Press "Enter" to skip to content

General Knowledge 99% ଲୋକ ଜାଣି ନାହାନ୍ତି ଏହାର ଉତ୍ତର ।।

ଆସିଛି କିଛି G K questions।। Odia ଢ଼ଗ ଢ଼ମାଳି ।। ଆସନ୍ତୁ ଜାଣିବା ଏହି Question ଆଉ Answer ।।

୧) ସ୍ୱର୍ଗକୁ ନିଶୁଣି ନାହିଁ । ବଡ଼ ଲୋକଙ୍କୁ_ ନାହିଁ ।
A) ଉତ୍ତର B) ଜବାବ
C) ଉପଦେଶ D) କଥା
ଉତ୍ତର- A) ଉତ୍ତର

୨) ଘର ଢିଙ୍କି__?
A) କୁମ୍ଭୀର B) ସାପ
C) କୁକୁର D) ବେଙ୍ଗ
ଉତ୍ତର- A) କୁମ୍ଭୀର

୩) ଓଧ ସଙ୍ଗେ__ ବାଇ?
A) ବଣଭୁଆ B) ବାଘ
C) ସିଂହ D) ହରିଣ
ଉତ୍ତର- A) ବଣଭୁଆ

୪) ଶାଶୁ ମାରୁଥାଇ ବୋହୂକୁ ବୋହୂ ସବାଖାଇ କାହାକୁ ମାରୁଥାଇ__ମୁହଁକୁ?
A) ସ୍ବାମୀ ମୁହଁକୁ B) ଶାଶୁ ମୁହଁକୁ
C) ଚୁଲି ମୁହଁକୁ D) ଶଶୁର ମୁହଁକୁ
ଉତ୍ତର- C) ଚୁଲି ମୁହଁକୁ

୫) ଘର ବୁଡି ପାଣି__?
A) ଆଣ୍ଠୁଏ B) ଅଣ୍ଟେ
C) ପିଠିଏ D) ଜଙ୍ଘେ
ଉତ୍ତର- A) ଆଣ୍ଠୁଏ

୬) ବାହାଘର ବେଳେ_ରୁଆ?
A) ଆଳୁ B) ବାଇଗଣ
C) ଧାନ D) କୋବି
ଉତ୍ତର- B) ବାଇଗଣ

୭) ବାଘ__ ଘରେ ମିରିଗ ନାଟ?
A) ଘରେ B) ଦୁଆରେ
C) ଦାଣ୍ଡରେ D) ରାସ୍ତାରେ
ଉତ୍ତର- A) ଘରେ

୮) ବୋଝ ଉପରେ__ ବିଡା?
A) ସଜନା B) ପୋଇ
C) ନଳିତା D) ଝୁଡ଼ଙ୍ଗ
ଉତ୍ତର- C) ନଳିତା

୯) କେଉଁ ଦେଶରେ ସ୍ତ୍ରୀ ଲୋକଙ୍କର ନିଶ,ଦାଢ଼ି ଉଠିଥାଏ?
A) ଫ୍ରାନ୍ସ B) ଇଥୋପିଆ
C) ଆଫ୍ରିକା D) ଇଣ୍ଡୋନେସିଆ
ଉତ୍ତର- B) ଇଥୋପିଆ

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

Thinking emoticon – question face emoji with eyeglasses

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

Be First to Comment

Leave a Reply

Your email address will not be published. Required fields are marked *