Press "Enter" to skip to content

ମିହିର ଦାସଙ୍କ ବିୟୋଗରେ ମ୍ରିୟମାଣ ସମ୍ପୂର୍ଣ୍ଣ ଓଡ଼ିଶା। ଏହି ପ୍ରତିକ୍ରିୟା ଦେଲେ ଅଭିନେତ୍ରୀ ଅପରାଜିତା ମହାନ୍ତି।

ଓଲିଉଡ଼ ଇଣ୍ଡଷ୍ଟ୍ରିର ଆପଣମାନଙ୍କ ପ୍ରିୟ କାକା ମିହିର ଦାସଙ୍କର ଅଚାନକ ବିୟୋଗରେ ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର। ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଖେଳିଯାଇଛି ଶୋକର ଛାୟା। ତାଙ୍କର ଏଭଳି ଅଚାନକ ମୃ-ତ୍ୟୁକୁ କେହି ମଧ୍ୟ ବିଶ୍ଵାସ କରିପାରୁନାହାନ୍ତି। ଦୁଃଖରେ ଭାଙ୍ଗିପଡିଛନ୍ତି ପୁରା ଓଡିଶାବାସୀ। ନିକଟରେ କିଛି ଦିନ ପୂର୍ବରୁ ତାଙ୍କର ଶେଷକୃତ୍ୟ ମଧ୍ୟ ସମାପନ ହୋଇଛି। ମିହିରଙ୍କ ବଡ଼ପୁଅ ଅମ୍ଲାନ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଗତକାଲିର ଏହି ଖବର ଆସିବାପରେ ଶୋକର ଛାୟା ଖେଳିଯାଇଛି।

ମିହିରଙ୍କ ପରଲୋକରେ ସମସ୍ତ କଳାକାର ଜଗତ ଦୁଃଖ ପ୍ରକାଶ କରିବା ସହିତ ଭାଙ୍ଗି ପଡିଛନ୍ତି। ଏନେଇ ଓଲିଉଡ଼ ଇଣ୍ଡଷ୍ଟ୍ରିର ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଅଭିନେତ୍ରୀ ଅପରାଜିତା ମଧ୍ୟ ଏନେଇ ବେଶ୍ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କର କହିବା ମୁତାବକ ମିହିର ଦାସ ଜଣେ ବହୁତ ଭଲ ମଣିଷ ଥିଲେ। ସେ ରିଲ୍ ଲାଇଫରେ ଯେମିତି ଜଣେ ଭଲ ଅଭିନେତା ଥିଲେ ରିଅଲ ଲାଇଫରେ ମଧ୍ୟ ସେ ଜଣେ ଭଲ ମଣିଷଟିଏ ଥିଲେ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *