Press "Enter" to skip to content

Mihir Dasଙ୍କ ବିଷୟରେ କହୁ କହୁ କାନ୍ଦି ପକାଇଲେ Braja ଭାଇ ଜାଣନ୍ତୁ କଣ କହିଲେ

ମିହିର ଦାସଙ୍କ ବିୟୋଗରେ ସମସ୍ତ କଳାକାର, ଦର୍ଶକ ଆଉ ପ୍ରଶଂସକ ଆଜି ମର୍ମାହତ ହୋଇଛନ୍ତି । ତାଙ୍କ ଦେହାନ୍ତରେ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି । ସମସ୍ତ କଳାକାର ଏବଂ ଦର୍ଶକ ଏହିଭଳି ଜଣେ ସିନେ କଳାକାରଙ୍କୁ ହରାଇ କାନ୍ଦିଛନ୍ତି । ଅନେକ କଳାକାର ମଧ୍ୟ ତାଙ୍କ ବିୟୋଗରେ କିଛି ପ୍ରତିକ୍ରିୟା ରଖିଛନ୍ତି । ବ୍ରଜ ଭାଇ କହିଛନ୍ତି, ଇଣ୍ଡଷ୍ଟ୍ରିର ଗୋଟିଏ ଭଲ ମଣିଷ, ଭଲ ଅଭିନେତା ଚାଲିଗଲା । ତାହାର ଜାଗା ତ କେହି ପୂରଣ କରିପାରିବେ ନାହିଁ । କାହା ଜାଗା କେହି ପୂରଣ କରିପାରିବେ ନାହିଁ ।

ତାର ମୋର ଯେଉଁ ସମ୍ପର୍କ ଥିଲା ସେଇଟା ତ ଓଡ଼ିଶାବାସୀ ସମସ୍ତେ ଜାଣନ୍ତି । ସମସ୍ତେ ତା କଥା ଜାଣନ୍ତି ମୁଁ ଆଉ କଣ ଅଧିକ କହିବି । ଏମିତି ହୁଏ ପୁରୁଣା ଯିବେ ନୂଆ ଆସିବେ । ବଡ ବଡ ଆକ୍ଟ୍ରେସମାନେ ଯାଉଛନ୍ତି ସିଏ ବି ଚାଲିଗଲା । ତା ସାଙ୍ଗରେ ତ ମୋର ବହୁତ ମୁହୂର୍ତ୍ତ ଅଛି । ବହୁତ ସମୟ ଆମେ ଏକାଠି ମିଶିଛୁ । କିନ୍ତୁ ଦୁଃଖର କଥା ଏଇୟା ସେ ମେଡିକାଲ ଗଲା ଦିନ ଠାରୁ ତା ସହିତ ମୋର ଆଉ ଦେଖା ହେଇନି । ତାର ସ୍ଥାନ ତ ଆଉ କେହି ନେଇ ପାରିବେନି ।

କଥାରେ ଅଛି ପ୍ରାଣୀର ଭଲମନ୍ଦ ଗୁଣ ମରଣ ବେଳେ ତାହା ଜାଣ । ତେଣୁ ତାକୁ ଭଲ ପାଉଥିବା ଲୋକ ବହୁତ ଅଛନ୍ତି । ମରଣ ବେଳେ ହିଁ ତାହା ଜଣାପଡେ କେତେ ଲୋକ ତାକୁ ଭଲ ପାଆନ୍ତି । କେତେ ଲୋକ ତାକୁ ସ୍ନେହ ଆଦର କରନ୍ତି ଆଉ କେତେ ଲୋକ ତାକୁ ଛାତିରେ ରଖିଛନ୍ତି । ସେ ଏହି ସବୁ ପ୍ରତିକ୍ରିୟା ଦେଲା ବେଳେ କାନ୍ଦି ପକାଇଥିଲେ । ମିହିର ଦାସଙ୍କ ବିୟୋଗରେ ସମସ୍ତ କଳାକାର, ଦର୍ଶକ ଆଜି ମର୍ମାହତ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *