Press "Enter" to skip to content

Bhubaneswar ରାଜଧାନୀ ରାଜରାସ୍ତାରେ ଘଟିଛି ହାଇଡ୍ରାମା ।।

ଆଜିକାଲି ଦୁନିଆରେ ବହୁତ କମ୍ ଲୋକ ରାସ୍ତାର ନିୟମ ମାନୁଛନ୍ତି । କିନ୍ତୁ ଆଉ କିଛି ଲୋକ ରାସ୍ତାରେ ଗାଡ଼ି ଚଲାଇଲା ବେଳେ କିଛି ବି ନିୟମ ମାନୁ ନାହାଁନ୍ତି । ଯେଉଁଥିପାଇଁ ବହୁତ ଦୁର୍ଘଟଣା ହେଉଛି । ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ଵରରେ ।ରାଜଧାନୀ ରାଜରାସ୍ତାରେ ଘଟିଛି ହାଇଡ୍ରାମା । ଗାଡ଼ି ପିଟି ହୋଇଗଲା ବୋଲି ଯୁବକଙ୍କ ଉପରେ ବର୍ଷିଲେ ଯୁବତୀ । ଘଟଣାଟି ଘଟିଥିଲା ନାଲକୋ ଛକ ଟ୍ରାଫିକରେ । ଦୁର୍ଘଟଣା ହେବାରୁ ଯୁବକଙ୍କୁ ମନ ଇଚ୍ଛା ପିଟିଲେ ଯୁବତୀ ।

ବିଚ୍ ରାସ୍ତାରେ ଯୁବକଙ୍କୁ ଯୁବତୀ ଜଣକ ଦେଲେ ଗାଳି । ମିଡ଼ିଆ ଆଗରେ ଝିଅଟି କହିଛି, ହଳଦିଆ ରଙ୍ଗର ଲାଇଟ୍ ଦେଲା ମାତ୍ରକେ ଆମେ ଆସୁଥିଲେ ରହିଯିବା କଥା । ସେ ଯୁବକ ଜଣକ ନ ରହିକି ଓଭର କ୍ରସ କରିଦେଲେ । ଗାଡ଼ି ଅଧାରେ ସେ ରଖିଲେ ତଥାବି ମୁଁ ସ୍ଲୋ କରିଲି । ଗାଡ଼ି ଟାକୁ ମୁଁ ନେବି ନା ପଛ ପଟୁ ସେ ବାଡେଇ ଦେବେ । ଗାଡ଼ି ରଖିଲେ ପଛ ପଟୁ ବାଡେଇ ଦେଉଛନ୍ତି । କହୁଛନ୍ତି କଣ ନା ମୁଁ ଝିଅଟେ ହୋଇ ହାତ ଉଠେଇ ଦେଲି ।

ତୋ ପାଇଁ ପାଞ୍ଚ ଜଣ ଲୋକ ପିଟି ହୋଇ ମରିଥାନ୍ତେ । ଜଣକ ପାଇଁ ପାଞ୍ଚ ଜଣଙ୍କର ଭୁଲ । ଭାବୁଛନ୍ତି ବାପା ଜାଗା ଏଇଟା । ତାକୁ ଉଚିତ୍ ଶାସ୍ତି ମିଳିବା ଦରକାର । ବାପାଙ୍କର ସମ୍ପତ୍ତି ଖାଇକି ବାପାଙ୍କ ନାଁ ରେ ଗାଡ଼ି ଅଛି ତ ସେଥିପାଇଁ ଏମିତି ହଉଛି । ଗାଡ଼ିଟାକୁ ମାଲ ଗାଡ଼ି ଭଳି କରିକି ଚଲଉଛି । ବେକରେ ଟାୟାର, ହେଲମେଟ ନାହିଁ । କହିଲା କଣ ନା ମୋର ଭୁଲ ମୁଁ ହାତ ଉଠେଇ ଦେଲି । ତା ପାଇଁ ମରିଥାନ୍ତେ ପାଞ୍ଚ ଜଣ କହିଲା କଣ ନା ହାତ ଉଠେଇଦେଲି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.