Press "Enter" to skip to content

କଲେଜରେ ଚାଲିଛି ଧୂମପାନ ଭିଡିଓ ଭାଇରାଲ୍ ହେବାପରେ ହେଲା ଏଭଳି କିଛି

ଆଜିକାଲି ଛାତ୍ରଛାତ୍ରୀମାନେ ଯୁବ ବୟସରେ ଥିବାବେଳେ ଅନେକ ମନ୍ଦ ଅଭ୍ୟାସକୁ ଆପଣେଇ ନେଉଛନ୍ତି। କିଛି ବିଚାର ନକରି ମଦ୍ୟପାନ, ଧୁମ୍ରପାନ, ଜୁଆ ଖେଳିବା, ନିଶା କରିବା ଆଦି ବଦଅଭ୍ୟାସରେ ପଡିଯାଉଛନ୍ତି। ଆପଣ ସୋସିଆଲ ମିଡିଆରେ ଛାତ୍ରଛାତ୍ରୀମାନେ ମଦ ପିଉଥିବା, ସିଗାରେଟ, ବିଡି, ଗଞ୍ଜେଇ ଆଦି ଟାଣୁଥିବା ଭିଡିଓ ଅନେକ ଦେଖିଥିବେ। ଏପରିକି ଯୁବତୀମାନେ ମଧ୍ୟ ଏସବୁ କରିଥାନ୍ତି।

କଲେଜରେ ପାଠପଢ଼ା କମ୍, ହେଲେ ଉତ୍ପାତ ଅଧିକ। କ୍ଳାସରୁମର କବାଟ ବନ୍ଦ କରି ଚାଲିଛି ଧୁମ୍ରପାନ। ଛାତ୍ରଛାତ୍ରୀ ଉଭୟ ସିଗାରେଟ ଟାଣିବାରେ ମସଗୁଲ୍। ସିଗାରେଟ ଟାଣିବାରେ ଏତେ ମଜିଯାଇଛନ୍ତି ଯେ ଭୁଲିଯାଇଛନ୍ତି ଶାଳୀନତାକୁ। ଏହି ଘଟଣା ହେଉଛି କୋଲକାତାର ଏକ ଶିକ୍ଷାନୁଷ୍ଠାନର। ଯେଉଁଠାରେ ଯୁବକ ଯୁବତୀମାନେ ଏକ ଶ୍ରେଣୀଗୃହରେ କବାଟ ବନ୍ଦ କରି ଏକାଠି ସିଗାରେଟ ଟାଣି ମଜା ମସ୍ତି କରୁଛନ୍ତି।

ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଘଟଣାର ଭିଡିଓ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। କଲେଜ୍ ହେଉଛି ବିଦ୍ୟାର ଭଣ୍ଡାର। ସେଠାରେ ଭବିଷ୍ୟତ ଗଢାଯାଏ। କିନ୍ତୁ କଲେଜରେ ଛାତ୍ରଛାତ୍ରୀଙ୍କର ଏଭଳି ଆଚରଣ ଆଗାମୀ ଭବିଷ୍ୟତ ପାଇଁ ବହୁତ ଖରାପ ହେବାକୁ ଯାଉଛି। ଏଭଳି ଆଚରଣ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଉଚିତ୍ ଦଣ୍ଡ ଦେବା ନିହାତି ଆବଶ୍ୟକ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *