Press "Enter" to skip to content

ପୁଣି ଥରେ ଭାରତରେ lockdown କେନ୍ଦ୍ର ମନ୍ତ୍ରୀ ଦେଲେ ଏହି ନିଷ୍ପତି

ଏବେ ସବୁଆଡ଼େ ଗୋଟିଏ ଚର୍ଚ୍ଚା ଓମିକ୍ରାନ୍ । ଓମିକ୍ରାନ୍ ଭାଇରସ ହେଉଛି କରୋନା ଭାଇରସର ଏକ ଭ୍ୟାରିଆଣ୍ଟ ରୂପ । ଯାହା ବହୁତ ମାରାତ୍ମକ ଅଟେ । ଏହା ଭାରତରେ ତୃତୀୟ ଲହର ଆଣିପାରେ । ଏହା ଦ୍ବାରା ଆମକୁ ତୃତୀୟ ଥର ପାଇଁ ଲକ୍ ଡାଉନ୍ କରିବାକୁ ପଡିପାରେ । କିଛି ଦିନ ପୂର୍ବରୁ ହୋଇଥିବା କରୋନାର ଆଉ ଏକ ରୂପ ଡେଲଟା ଭାଇରସ ଯାହା ପୁରା ଭାରତକୁ ଶ୍ମଶାନ ଘାଟ କରିଦେଇଥିଲା । ଏହା ଦେଖି ଏହା ଲାଗୁଥିଲା କି ପ୍ରକୃତି ଯେବେ ପ୍ରକୃତି ତାଣ୍ଡବ କରେ ତାହା ବହୁତ ଭୟଙ୍କର ଅଟେ ।

ଆଉ ଏବେ ଏହି ନୂଆ ଭ୍ୟାରିଆଣ୍ଟ ଓମ୍ରିକ୍ରାନ ଡେଲଟା ଭାଇରସ ଠାରୁ ୬ ଗୁଣ ଅଧିକ ଶକ୍ତିଶାଳୀ ଅଟେ । ଏହା ଡେଲଟା ଭାଇରସ ଅପେକ୍ଷା ୬ ଗୁଣ ଅଧିକ ପରିମାଣରେ ବ୍ୟାପିବ । ଏହାର ଚିକିତ୍ସା କରିବା ବହୁତ କଷ୍ଟସାଧ୍ୟ ଅଟେ । ଏହି ନୂଆ ଭ୍ୟାରିଆଣ୍ଟ ପ୍ରଥମେ ୧୧ ନଭେମ୍ବର ୨୦୨୧ ମସିହାରେ ଦେଖାଯାଇଥିଲା । ଦକ୍ଷିଣ ଆଫ୍ରିକାରେ ଜଣେ ଲୋକଠାରେ ଏହା ପ୍ରଥମେ ଦେଖାଦେଇଥିଲା ।

ଆଜିକୁ ୨୫ ଦିନ ଭିତରେ ଏହା ପୃଥିବୀର ୨୩ ଟି ଦେଶରେ ଦେଖାଗଲାଣି । ଏଥିରେ ଆମେରିକା ବି ସାମିଲ୍ ଅଛି । ଯଦି ଆମେରିକା ଭଳି ରାଷ୍ଟ୍ରରେ ଏହା ଚିହ୍ନଟ କରାଗଲାଣି । ତାହେଲେ ଆମ ଭାରତ କେତେ ସୁରକ୍ଷିତ ଅଛି? ଜଣାପଡ଼ିଛି କି ଭାରତକୁ ୪ ଜଣ ଲୋକ ବାହାରୁ ଆସିଛନ୍ତି । ଆଉ ସେମାନଙ୍କ ଠାରେ ପୋଜେଟିଭ୍ ମଧ୍ୟ ଦେଖାଯାଇଛି । କିନ୍ତୁ କେଉଁ ଭ୍ୟାରିଆଣ୍ଟ ତାଙ୍କୁ ହେଇଛି ତାହା ଯାଞ୍ଚ୍ କରାଯାଉଛି । ଏହା ପାଇଁ ହାଇ ଆର୍ଲଟ୍ ମଧ୍ୟ ଜାରି ରାଯାଇଛି ।

ଏହି ୨୫ ଦିନ ଭିତରେ ଅନେକ ଯାତ୍ରୀ ଭାରତକୁ ଆସିଛନ୍ତି ତାଙ୍କ ଭିତରୁ କେହି ନା କେହି ଏହି ଓମ୍ରିକ୍ରାନ୍ ଭ୍ୟାରିଆଣ୍ଟ ର ଶିକାର ହୋଇଥିବେ କିଏ ଜାଣିଛି? ଯଦି ଜଣକ ପାଖରେ ଏହି ଭାଇରସ ଆସି ତାର ପ୍ରଭାବ ଦେଖାଇବ ତାହେଲେ ଆମେ କିଛି ବି କରିପାରିବା ନାହିଁ । ସେଥିପାଇଁ ସରକାରଙ୍କୁ ଏହି ଭାଇରସ ପାଇଁ କଡ଼ା ନିୟମ ବାହାର କରିବାକୁ ପଡିବ ।
ନହେଲେ ଭାରତର କଣ ଯେ ଅବସ୍ଥା ହେବ ତାହା ଆମେ ଭାବି ପାରିବା ନାହିଁ? ଏହା ସବୁଠାରୁ ଅଧିକ କ୍ଷତିକାରକ ଭ୍ୟାରିଆଣ୍ଟ ଅଟେ ।

ଯଦି ଆପଣ ଭାବୁଥିବେ ଆପଣ ଭ୍ୟାକ୍ସିନ ନେଇଛନ୍ତି । ଏହି ରୋଗ ହେବ ନାହିଁ । ତାହେଲେ ଆପଣ ଭୁଲ ଭାବୁଛନ୍ତି । ଏହି ରୋଗର ପାୱାର ଏତେ ଅଧିକ ଯେ ଏହି ଭ୍ୟାକ୍ସିନ କିଛି କାମ କରିପାରିବ ନାହିଁ । ଏହି ଭ୍ୟାକ୍ସିନ କେବଳ ଛୋଟ ଛୋଟ ରୋଗର ପ୍ରଭାବରୁ ବଞ୍ଚାଇ ପାରିବ । କିନ୍ତୁ ଏହି ଓମ୍ରିକ୍ରାନ ଭ୍ୟାରିଆଣ୍ଟ ପ୍ରଭାବରୁ ଏହା ଲୋକମାନଙ୍କୁ ରକ୍ଷା କରିପାରିବ ନାହିଁ । ଭାରତରେ ସବୁଠାରୁ ଅଧିକ ଏହି କରୋନାରେ ଆକ୍ରାନ୍ତ ହେଇଥିବା ରାଷ୍ଟ୍ର ହେଉଛି ମୁମ୍ବାଇ ।

ଏବେ ମୁମ୍ବାଇକୁ ଅନେକ ଲୋକ ବାହାର ଦେଶରୁ ବୁଲିବାକୁ ଆସିଥିଲେ । ଜଣେ ଦକ୍ଷିଣ ଆଫ୍ରିକାରୁ ମଧ୍ୟ ଆସିଥିଲା । ଯିଏ କରୋନା ପୋଜେଟିଭ୍ ବୋଲି ଚିହ୍ନଟ ହୋଇଛି । କିନ୍ତୁ ତାହା ପାଖରେ ଏହି ନୂଆ ଭ୍ୟାରିଆଣ୍ଟ ଦେଖାଯାଇଛି କି ନାହିଁ ଏହା ଚିହ୍ନଟ କରାଯାଉଛି । ଯଦି ଏହି ଓମ୍ରିକ୍ରାନ ଥରେ ବ୍ୟାପିଗଲା ତାହେଲେ କଣ ଯେ ହେବ ତାହା ଆମେ ଭାବି ପାରିବା ନାହିଁ । ଦ୍ଵିତୀୟ ଲହରିରେ ଶ୍ମଶାନ କମ୍ ପଡ଼ିଥିଲା କିଏ ଜାଣେ ଏହି ନୂଆ ଓମ୍ରିକ୍ରାନ ଭ୍ୟାରିଆଣ୍ଟ ବ୍ୟାପିଲେ ଜମି ମଧ୍ୟ କମ୍ ପଡ଼ିବ ।

ଯଦି ଆପଣ ଏହିଭଳି ପରିସ୍ଥିତିରେ ବାହାରକୁ ବୁଲିବାକୁ ଯାଉଛନ୍ତି କି ନୂଆ ବର୍ଷ ପାଇଁ କିଛି ପ୍ଲାନିଙ୍ଗ କରିଛନ୍ତି ତାହେଲେ ଆପଣ ନିଜ ଅସୁବିଧାକୁ ସ୍ବାଗତ କରୁଛନ୍ତି । ଯଦି ଆପଣ ଭାବୁଥିବେ ଏହି ନୂଆ ଭ୍ୟାରିଆଣ୍ଟ ଆସିଲେ ସରକାର ଲକ୍ ଡାଉନ୍ କରିବେ? ତାହେଲେ ହଁ । ଏହି ଭ୍ୟାରିଆଣ୍ଟ ଯଦି ଭାରତର ଜଣେ ଲୋକଙ୍କୁ ହେଲା ତାହେଲେ କାନୁନ ଅଧିକ କଡାକଡି ହେବ ।

ଆଉ ଏହା ୧୦ ଜଣଙ୍କୁ ହେଲେ ସରକାର ଭାବିନେବେ ଯେ ମାମଲା ପୁରା ଗମ୍ଭୀର ଅଛି । ଆଉ ସଙ୍ଗେ ସଙ୍ଗେ ଲକ୍ ଡାଉନ୍ କରିଦେବେ । ସେଥିପାଇଁ ନିଜର ଆଉ ନିଜ ପରିବାରର ସୁରକ୍ଷା ପାଇଁ ଘରେ ରୁହନ୍ତୁ । ନିଜର ଦୋକାନ ହେଉବା ନିଜର ଘର ଚଲେଇବାର ମାଧ୍ୟମକୁ ବଞ୍ଚାଇବା ପାଇଁ ସୁରକ୍ଷିତ ରୁହନ୍ତୁ । ସମସ୍ତେ ମାସ୍କ ବ୍ୟବହାର କରନ୍ତୁ ଏବଂ ସାନିଟାଇଜରର ବ୍ୟବହାର ମଧ୍ୟ କରନ୍ତୁ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from UncategorizedMore posts in Uncategorized »

Be First to Comment

Leave a Reply

Your email address will not be published. Required fields are marked *