ଆପଣଙ୍କୁ ପିରିୟଡ଼ ସମୟରେ କ୍ଲିନ୍ ରହିବାକୁ ପଡିବ । ପ୍ରତି ୪ ରୁ ୬ ଘଣ୍ଟା ମଧ୍ୟରେ ପ୍ୟାଡ ଚେଞ୍ଜ କରିବା ଉଚିତ୍ । ଆଉ ଯଦି ଆପଣଙ୍କର ହେଭି ବ୍ଲିଡ଼ିଂ ହେଉଛି ଆପଣ ପ୍ୟାଡ଼ ଚେଞ୍ଜ କରୁନାହାଁନ୍ତି ତାହେଲେ ରାସାସ ହେବାର ଚାନ୍ସ ଅଛି । ମଳ ଦ୍ଵାର ଠାରୁ ଜାଇନା ପର୍ଯ୍ୟନ୍ତ ସଫା କରିବା କଥା । ପିରିୟଡ଼ ସମୟରେ ସାବୁନ କି ଅନ୍ୟ ଜିନିଷ ବ୍ୟବହାର କରିବା କଥା ନୁହେଁ । ଆଗରୁ ମାନନା ଥିଲା କି ପିରିୟଡ଼ ସମୟରେ ରୋଷେଇ ଘର ଛୁଇଁ ବେନି । ଏହି ଅନ୍ଧ ବିଶ୍ୱାସ ମାନିବା କଥା ନୁହେଁ । ପୁଅ ପିଲା ଏହି ବିଷୟରେ ନିହାତି ଜାଣିବା କଥା । କାରଣ ଆପଣ ଏହି ବିଷୟରେ ଜାଣିଲେ ଆପଣଙ୍କର ପାର୍ଟନରକୁ ସାହାଯ୍ୟ କରିବେ ।
ମେନୋପୋଜ କଣ?
ମେନୋପୋଜ ହେଉଛି ଆପଣଙ୍କର ବାର ମାସ ଯାଏ ଆପଣଙ୍କର ପିରିୟଡ଼ ହୋଇନାହିଁ । ମେନୋପୋଜର ୮,୧୦ ବର୍ଷ ପୂର୍ବରୁ ପେରି ମେନୋପୋଜ ସିମଟମ ଦେଖାଯାଏ ।
ପେରି ମନୋପୋଜର ଲକ୍ଷଣ-
ଜଏଣ୍ଟ ପେନ୍ ହେବ, ସ୍କିନ୍ ଶୁଷ୍କ ହେବ, ସହବାସ ବେଳେ କଷ୍ଟ ଅନୁଭବ କରିବା, ପରିସ୍ରା ବାରମ୍ବାର ହେବା କିମ୍ବା ବାରମ୍ବାର ୟୁରିନ ଇନଫେକ୍ସନ ହେବା, ମୁଡ଼ରେ ବାରମ୍ବାର ପରିବର୍ତ୍ତନ ଘଟିବା, ପ୍ରବଳ ଗରମ ହୋଇ ଝାଳ ବୋହିବା ଏବଂ ସଙ୍ଗେ ସଙ୍ଗେ ଥଣ୍ଡା ଲାଗିବା, ଅଣନିଃଶ୍ୱାସୀ ଲାଗିବା, ଛାତି ଧଡ଼ ଧଡ ହେବା ।
ଭାରତରେ ୪୭ ବର୍ଷ ବୟସରେ ମେନୋପୋଜ ହୋଇଥାଏ ଆଉ ୫୦ ବର୍ଷ ବୟସରେ ପେରି ମନୋପୋଜ ହୋଇଥାଏ ।
କେମିତି ନେବେ ଯତ୍ନ-
୧) ରେଗୁଲାର ଆକ୍ଟିଭିଟି ଜାରି ରଖିବେ ।
୨) ଅଯଥା ବ୍ୟସ୍ତ ହୁଅନ୍ତୁ ନାହିଁ ।
୩) ଅଳ୍ପ ଅଳ୍ପ କରି ଖାଆନ୍ତୁ ।
୪) ପେଟ ଖାଲି ରଖନ୍ତୁ ନାହିଁ ।
୫) ଅବିବାହିତ ଝିଅ ଅଧିକ ଚିନ୍ତା ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।
ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment