Press "Enter" to skip to content

Puspa filmରେ ହେଇଥିବା ଏହି ୪୫ ଟି ଭୁଲ ସେଗୁଡିକ ଗୁଡ଼ିକ କଣ କଣ ?

ପୁଷ୍ପା ଫିଲ୍ମ ସୁଟିଂ ସମୟରେ ଅନେକ ଭୁଲ୍ ହୋଇଛି । ସେଗୁଡିକ ହେଉଛି ପୁଷ୍ପା ଫିଲ୍ମରେ ପୋଲିସ ଯେତେବେଳେ ପୁଷ୍ପା ଭାଇ ଗାଡ଼ିର ରୁମାଲକୁ ଟାଣିଲା ସେତେବେଳେ ଲାଗୁଥିଲା କି ସେହି ବାମ ପଟେ କିଏ ଜଣେ ବସିଛି । କିନ୍ତୁ ପୁଷ୍ପା ଭାଇ ଡାହାଣ ପଟୁ ବାହାରିଲେ । ସେହି ଜଙ୍ଗଲରେ ସବୁ ଗାଡ଼ିର ଲାଇଟ୍ ଧଳା କିନ୍ତୁ ପୁଷ୍ପା ଭାଇ ଉପରେ ଲାଲ୍ ରଙ୍ଗର ଲାଇଟ୍ କଉଠୁ ଆସିଲା । ଆଉ ଫାଇଟିଂ ସିନରେ ବାଇକ୍ ନଥିଲା କିନ୍ତୁ ପରବର୍ତ୍ତୀ ସିନରେ ଗୁଣ୍ଡାକୁ ପୁଷ୍ପା ଭାଇ ମାରି କରି ସେହି ବାଇକ୍ ଉପରେ ପକଉଛନ୍ତି । ଏହି ବାଇକ୍ କଉଠୁ ଆସିଲା ।

ଯେତେବେଳେ ପୁଷ୍ପା ଭାଇ ପୋଲିସ ମାନଙ୍କୁ ମାରୁଥିଲେ ସେତେବେଳେ ସେ ବନ୍ଧୁକ ଦେଖେଇବାର ଥିଲା କିନ୍ତୁ ତାପରେ ପୋଲିସ ବନ୍ଧୁକ ଆଣି ପୁଷ୍ପା ଭାଇକୁ ଡରଉଛି । ଆଗରୁ ଆଣିଥିଲେ ଏତେ ମାଡ଼ ହୋଇନଥାନ୍ତା । ଆଉ ଗୋଟେ ସିନରେ ପୁଷ୍ପା ଭାଇ ଯେତେବେଳେ ୧ ଲକ୍ଷ କହିଲେ ସେତେବେଳେ ଗାଡ଼ିର ବ୍ରେକ ମରା ହୋଇଥିଲା କିନ୍ତୁ ଗାଡ଼ି ଚାଲୁଥିଲା । ଆଉ ଯେତେବେଳେ ପୁଷ୍ପାକୁ ପଇସା ଦିଆ ହେଲା ତା ପଇସା ଦେଖାଯାଉଥିଲା କିନ୍ତୁ ତାର ପରବର୍ତ୍ତୀ ସିନରେ ପଇସା ଆଉ ଦେଖା ଯାଉ ନାହିଁ । ସବୁ ଦୋକାନରେ ଲାଇଟ୍ ଲାଗିଥିଲା ରାତି ହୋଇ ଯାଇଥିଲା ବୋଧେ କିନ୍ତୁ ତା ପର ସିନରେ ସକାଳ ହୋଇଗଲା ।

ତା ପର ସିନରେ ବର୍ଷା । ଏମିତି କେମିତି ସମ୍ଭବ ହେଲା । ଫିଲ୍ମରେ ପୁଷ୍ପା ଭାଇ ଜିପରେ ଚଢିଲେ କିନ୍ତୁ ବାହାରିଲା ବେକକୁ ବସରୁ ବାହାରିଲେ । ଯେତେବେଳେ ସେମାନେ ଗଛ ଡ଼ାଳ ସବୁ ଉପରକୁ ଫିଙ୍ଗିଥିଲେ ସେତେବେଳେ ତାଙ୍କ ପାଟିରେ କିଛି ନଥିଲା ତାପର ସିନରେ ଗୋଟିଏ ରଶି କେଉଁଠୁ ଆସିଲା । ଟ୍ରକ ଜମ୍ପ କରୁଥିବାର ଫିଲ୍ମରେ ଅଛି କିନ୍ତୁ କେମିତି ଏହା ସମ୍ଭବ । ପୋଲିସ ପୁଷ୍ପା ସାମ୍ନାରେ ଥିଲେ ୧ ସେକେଣ୍ଡର ଦୂରରେ କିନ୍ତୁ ତା ପର ସିନରେ ପୁଷ୍ପା ପୋଲିସ ମାନଙ୍କ ଆଗରେ ଛିଡା ହୋଇଛି । ଜଣା ନାହିଁ କେମିତି? ପୁଣି ଗାଡ଼ି କୂଅରେ ପକାଇ ଦେଇକରି ।

ଆଉ ସ୍କୁଲରେ ପୁଷ୍ପା ନାଁ ଦେଖା ଯାଉଥିଲା ବୋଲି କେମିତି ଜାଣିଲେ ଯେ ସେ ହଠାତ୍ ପହଞ୍ଚିଗଲେ । ପୁଷ୍ପାର ବାହାଘରରେ ବି ସେ ଆସିକି ପହଁଚିଗଲା । ଯେଉଁଠି ପୁଷ୍ପା ନାଁ ଲେଖା ହେବ ସେଇଠି ସେ ବ୍ୟକ୍ତି ଆସିକି ପହଞ୍ଚି ଯିବ । ପୋଲିସ ଷ୍ଟେସନ ସାମ୍ନାରେ ତ ଥିଲା କିନ୍ତୁ ପୁଷ୍ପାକୁ ବାଇକରେ ବସେଇ ଆଣୁଥିଲେ କାହିଁକି? ଯେତେବେଳେ ବମ୍ ଫୁଟିଲା ଲୋକଟି ପଡିଲା ତାର ବାହୁ ଥିଲା କିନ୍ତୁ ଯେତେବେଳେ ତଳେ ପଡ଼ିଲା ତାର ହାତ ନଥିଲା । ଏମିତି କେମିତି ହେଲା?

ପୋଲିସ ସାମ୍ନାରେ ପୁଷ୍ପା ଭାଇକୁ ମାଲ ବିଷୟରେ ପଚାରୁଛନ୍ତି । ପୁଷ୍ପା ଭାଇ ଆସିକା ବେଳେ ରିକ୍ସା ନଥିଲା କିନ୍ତୁ ତା ପର ସିନରେ ଗୋଟିଏ ଗାଡ଼ି ଗଲା ପରେ ରିକ୍ସା ଛିଡ଼ା ହେଇଛି । ରିକ୍ସା କଉଠୁ ଆସିଲା? ଯେତେବେଳେ ପୁଷ୍ପା ଭାଇ ନୂଆ ଗାଡି ନେଇକି ଆସିଲେ ତା ସାମ୍ନାରେ ଗୋଟିଏ ସାଇକେଲ ସହ ଲୋକ ଥିଲା କିନ୍ତୁ ତା ପର ସିନରେ ସେ ସାଇକେଲ ଆଉ ବ୍ୟକ୍ତି ନଥିଲେ । ସିନରେ ବହୁତ ଜିନିଷ ସଙ୍ଗେ ସଙ୍ଗେ ଉଭେଇ ଯାଉଥିଲା ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.