Press "Enter" to skip to content

Shocking News ନାବାଳକ ପ୍ରେମରେ ପଡ଼ିଲେ ଦୁଇ ସନ୍ତାନର ମା… ଫେରାର ସମୟରେ ଧରା ପଡ଼ିବାରୁ ହେଲା ଏପରି ଅବସ୍ଥା

ନାବାଳକ ପ୍ରେମରେ ଉବୁଟୁବୁ ହେଲେ ବାପ ଘରକୁ ଯିବାକୁ କହି ସ୍ବାମୀଙ୍କୁ ୩୦୦ ଟଙ୍କା ମାଗିଲେ । ଆଉ ତାପରେ ନିଜ ନାବାଳକ ପ୍ରେମିକ ସହ ଚମ୍ପଟ୍ ମାରିଲେ ମହିଳା । ଏମିତି ଏକ ଲଜ୍ୟାଜନଜ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର କରୋଚିଆ କଚେରୀ ଗ୍ରାମରେ । ଜଣେ ୩୫ ବର୍ଷୀୟା ମହିଳା ନିଜ ପ୍ରେମିକ ସହ ଫେରାର ଥିବାରୁ ସ୍ବାମୀଙ୍କ ହାତରେ ଧରା ପଡ଼ିଥିଲେ । ତାଙ୍କୁ ତାଙ୍କ ସ୍ବାମୀ ଯେତେ ବୁଝାଇଥିଲେ ସୁଦ୍ଧା ସେ ତାଙ୍କ ପ୍ରେମିକକୁ ଛାଡ଼ି ଯିବାକୁ ସିଧା ସିଧା ମନା କରିଦେଇଥିଲେ । ଅର୍ଥାତ୍ ମହିଳାଙ୍କୁ ସେଠାରେ ଥିବା ଅନ୍ୟ କେତେକ ମହିଳା ଆସି ବୁଝାସୁଝା କରିଥିଲା ବେଳେ ମହିଳା ତାଙ୍କୁ ମଧ୍ୟ ଛେଚି ଥିଲେ ।

ଅଭିଯୋଗ ଅନୁସାରେ ଧଳାବାଣୀ ପଞ୍ଚାୟତର ଜଣେ ବିବାହିତ ମହିଳା ବଡଦେଉଳି ଗାଁର ଜଣେ ନାବାଳକକୁ ପ୍ରେମ କରୁଥିଲେ । ତେବେ ସେ ତାଙ୍କ ସ୍ବାମୀଙ୍କୁ ବାପଘରକୁ ଯିବାକୁ କେହି ପଇସା ମାଗିଲେ ଆଉ ଏହାପରେ ସେ ବାପଘରକୁ ନଯାଇ ନାବାଳକ ପ୍ରେମିକ ସହ ଚମ୍ପଟ୍ ମାରିଲେ । ପରେ ସ୍ବାମୀ ତାଙ୍କ ଶଶୁରଙ୍କୁ ଫୋନ କରିବାରୁ ମହିଳା ଜଣକ ସେଠାରେ ପହଞ୍ଚି ନଥିବା ତାଙ୍କ ଶଶୁର ତାଙ୍କୁ କହିଥିଲେ ।

ଏହାପରେ ମହିଳାଙ୍କ ସ୍ଵାମୀ ବ୍ୟସ୍ତ ହେବା ସହ କୌଣସି ସୂତ୍ରରୁ ଖବର ପାଇଥିଲେ ଯେ ତାଙ୍କ ସ୍ତ୍ରୀ ବଡଦେଉଳି ଗ୍ରାମର ଜଣେ ନାବାଳକକୁ ଧରି ଫେରାର ହୋଇଛି । ଆଉ ସାହାପଡ଼ାରେ ଲୁଚି ରହିଛି । ଉଭୟ ନାବାଳକଙ୍କ ପରିବାର ଏବଂ ମହିଳାଙ୍କ ସ୍ବାମୀ ସେଠାରୁ ବୁଝାସୁଝା କରି ଥାନାକୁ ଆଣିଥିଲେ ।

କଚେରୀ ପରିସରରେ ପହଞ୍ଚିବା ପରେ ମଧ୍ୟ ମହିଳା ଜଣକ ନାବାଳକକୁ ଛାଡ଼ୁ ନଥିଲେ । ଯାହାକୁ ଦେଖି ଉଭୟ ପକ୍ଷ ମହିଳାଙ୍କୁ ଥାନାକୁ ଯିବାକୁ କହିବା ସତ୍ତ୍ବେ ସେ ନଛାଡ଼ିବାରୁ ଉଭୟ ପକ୍ଷର ମହିଳାମାନେ ବଳପୂର୍ବକ ମହିଳାଙ୍କ ଠାରୁ ନାବାଳକକୁ ଅଲଗା କଲେ । ସେପଟେ ଏହି ଘଟଣା ପରେ ମହିଳାଙ୍କ ସ୍ଵାମୀ ତାଙ୍କୁ ଗ୍ରହଣ କରିବାକୁ ନାରାଜ ଥିବା ବେଳେ ନାବାଳକକୁ ବୁଝାସୁଝା କରି ଘରକୁ ନେଉଛନ୍ତି ତାଙ୍କ ପରିବାର ଲୋକେ ।

ଅନ୍ୟପଟେ ମହିଳାଙ୍କ ଦୁଇଟି ସନ୍ତାନ ଅଛନ୍ତି । ତାଙ୍କ ସ୍ଵାମୀ ତାଙ୍କୁ ରଖିବାକୁ ମନା କରୁଛନ୍ତି । ସେ କହିଛନ୍ତି ମୁଁ ତାଠାରୁ ଅଲଗା ହେବାର ଲେଖାପଢ଼ା ରଖିଲେ ମୋର ଚିନ୍ତା ଯିବ । ସେ ଯୁଆଡେ ଯିବା କଥା ଯାଉ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.