Press "Enter" to skip to content

ଛୋଟ ପିଲାଟି ନରେନ୍ଦ୍ର ମୋଦିଙ୍କର ଏମିତି ନକଲ ବା ମିମିକ୍ରି କରିଲା ଯାହା ଦେଖିଲେ ଆପଣ ମଧ୍ୟ ହସି ହସି ଗଡିବେ ।।

ଆଜିକାଲି ଦୁନିଆରେ ଯାହା କିଛି ବି ଘଟୁଛି ଲୋକମାନେ ତାହା ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ଅପଲୋଡ଼ କରୁଛନ୍ତି । ସେ ଯେ କୌଣସି ଭିଡିଓ ହେଉ ବା ସ୍କୁଲ, କଲେଜ ବିଷୟରେ, ପୁରୁଣା ଛୁଆଙ୍କ ସ୍କୁଲ ଟାଇମ୍ ଏବଂ ଏବେ ଯୁଗର ଛୁଆ ମାନଙ୍କର ସ୍କୁଲ ଟାଇମ୍ ବିଷୟରେ, ହେଉ ବା ଘରେ ବିଭିନ୍ନ ପ୍ରକାରର ରୋଷେଇ ହେଉ ବା ନରେନ୍ଦ୍ର ମୋଦିଙ୍କର ନକଲ କରିବାର ଭିଡିଓ ହେଉ ବା ଅନ୍ୟ କେଉଁ ନେତା ମନ୍ତ୍ରୀଙ୍କର ଭିଡିଓ ହେଉ ବା ଆଉକିଛି ଏହି ସବୁ ଏବେ ସୋସିଆଲ ମିଡିଆରେ ଲୋକମାନେ ଅପଲୋଡ଼ କରୁଛନ୍ତି ।

ବହୁତ କମେଡି ଭିଡିଓ ମଧ୍ୟ ଅପଲୋଡ଼ କରି ଲୋକମାନେ ଅନେକ ଖୁସି ହୋଇଥାନ୍ତି ଏବଂ ସେହି ଭିଡିଓ ଧୀରେ ଧୀରେ ଭାଇରାଲ ହୋଇଯାଏ । ଲୋକମାନେ ବହୁତ ଖୁସି ଏବଂ କିଛି ଟଙ୍କା ରାଶି ମଧ୍ୟ ରୋଜଗାର କରିଥାନ୍ତି ଅଧିକ ଲାଇକ ଏବଂ ସବସ୍କ୍ରାଇବର୍ ଅନୁସାରେ । ଆଉ ଏମିତି ଭିଡିଓ ଦେଖିଲେ ମଧ୍ୟ ଦର୍ଶକ ମାନେ ହସି ହସି ଗଡିଥାନ୍ତି ।

ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଛୋଟ ପିଲାଟି ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନକଲ ବା ମିମିକ୍ରି କରୁଛି । ପିଲାଟି ନରେନ୍ଦ୍ର ମୋଦିଙ୍କର ନକଲ କରି କହୁଛି, ନମସ୍ତେ । ଏଠାରେ ଆମର ଫଟୋ ଉଠା ଯାଉଛି । ଏହି ଭାଇ ଜଣକ ମୋର ଫଟୋ ଉଠଉଛନ୍ତି ମୋତେ ବହୁତ ଭଲ ଲାଗୁଛି । କାଲି ରାତି ୮:୩୦ ମିନିଟରେ, ଆରେ ଚିନ୍ତା କରନି କିଛି ବନ୍ଦ ହେବ ନାହିଁ । ମୁଁ PUB G ଖେଳୁଥିଲି । ମୁଁ ଦେଖିଲି କୋଚିଂ ରେ କେହି ଲୋକ ଖେଳୁ ନାହାନ୍ତି । ମୁଁ ଆପଣଙ୍କୁ ପଚାରିବାକୁ ଚାହୁଁଥିଲି ।

ମୁଁ ଲୋକମାନଙ୍କୁ ପଚାରିଲି କି ଲୋକମାନେ କୋଚିଂ କୁ କାହିଁକି ଖେଳିବା ପାଇଁ ଯାଉନାହାନ୍ତି । ସେମାନେ କହିଲେ କୋଚିଂ PUB G ଖେଳର ପାକିସ୍ତାନ ଅଟେ । ଆମ ବିପରୀତ ଦଳ ଆମକୁ ପ୍ରଶ୍ନ କରୁଛନ୍ତି । ଦେଖନ୍ତୁ ଭାଇ ଦେଖନ୍ତୁ ମୋଦି ସରକାର ଆମ ଜମାନାରେ ଗୀତ ଭଲ ନଥିଲା । ଆପଣଙ୍କ ଜମାନାରେ ଗୀତ ଆସୁଛି ଲଗ୍ ଗେୟି ୪୪୦ ଭୋଲ୍ଟ ଛୁନେ ସେ ତେରେ.. ।

Pogo ଚ୍ୟାନେଲ ଲଗ୍ ଗେୟୀ ୪୪୦ ଭୋଲ୍ଟ ଛୁନେ ସେ ତେରେ.. । ମୋତେ ଗୋଟିଏ ପ୍ରଶ୍ନର ଉତ୍ତର ଦିଅ ଯଦି କେହି ଛୁଇଁଲେ ୪୪୦ ଭୋଲ୍ଟର କରେଣ୍ଟ ଉତ୍ପନ୍ନ ହୋଇଥାଏ ତାହେଲେ ଏଥିରେ କଣ ଘାଟା ହୋଇଥାଏ କି? ଏହି ପ୍ରକାରରେ ଆମେ ବିଦ୍ୟୁତ ଉତ୍ପାଦନ କରିବା । ଶେଷରେ ମୁଁ ବି ଗୋଟେ ଗୀତ ଶୁଣିଲି । ତେରି ଗଲିଆଁ ତେରୀ ଗାଲିଆଁ… ମୁଝକୋ ଭାଏ.. । ତାପରେ ମୁଁ ସେହି ଝିଅକୁ ପଚାରିଲି ତାର ଗଳି ତତେ କାହିଁକି ଭଲ ଲାଗେ । ସେ ଝିଅଟି କହିଲା ତା ଗଳି ରେ ସ୍ବଚ୍ଛତା ଅଛି ।

ଶେଷରେ ମୁଁ ପାକିସ୍ଥାନକୁ ଏକ ସନ୍ଦେଶ ଦେବାକୁ ଚାହୁଁଛି । ଯଦି କାଶ୍ମୀର ମାଗିବ ତାହେଲେ ଲାହୋର ଛଡେଇ ନେବୁ । ଯଦି ରାହୁଲ ଗାନ୍ଧୀ ମାଗିବ ତ କେଜିରୱାଲ ଫ୍ରିରେ ଦେଇ ଦେବୁ। ନରେନ୍ଦ୍ର ମୋଦି ଯେମିତି କହିଥାନ୍ତି ସେମିତି ପୁରା ନକଲ କରି ଏହି ପିଲାଟି ଏହି କଥା ସବୁ କହିଛି । ଯାହାକୁ ଶୁଣି ଲୋକମାନେ ହସି ହସି ଗଡ଼ୁଛନ୍ତି ।ଏହା ଏବେ ବହୁତ ପରିମାଣରେ ଭାଇରାଲ ହେଉଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *