Press "Enter" to skip to content

Shocking Video ନାବାଳକ ଯୁବକକୁ ଜବରଦସ୍ତି ବିବାହ କଲେ ଯୁବତୀ, ତା’ପରେ ଘଟିଲା ଏଭଳି ଘଟଣା

ଦେଶରେ ନାବାଳିକା ଓ ମହିଳାମାନଙ୍କ ଉପରେ ବଢୁଥିବା ନି-ର୍ଯା-ତ-ନା ଏବଂ ଅପରାଧ ମୁଣ୍ଡ ବିନ୍ଧାର କାରଣ ସାଜିଛି। କିନ୍ତୁ ସମୟର ପରିବର୍ତ୍ତନ ସହିତ ଅପରାଧର କୌଶଳ ମଧ୍ୟ ବଦଳିଯାଇଛି। ଚେନ୍ନାଇ ଠାରେ ଏକ ନାବାଳକକୁ ଜଣେ ୧୯ ବର୍ଷୀୟା ଯୁବତୀ ଯୌ-ନ ନି-ର୍ଯା-ତନା ଦେଇଥିବା ଭଳି ଏକ ଜଘନ୍ୟ ମାମଲା ସାମ୍ନାକୁ ଆସିଛି। ପୋଲିସ୍ ପାଖରେ ହୋଇଥିବା ଅଭିଯୋଗ ଅନୁଯାୟୀ ଯୁବତୀଜଣକ ଜଣେ ୧୭ ବର୍ଷୀୟ ନାବାଳକକୁ ନେଇ ଫେରାର ହେବାସହ ଜୋରଜବରଦସ୍ତ ବିବାହ କରିଥିଲା।

ମିଳିଥିବା ସୂଚନା ଅନୁଯାୟୀ ଉଭୟ ପୋଲଚିର ଏକ ପେଟ୍ରୋଲ ପମ୍ପରେ କାମ କରୁଥିଲେ। ସେମାନଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ସମ୍ପର୍କ ରହିଥିବାବେଳେ ଉଭୟ ଗତ ଗୁରୁବାର ଦିନ ବିବାହ କରିଥିଲେ। ସେମାନେ କୋଏମ୍ବଟୁରରେ ଘର ଭଡ଼ା ନେଇ ରହୁଥିବା ଖବର ପାଇବାପରେ ନାବାଳକ ପୁଅର ମା ଏନେଇ ଥାନାରେ ଅଭିଯୋଗ କରିଥିଲେ।

ତାଙ୍କ ଏତଲାକୁ ଆଧାର କରି ପୋଲିସ୍ ଯୁବତୀଙ୍କ ବିରୋଧରେ ପୋସ୍କୋ ଆକ୍ଟ ଏବଂ ଯୌ-ନ ନି-ର୍ଯା-ତ-ନା ଦେବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ମାମଲାର ତଦନ୍ତ ଜାରି ରହିଛି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.