Press "Enter" to skip to content

ଶୁଭାଶିଷ ଷଡ଼ଙ୍ଗୀଙ୍କ ନାଁ ରେ ଏହିସବୁ ଅଭିଯୋଗ ଆଣିଛନ୍ତି ମୃ-ତ ସମାଜସେବୀ aditya dhash ଦାସଙ୍କ ସ୍ତ୍ରୀ bidyashree

ସମାଜସେବୀ ଶୁଭାଶିଷ ଷଡ଼ଙ୍ଗୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସମାଜସେବୀ ଆଦିତ୍ୟ ଦାସଙ୍କ ସ୍ତ୍ରୀ। ଗଣମାଧ୍ୟମ ଆଗରେ ସେ କହିଛନ୍ତି ଯେ ଦେଢ଼ ବର୍ଷ ହେବ ଆଦିତ୍ୟଙ୍କ ସ୍ତ୍ରୀ ଶୁଭାଶିଷଙ୍କ ନାଁ ରେ ଅଭିଯୋଗ କରି ବାରମ୍ବାର ଥାନା, କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। କିନ୍ତୁ କେଉଁଠି ମଧ୍ୟ ନ୍ୟାୟ ପାଇନାହାନ୍ତି। ଶୁଭାଶିଷ ତାଙ୍କ ନାଁ ରେ ମିଛ ସତ କହି ତାଙ୍କୁ ଓଡ଼ିଶାବାସୀଙ୍କ ଆଗରେ ଦୋଷୀ ସଜେଇଛି। ନିକଟରେ ଶୁଭାଶିଷ ଗିରଫ ହେବାବେଳେ କହିଥିଲେ ଯେ ଆଇଆଇସି ଗୋ-ଚାଲାଣ କରୁଥିଲେ, ସେ ଏହି ବିରୋଧରେ ସ୍ୱର ଉଠାଇବାକୁ ତାଙ୍କୁ ଗିରଫ କରାଯାଇଛି। କିନ୍ତୁ ଆଦିତ୍ୟଙ୍କ ସ୍ତ୍ରୀ କହିଛନ୍ତି ଏହା ସମ୍ପୂର୍ଣ୍ଣ ମିଛ।

ଶୁଭାଶିଷ ଜଣେ ଅଣ-ସାମାଜିକ କ୍ରିମିନାଲ। ସେ ଅନେକ ନାରୀଙ୍କୁ ଯୌ-ନ ନିର୍ଯାତନା ଦେଇ ତାଙ୍କୁ ବ୍ଲାକମେଲ୍ କରିଛି, ଲୋକଙ୍କୁ ଧମକାଇ ପଇସା ଆଣିଛି। ତାଙ୍କ ସ୍ବାମୀ ଆଦିତ୍ୟଙ୍କ କେସରେ ଶୁଭାଶିଷ ଲକ୍ଷାଧିକ ଟଙ୍କା କଲେକ୍ସନ କରିଛି। ସେ ଯେଉଁ ସଙ୍ଗଠନରେ ଥିଲା, ସେ ସଙ୍ଗଠନର ଲୋକଙ୍କ ପାଖରୁ ମଧ୍ୟ ଅନେକ ଟଙ୍କା ଠକିଛି। ଶୁଭାଶିଷ ଜଣେ ସ୍ୱାର୍ଥପର ମଣିଷ।

ଏଭଳି ଜଣେ ଲୋକ ଗୋ-ସୁରକ୍ଷା ପାଇଁ ସ୍ୱର ଉଠାଉଛି ମାନେ ତା ପଛରେ ମଧ୍ୟ ଟଙ୍କା ପଇସା ରହିଥିବ। ଆଦିତ୍ୟଙ୍କ ସ୍ତ୍ରୀ ନିଜ ପାଖରେ ଥିବା ସମସ୍ତ ଏଫଆଇଆର କପି, ଷ୍ଟେଟମେଣ୍ଟ ଓ ପ୍ରୁଫ ସବୁକୁ କେନ୍ଦ୍ରାପଡ଼ା ଥାନା ଆଇଆଇସିଙ୍କୁ ପଠାଇ ସାରିଛନ୍ତି।

ଯେଉଁ ବ୍ୟକ୍ତି ମଦ ପିଇ ଲାଇଭ୍ ଆସି ସମସ୍ତଙ୍କୁ କୁବ୍ୟବହାର କରୁଛି ସେ କି ଭଳିଆ ସମାଜ ସେବୀ? ଯେଉଁ ବ୍ୟକ୍ତି ଦିନରେ ୨-୨ ଘଣ୍ଟା ଲାଇଭ କରେ, ସେ ଗୋରୁ ଗାଡ଼ି ଧରିବା ସମୟରେ ଲାଇଭ କଲେନି କାହିଁକି? ଜଣେ ସଙ୍ଗଠନର ଚେୟାରମ୍ୟାନ ହୋଇ ସଙ୍ଗଠନର ପିଲାଙ୍କୁ ନ ନେଇ ଏକା ଯାଉଥିଲେ କାହିଁକି?

ତାଙ୍କର ଦୁର୍ନୀତି ଯୋଗୁଁ ଲୋକମାନେ ମଧ୍ୟ ସଙ୍ଗଠନ ଛାଡ଼ିଦେଲେ। ତେବେ ହୁଏତ ଶୁଭାଶିଷ ଗୋରୁ ଗାଡ଼ିବାଲାଙ୍କୁ ବ୍ଲାକମେଲ୍ କରିବାକୁ ଚେଷ୍ଟା କରୁଥିବ, ସେ ତାଙ୍କ ପକେଟ୍ ରୁ ୫ହଜାର ଟଙ୍କା ମଧ୍ୟ ନେଇଛି, ଅଧିକ ପଇସା ମାଗି ଧରାପଡ଼ିବା ସମୟରେ ଆଇଆଇସିଙ୍କ ନାଁ ନେଉଥିବ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *