Press "Enter" to skip to content

ଏହିଭଳି ଭାବେ ହୋଇଥିଲା Mihir Dasଙ୍କ ପତ୍ନୀ Sangeeta Dasଙ୍କ ମୃ-ତ୍ୟୁ

ପରଲୋକରେ ଓଲିଉଡ଼ ଜଗତର ବିଶିଷ୍ଟ ଅଭିନେତା ମିହିର ଦାସ। କିଛି ଦିନ ତଳେ କିଡନୀ ରୋଗରେ ଆକ୍ରାନ୍ତ ହୋଇ କଟକ ସ୍ଥିତ ଅଶ୍ଵିନୀ ହସ୍ପିଟାଲରେ ଚିକିତ୍ସିତ ହେବାପରେ ଜାନୁଆରୀ ୧୧ ତାରିଖ ଦିନ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଏହି ଅଚାନକ ମୃ-ତ୍ୟୁରେ ସାରା ଓଡ଼ିଶା ଦୁଃଖରେ ମ୍ରିୟମାଣ ହୋଇପଡ଼ିଛି। ଓଡ଼ିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ସମସ୍ତ ବରିଷ୍ଠ ତଥା ବିଶିଷ୍ଟ କଳାକାରମାନେ ତାଙ୍କ ଘରକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ତାଙ୍କ ସହ ବିତାଇଥିବା ମୁହୂର୍ତ୍ତକୁ ମନେପକାଇ କାନ୍ଦି ପକାଇଥିଲେ।

ତେବେ ବର୍ତମାନ ମିହିରଙ୍କ ପରିବାରରେ ଦୁଇ ପୁଅ ଏବଂ ବୋହୂ ଅଛନ୍ତି। ବହୁ ପୂର୍ବରୁ ମିହିର ଦାସଙ୍କ ପତ୍ନୀଙ୍କ ମୃ-ତ୍ୟୁ ହୋଇଯାଇଥିଲା। ତାଙ୍କ ପତ୍ନୀଙ୍କ ନାମ ଥିଲା ସଙ୍ଗୀତା ଦାସ। ସଙ୍ଗୀତା ମଧ୍ୟ ଜଣେ କଳାକାର ଥିଲେ। ଅଭିନେତ୍ରୀ ସହ ସେ ଜଣେ ଗୀତିକାର ମଧ୍ୟ ଥିଲେ। ସୁଟିଂ ସେଟରୁ ମିହିର ଓ ସଙ୍ଗୀତା ଉଭୟଙ୍କୁ ଭଲ ପାଇଥିଲେ ଏବଂ ୧୯୯୦ ମସିହାରେ ବିବାହ କରିଥିଲେ। ଦୁର୍ଭାଗ୍ୟବଶତଃ ୨୦୧୦ ମସିହାରେ ସଙ୍ଗୀତାଙ୍କର ମୃ-ତ୍ୟୁ ଘଟିଥିଲା। ହାର୍ଟ ଚୋକ୍ କରିବାରୁ ସଙ୍ଗୀତାଙ୍କ ମୃ-ତ୍ୟୁ ହୋଇଥିଲା।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *