Press "Enter" to skip to content

Mihir Dasଙ୍କ ମୃ-ତ୍ୟୁ ପରେ Amlan କାନ୍ଦି କାନ୍ଦି କହିଲେ ଏହି କଥା ଦେଖନ୍ତୁ video

ଧୀରେ ଧୀରେ କରୋନାର ପ୍ରଭାବ ବହୁତ ମାତ୍ରାରେ ବଢିବାକୁ ଲାଗୁଛି । ଏହା ସାରା ବିଶ୍ୱରେ ପୁଣି ଥରେ କାୟା ବିସ୍ତାର କରିବାକୁ ଆରମ୍ଭ କଲାଣି । ତେଣୁ ସମସ୍ତଙ୍କୁ ସୁରକ୍ଷା ରହିବାକୁ ଓଲିଉଡ ଜଗତର ସିନେ ଅଭିନେତା ଅମ୍ଳାନ ଦାସ ଏକ ଭିଡ଼ିଓରେ କିଛି କହିଛନ୍ତି । କିଛି ବାର୍ତ୍ତା ସେ ସାଧାରଣ ଜନତାଙ୍କୁ ଦେଇଛନ୍ତି । ସେ କହିଛନ୍ତି, ବୁଝି ପାରୁଛି ସମସ୍ତଙ୍କ କଷ୍ଟ ମୁଁ ଭଲଭାବରେ ବୁଝି ପାରୁଛି । କାରଣ ମୋ ଉପରେ ବି ବିତୁଛି ସେ ସବୁ ଜିନିଷ । କିନ୍ତୁ କଥାଟା ଆଜ୍ଞା ଏମିତି କିଛି ଦିନ ସହିବାକୁ ପଡ଼ିବ ।

ଆଉ ଆମେ ଭାଇ କଟକି ଲୋକ ଘର ବାହାରକୁ ଟିକେ ନଗଲେ ଭଲ ଲାଗିବନି । ନିଜ ଘରଠାରୁ ବା କଟକରେ ଟିକେ ବୁଲି ନ ଆସିଲେ ଭଲ ଲାଗିବନି । ସାଙ୍ଗସାଥୀମାନଙ୍କ ସହିତ ଟିକେ କଥା ନ ହେଲେ ଭଲ ଲାଗିବନି । ମୋ ସହିତ ବି ସେସବୁ ବିତୁଛି ମୋତେ ଭଲ ଲାଗୁନି । କିନ୍ତୁ କଣ କରିବା । ମୋବାଇଲର ସାହାଯ୍ୟ ନେଇପାରିବେ । ପ୍ରାଇମ ଭିଡିଓ, ନେଟଫ୍ଲିକ୍ସ ଅଛି, ହଷ୍ଟଷ୍ଟାର ଅଛି, ଯେତେବେଳେ ବି ବୋର୍ ଲାଗିଲା କିଛି ଗୋଟେ ଅନ କରି ଲଗାଇ ଦେଖନ୍ତୁ ଆଉ ଏଣ୍ଟରଟେନ୍ ହେଇ ରୁହନ୍ତୁ ।

ଜମା ବୋର୍ ହେବେନି । କିଛି ଦିନର କଥା, ବାସ୍ ଯେମିତି ଅଛନ୍ତି ସେମିତି ଥାଆନ୍ତୁ ଘର ବାହାରକୁ ବହାରନ୍ତୁ ନାହିଁ । ଆପଣଙ୍କ ସେଫ୍ଟି ପାଇଁ ଆପଣଙ୍କ ପରିବାରର ସେଫ୍ଟି ପାଇଁ ହାତ ରେଗୁଲାରଲି ସନିଟାଇଜ ରଖନ୍ତୁ । ହାତ ଧୁଅନ୍ତୁ । ନିଜକୁ କ୍ଲିନ୍ ରଖନ୍ତୁ । ଘରକୁ କ୍ଲିନ୍ ରଖନ୍ତୁ । ଆଉ ସବୁଠାରୁ ମୁଖ୍ୟ ଆମ ସମସ୍ତଙ୍କୁ ମିଶିକି କରୋନା ସହ ଫାଇଟ୍ କରିବାର ଅଛି । ବହୁତ ଜଲଦି ସବୁକିଛି ଠିକ୍ ହୋଇଯିବ । ଆଉ ମୋର ପ୍ରୋମିଜ୍ ଦେଖାହେବା ବହୁତ ଜଲଦି । କରୋନା ଫ୍ରି ଦୁନିଆରେ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.