Press "Enter" to skip to content

Chanakyaniti ଚାଣକ୍ୟଙ୍କ ଅନୁସାରେ ଏଭଳି ଗୁଣ ଥିବା ମହିଳାଙ୍କୁ କରନ୍ତୁ ନାହିଁ ବିବାହ, ହୋଇପାରେ ସର୍ବନାଶ

ହିନ୍ଦୁ ଧର୍ମରେ ବିବାହକୁ ବହୁତ ପବିତ୍ର ସମ୍ପର୍କ ଭାବେ ଗ୍ରହଣ କରାଯାଏ। ବିବାହ ଦୁଇ ପୁରୁଷ ଓ ନାରୀଙ୍କ ମଧ୍ୟରେ ସୁଖଦ ମିଳନ ହୋଇଥାଏ। ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି ଯେ ପୁରୁଷଙ୍କୁ କେଉଁଭଳି ମହିଳାଙ୍କୁ ବିବାହ କରିବା ଉଚିତ୍ ନୁହେଁ। ନଚେତ୍ ଭବିଷ୍ୟତରେ ତାଙ୍କୁ ବିପଦର ସମ୍ମୁଖୀନ ହେବାକୁ ପଡିପାରେ। ବହୁ ପୁରୁଷ ମହିଳାଙ୍କ ସୁନ୍ଦରତା ଦେଖି ତାଙ୍କୁ ପସନ୍ଦ କରନ୍ତି, କିନ୍ତୁ ଜରୁରୀ ନୁହେଁ କି ଯିଏ ବାହାରୁ ସୁନ୍ଦର ସେ ଭିତରୁ ମଧ୍ୟ ସୁନ୍ଦର ହୋଇଥିବ।

ତେଣୁ ଜୀବନସାଥି ବାଛିବା ସମୟରେ ମନର ସୁନ୍ଦରତା ମଧ୍ୟ ଦେଖିବା ଆବଶ୍ୟକ। ସଂସ୍କାରୀ ମହିଳାଙ୍କୁ ହିଁ ବିବାହ କରିବା ଉଚିତ୍। ଧାର୍ମିକ ଓ ସଂସ୍କାରୀ ସ୍ତ୍ରୀ ହିଁ ପରିବାରକୁ ବାନ୍ଧି ରଖିଥାଏ। କଠିନ ସମୟରେ ସମର୍ଥନ କରିଥାଏ। ଅଧାର୍ମିକ ମହିଳାମାନେ ସଂସ୍କୃତି ପରମ୍ପରାର ପାଳନ କରିନଥାନ୍ତି ଏବଂ ଘରେ କଳହ ସୃଷ୍ଟି କରିଥାନ୍ତି। ଏହାବ୍ୟତୀତ ଧନ ସଂପତ୍ତି ପ୍ରତି ଲୋଭୀ ମହିଳାଙ୍କୁ ବିବାହ କରିବା ଉଚିତ୍ ନୁହେଁ। କିଛି ମହିଳା ସବୁବେଳେ ନକାରାତ୍ମକ ଚିନ୍ତାଧାରା ଓ ଅସନ୍ତୁଷ୍ଟ ରହିଥାନ୍ତି।

ସେମାନେ ନିଜ ସହିତ ଆପଣଙ୍କ ମନୋବଳ ଭାଙ୍ଗିଦିଅନ୍ତି। ଏଭଳି ମହିଳାଙ୍କୁ ବିବାହ କରିବା ମଧ୍ୟ ଅନୁଚିତ୍। ଏଭଳି ସ୍ତ୍ରୀଙ୍କୁ ବିବାହ କରିବା ଉଚିତ୍ ଯିଏ ସକାରାତ୍ମକ ଚିନ୍ତାଧାରା ରଖୁଥିବେ ଏବଂ ଖରାପ୍ ସମୟରେ ମା-ନ-ସି-କ ସହାୟତା କରୁଥିବେ।ଏହାଛଡା ଘର କଥା, ସ୍ୱାମୀର ଆୟ, ଘର ଝଗଡ଼ା ଓ ଗୋପନୀୟତାକୁ ବାହାରେ ପ୍ରକାଶ କରୁଥିବା ମହିଳାଙ୍କୁ ମଧ୍ୟ ବିବାହ କରିବା ଉଚିତ୍ ନୁହେଁ। କାରଣ ଏହାଦ୍ବାରା ପରିବାରର ଅପମାନ ହେବାସହ ବାହାର ଲୋକେ ପରିବାରର କ୍ଷତି କରିବାକୁ ଚେଷ୍ଟା କରିଥାନ୍ତି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ଜୀବନ ଚର୍ଚ୍ଚାMore posts in ଜୀବନ ଚର୍ଚ୍ଚା »

Be First to Comment

Leave a Reply

Your email address will not be published. Required fields are marked *