Press "Enter" to skip to content

କ୍ରୀଡାସାମଗ୍ରୀ ଉତ୍ପାଦର ପ୍ରଦର୍ଶନୀ କଲେ ପ୍ରଧାନମନ୍ତ୍ରୀ ମୋଦି ଦେଲେ ଏହି ଉଦବୋଧନ

ବ୍ୟାୟାମ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହିଭଳି ଏକ ଭିଡିଓ ଦେଖିବାକୁ ମିଳିଛି “କନକ ନିୟୁଜ”ରେ। ମୋଦି କିଛି ବ୍ୟାୟାମ ଉପକରଣକୁ ବ୍ୟବହାର କରିଥିବାର ଦେଖିବାକୁ ମିଳିଛି। ଏହି ଭିଡିଓରେ କୁହାଯାଇଛି ମାନନୀୟ ପ୍ରଧାନମନ୍ତ୍ରୀ ସେହି ବ୍ୟାୟାମ ଉପକରଣକୁ ବ୍ୟବହାର କରି ଦେଖୁଛନ୍ତି ଯାହା ଶରୀରକୁ ସୁସ୍ଥ ଓ ମଜବୁତ କରିଥାଏ। ମାନନୀୟ ପ୍ରଧାନମନ୍ତ୍ରୀ କହିବା ଓ ଶୁଣିବାଠାରୁ ଅଧିକ କରିବାରେ ବିଶ୍ୱାସ କରନ୍ତି। ତାଙ୍କର କାର୍ଯ୍ୟ ସ୍ଵୟଂ ପ୍ରେରଣା ଦେଇଥାଏ।

ତାଙ୍କର ବହୁତ ଆତ୍ମୀୟତା, ସମ୍ବେଦନଶୀଳତା ରହିଛି। ସେ ସମସ୍ତଙ୍କୁ ବିଶ୍ୱାସ ଦିଅନ୍ତି ଯେ “ମୁଁ ଅଛି”। ତାଙ୍କର ସାନିଧ୍ୟ ହିଁ ବିଜୟର ବିଶ୍ୱାସ ଦେଇଥାଏ। ସେଠାରେ ଉପସ୍ଥିତ ଥିବା ସମସ୍ତ ଉତ୍ପାଦନକାରୀ ନିଜ ଷ୍ଟଲ୍ ରେ ବହୁ ସମୟ ଧରି ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ। ସେ କାହାକୁ ମଧ୍ୟ ନିରାଶ କରିନଥାନ୍ତି। ସେ ସମସ୍ତଙ୍କ ଉତ୍ପାଦକୁ ଦେଖୁଛନ୍ତି ଓ ସେ ବିଷୟରେ କଥାବାର୍ତ୍ତା କରୁଛନ୍ତି। ସେମାନଙ୍କୁ ଆହୁରି ଅଧିକ ଭଲ କରିବାକୁ ମାର୍ଗଦର୍ଶନ ଦେଉଛନ୍ତି।

ଯେଉଁ ଷ୍ଟଲ୍ ରେ ମାନନୀୟ ପ୍ରଧାନମନ୍ତ୍ରୀ ପହଞ୍ଚନ୍ତି, ସେହି ଉତ୍ପାଦନକାରୀ ମୁହଁରେ ପ୍ରଫୁଲ୍ଲତା ଓ ଖୁସି ଦେଖାଦିଏ। ତାଙ୍କର ସୌଭାଗ୍ୟ ଯେ ସ୍ଵୟଂ ପ୍ରଧାନମନ୍ତ୍ରୀ ତାଙ୍କ ପାଖକୁ ଯାଉଛନ୍ତି। ଖେଳ ସାମଗ୍ରୀରେ ମଧ୍ୟ ଆଧୁନିକ କୌଶଳ ବ୍ୟବହାର କରି ନିର୍ମାଣ କରାଯାଉଛି। ଯାହାଦ୍ୱାରା ଆମେ ବିଶ୍ୱସ୍ତରରେ ପ୍ରତିଯୋଗିତା କରିପାରିବା। ଆମର ଯୁବା ମାନେ ଶ୍ରେଷ୍ଠତମ ପାଇବେ ଓ ଖେଳ ମାଧ୍ୟମରେ ରାଷ୍ଟ୍ରର ଗୌରବଗାଥାକୁ ବଢାଇବେ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.