Press "Enter" to skip to content

Odia Album Updates : ରିଲିଜ୍ ହେଲା ପିଣ୍ଟୁ ଆଉ ରୂପା ଅଭିନୀତ ନୂଆ ଗୀତ 4 ଦିନ ଭିତରେ 40ଲକ୍ଷ ଲୋକ ଦେଖି ସାରିଲେଣି।।

ଆଜିକାଲି ଦୁନିଆରେ ସମସ୍ତେ ଯେ କୌଣସି ଉପାୟରେ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି । ସେ କିଛି କାମ କରି ହେଉ ବା ୟୁଟ୍ୟୁବରେ ଏକ ଚ୍ୟାନେଲ ଖୋଲି ବା ଆଲବମରେ ଆକ୍ଟିଂ କରି, ବା ଅନେକ ଭିଡିଓ ବନେଇ ଲୋକମାନଙ୍କ ଭଲପାଇବା ଜିତିକରି ଟଙ୍କା ରୋଜଗାର କରୁଛନ୍ତି । ଆମ ଓଡ଼ିଶାର ବହୁତ ଲୋକ ୟୁଟ୍ୟୁବରେ ଏକ ଚ୍ୟାନେଲ ଖୋଲି ସେଥିରେ ଭିଡିଓ ବନେଇ ଲୋକମାନଙ୍କ ଭଲପାଇବା ଜିତୁଛନ୍ତି । ଲୋକମାନେ ବହୁତ ଭଲପାଇବା ଦେଉଛନ୍ତି ସେମାନଙ୍କୁ । ତାଙ୍କ ଭିଡିଓ ଏତେ ଭଲ ଲାଗୁଛି ଯେ ଲୋକମାନେ ବହୁତ ଆନନ୍ଦର ସହିତ ଦେଖିଛନ୍ତି । ଆପଣ ୟୁଟ୍ୟୁବର ରୂପା, ପିଣ୍ଟୁ, ଏବଂ ଖୁସିଙ୍କୁ ଜାଣିଥିବେ ।

ସେମାନଙ୍କର ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାଁରେ ୟୁଟ୍ୟୁବ ଆକାଉଣ୍ଟ ଅଛି । ସେମାନେ ଲୋକମାନଙ୍କ ମନକୁ ଜିତିବା ପାଇଁ ଅନେକ ଭିଡିଓ କରିଛନ୍ତି । ଯାହା ଲୋକମାନଙ୍କୁ ଅଧିକ ପସନ୍ଦ ଆସୁଛି । ସେମାନେ ପ୍ରଥମେ ଟିକ୍ ଟକ ରେ ଭିଡିଓ କରୁଥିଲେ କିନ୍ତୁ ପରେ ଏହା ବନ୍ଦ ହୋଇଯିବ ପରେ ଏବେ ୟୁଟ୍ୟୁବରେ ଭିଡିଓ ବନାଉଛନ୍ତି ।

ଆଉ ଏବେ ସେମାନେ ଓଡ଼ିଆ ଆଲବମ୍ ଭିଡିଓରେ ଅଭିନୟ ମଧ୍ୟ କରୁଛନ୍ତି । ତାଙ୍କର ଏକ ନୂଆ ଆଲବମ୍ ଭିଡିଓ ରିଲିଜ୍ ହୋଇଛି । ସେହି ଗୀତଟି ହେଉଛି ହରିଣୀ ଆଖି… ଏ ଆଖି । ହରିଣୀ ଆଖି । ଏ ଆଖି । ହରିଣୀ ଆଖି… । ମୋ ଛାତି ଭିତରୁ ମନ ଟାକୁ ନେଲାରେ ଡାକି…. ।

ଏହି ଆଲବମ୍ ଗୀତର ଭିଡିଓରେ ଅଭିନେତା ପିଣ୍ଟୁ ଅଭିନେତ୍ରୀ ରୂପା ବହୁତ ସୁନ୍ଦର ଆକ୍ଟିଂ କରିଛନ୍ତି । ତାଙ୍କ ଅଭିନୟ ଦେଖି ଦର୍ଶକ ମାନେ ବହୁତ ଖୁସି ହୋଇଛନ୍ତି । ଏହି ଓଡ଼ିଆ ଫୁଲ ରୋମାଣ୍ଟିକ ଗୀତଟି ଅରମାନ୍ ମ୍ୟୁଜିକ୍ ପ୍ରେଜେଣ୍ଟ କରିଛି । ଏହି ଗୀତ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅନ୍ତରା ଚକ୍ରବର୍ତ୍ତୀ ।

ଏଥିରେ ରୋମାଣ୍ଟିକ ଟ୍ରାକ ଗୀତ ଦେଇଛନ୍ତି ଜାପାନୀ ଭାଇ । ଏହି ସୁନ୍ଦର ଗୀତର ଭିଡିଓ ଡାଇରେକ୍ଟର ହେଉଛନ୍ତି ବିବେକ କୁମାର । ଏହା ପିନେଡ ବାଏ ତପୁ ନାୟକ । ଏହି ଆଲବମ୍ ଭିଡିଓର ସଂଯୋଜନା ବହୁତ ଭଲ । ଏହି ଗୀତ ଏବେ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି । ଏବଂ ସମସ୍ତେ ରୂପା ଆଉ ପିଣ୍ଟୁଙ୍କ ଯୋଡ଼ିକୁ ବହୁତ ପସନ୍ଦ କରୁଛନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published. Required fields are marked *