Press "Enter" to skip to content

Weather Updates ମାଡ଼ି ଆସୁଛି ଆଉ ଏକ ଭୟଙ୍କର ବାତ୍ୟା ଏହି ଜିଲ୍ଲା କୁ Red Warning

ଏବେ ଏବେ ଓଡ଼ିଶାକୁ ମାଡ଼ି ଆସିଲା ଆଉ ଏକ ଭୟଙ୍କର ବାତ୍ୟା । ଯାହା ଆସନ୍ତା ୨୫ ତାରିଖରେ ଲ୍ୟାଣ୍ଡଫଲ କରିବ । ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ ରୁ ୨୦୦ କିଲୋମିଟର ରହିବ । ଏବଂ ବାତ୍ୟା ଯେଉଁ ଜାଗାରେ ଲ୍ୟାଣ୍ଡଫଲ କରିବ ସେସବୁ ଜିଲ୍ଲାକୁ ବର୍ଷା ପବନରେ ତାଣ୍ଡବ ରଚିବା ସହିତ କଚ୍ଚାଘର, ଗଛପତ୍ର ଆଦି ସବୁ ଚୁରମାର୍ କରିଦେବ । ଯାହା କେନ୍ଦ୍ର ତରଫରୁ ବର୍ତ୍ତମାନ ପାଇଁ ତାଜା ସୂଚନା ରହିଛି । କାହିଁକିନା ପୁଣି ଥରେ ତାନା ବାନ୍ଧିଲାଣି ଆଉ ଏକ ଲଘୁଚାପ ।

ପୁଣି ଥରେ ଶୀତର ପ୍ରକୋପ କମିବ ଏବଂ ଆସନ୍ତା ୨୩ ତାରିଖ ଠୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ଏବଂ ଆସନ୍ତା ୨୫ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଏହା ବାତ୍ୟାର ରୂପ ନେବ । ପରବର୍ତ୍ତୀ ସମୟରେ ଏହା ସନ୍ଧ୍ୟା ସୁଦ୍ଧା ଲ୍ୟାଣ୍ଡଫଲ୍ କରିବା ନେଇ ଯାହାକି ସୂଚନା ମିଳିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି କି ପୁଣି ଥରେ ବଙ୍ଗୋପସାଗରରେ ସୃଷ୍ଟି ହେଲାଣି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ପୁରା ଶୀତର ପ୍ରଭାବ କମିଯିବ ।

ଆସନ୍ତା ୨୩ ତାରିଖ ଠାରୁ ବର୍ଷା ହେବ ଏବଂ ୨୫ ତାରିଖର ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବ । ସୂଚନା ମୁତାବକ ଆସନ୍ତା ୨୨ ତାରିଖ ସୁଦ୍ଧା କେନ୍ଦ୍ର ତରଫରୁ ବାତ୍ୟା ହେବ କି ନାହିଁ ତା ଉପରେ ସ୍ପଷ୍ଟୀକରଣ ଦିଆଯିବ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ବାତ୍ୟା ହେବ କି ନାହିଁ ତାହାର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ । ଆସନ୍ତା ୨୩ ତାରିଖରୁ ରାଜ୍ୟରେ ଝିପିଝିପି ବର୍ଷା ହେବ । ୨୫ ତାରିଖରେ ବାତ୍ୟା ଯୋଗୁଁ ରାଜ୍ୟରେ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from Weather updateMore posts in Weather update »

Be First to Comment

Leave a Reply

Your email address will not be published.