Press "Enter" to skip to content

Ollywood Update ଓଲିଉଡ଼ ଅଭିନେତା Akashଙ୍କୁ ନେଇ ଆସିଲା ଏହି ବଡ଼ ଖୁସି ଖବର

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ଆକାଶଙ୍କୁ ତ ଆପଣମାନେ ନିଶ୍ଚୟ ଜାଣିଥିବେ। ଆକାଶ ହେଉଛନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା। ସେ ଅନେକ ଗୁଡ଼ିଏ ଫିଲ୍ମରେ ଅଭିନୟ କରିସାରିଛନ୍ତି। ତାଙ୍କ ଅଭିନୟ ଦେଖିବାପାଇଁ ଦର୍ଶକମାନେ ବହୁ ମାତ୍ରାରେ ପସନ୍ଦ ମଧ୍ୟ କରିଥାନ୍ତି। ଆକାଶ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଖାପାଖି ୫୦ରୁ ଅଧିକ ସୁପରହିଟ ଫିଲ୍ମରେ ଅଭିନୟ କରିସାରିଛନ୍ତି। ଆକାଶଙ୍କର ଏବେ ଦୁଇଟି ନୂଆ ଓଡ଼ିଆ ଚଳଚ୍ଚିତ୍ରର ସୁଟିଂ ଖୁବ୍ ଯୋରସୋର ରେ ଚାଲିଛି। ଯାହା ଆସନ୍ତା ବର୍ଷ ଦୁର୍ଗାପୂଜାକୁ ରିଲିଜ୍ ହେବାକୁ ଯାଉଛି।

ତାଙ୍କ ଫିଲ୍ମ ଆସନ୍ତା ବର୍ଷ ସାରା ଓଡ଼ିଶାର ସିନେମା ହଲରେ ରିଲିଜ ହେବା। ତେବେ ନିକଟରେ ଆକାଶଙ୍କୁ ନେଇ ମିଳିଛି ଏକ ଖୁସି ଖବର। ୟୁଟ୍ୟୁବ୍ ଚ୍ୟାନେଲ “ଓଲିଉଡ଼ ଗସିପ୍”ର ଭିଡିଓରୁ ମିଳିଥିବା ସୂଚନା ଅନୁସାରେ ତାଙ୍କର ଗୋଟିଏ ଶିଶୁପୁତ୍ର ଜନ୍ମ ହୋଇଛି। ଆକାଶଙ୍କର ପୂର୍ବରୁ ଗୋଟିଏ ପୁଅ ଜନ୍ମ ହୋଇଥିଲା।

ତେବେ ଗତକାଲି ଆକାଶଙ୍କର ଆଉ ଗୋଟିଏ ପୁଅ ଜନ୍ମ ହୋଇଛି। ଏହି ଖୁସିରେ ଆକାଶଙ୍କୁ ସମସ୍ତେ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ଶିଶୁପୁତ୍ରକୁ ଦେଖିବାପାଇଁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published. Required fields are marked *