ତାକୁ ମାର କ୍ଷୀର ପିଇବା ଅନିବାର୍ଯ୍ୟ ଅଟେ । ତାଙ୍କର ସ୍ତନ୍ୟପାନ ହିଁ ମୂଳ ଆହାର ଅଟେ । ଶିଶୁକୁ ଯେତେବେଳେ ଭୋକ ଲାଗିଥାଏ ସେ କାନ୍ଦିଥାଏ । ଶିଶୁକୁ ଦିନରେ ଅନେକ ଥର ସ୍ତନ୍ୟପାନ କରାଇବାକୁ ପଡ଼ିଥାଏ । ଏମିତି ବି ହୁଏ ବେଳେ ବେଳେ ମହିଳା ମାନଙ୍କୁ ସାର୍ବଜନୀନ ସ୍ଥାନରେ ବା ଅନ୍ୟର ଘରେ ସ୍ତନ୍ୟପାନ କରିବାକୁ ପଡ଼ିଥାଏ । ଏହି ସ୍ଥିତିରେ ମହିଳାଙ୍କୁ ଖରାପ ନଜରରେ ଦେଖିବା ଉଚିତ୍ ନୁହେଁ ।

ଯେଉଁ ପୁରୁଷ ସ୍ତନ୍ୟପାନ କରୁଥିବା ମହିଳାଙ୍କୁ ଖରାପ ନଜରରେ ଦେଖିଥାଏ । ସେମାନଙ୍କୁ ନର୍କରେ ବହୁତ କଷ୍ଟ ମିଳିଥାଏ । ଗରୁଡ଼ ପୁରାଣ ଅନୁସାରେ ଯଦି କୌଣସି ପୁରୁଷ ଏହି ନିୟମ ଉଲ୍ଲଙ୍ଘନ କରିଥାଏ ତାହେଲେ ସେ ପାପର ଭାଗୀଦାର ହୋଇଥାଏ । ଏହାର ଖରାପ ପ୍ରଭାବ ତାକୁ ନର୍କରେ ମିଳିଥାଏ । ସେଥିପାଇଁ ଆପଣ ଯଦି ଏହି ଖରାପ ଭାବନାର ପୁରୁଷ ହୋଇଥାନ୍ତି ତାହେଲେ ଏହି ପ୍ରକୃତିକୁ ଆଜି ହିଁ ବଦଳାନ୍ତୁ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ଜୀବନ ଚର୍ଚ୍ଚାMore posts in ଜୀବନ ଚର୍ଚ୍ଚା »

Be First to Comment

Leave a Reply

Your email address will not be published.