Press "Enter" to skip to content

ଖୁବ୍ ଶୀଘ୍ର ଶନି ସାଢ଼େ ସାତି ଏହି ରାଶିଙ୍କ ଉପରେ ପ୍ରଭାବ ପକାଇବ ଆପଣଙ୍କ ରାଶି ଉପରେ କଣ ରହିଛି ଜାଣିରଖନ୍ତୁ ।।

ଏହି ଦୁଇଟି ରାଶି ଉପରେ ଶନି ସାଢ଼େ ସାତି ପ୍ରଭାବ ୨୯ ଏପ୍ରିଲ୍ ୨୦୨୨ ମସିହା ଠାରୁ ଆରମ୍ଭ ହୋଇଯାଉଛି । ଏବଂ ଏଥିରୁ ମୁକ୍ତି ୨୯ ମାର୍ଚ୍ଚ ୨୦୨୫ ମସିହାରେ ହେବ ।

ଶନି ସାଢ଼େ ସାତି ୨୦୨୨- ବୁଧ ଏବଂ ଶୁକ୍ର ଶନିଙ୍କର ମିତ୍ର ଗ୍ରହ ଅଟେ । ଗୁରୁ ସମାନ ଅଟେ ଏବଂ ଏମାନଙ୍କ ସହିତ ସମ୍ପର୍କ ମଧ୍ୟ ଥାଏ । ସୂର୍ଯ୍ୟ, ଚନ୍ଦ୍ରମା, ଏବଂ ମଙ୍ଗଳ ଶନିଙ୍କର ଶତୃ ସମାନ ଅଟେ । ମଙ୍ଗଳ ରାଶି ମେଷ ଶନି ରାଶିର ନୀଚ ରାଶି ଅଟେ । ଶନି ୨୯ ଏପ୍ରିଲ ୨୦୨୨ ମସିହାରେ ରାଶି ପରିବର୍ତ୍ତନ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଶନି ମକର ରାଶି ଛାଡ଼ିକରି କୁମ୍ଭ ରାଶିରେ ପ୍ରବେଶ କରିବ । ଶନି ଏହି ରାଶିରେ ପ୍ରବେଶ କରିବା ସଙ୍ଗେ ସଙ୍ଗେ କର୍କଟ ଏବଂ ବୃଷ ରାଶିର ଲୋକମାନଙ୍କ ଉପରେ ଶନି ସାଢ଼େ ସାତି ଆରମ୍ଭ ହୋଇଯିବ ।

କହିରଖୁଛୁ କି, ଏହି ଦୁଇଟି ରାଶି ଶନିଙ୍କର ଶତୃ ଗ୍ରହର ରାଶି ଅଟନ୍ତି । କର୍କଟ ରାଶିର ସ୍ବାମୀ ଚନ୍ଦ୍ରମା ଏବଂ ବୃଷ ରାଶିର ସ୍ବାମୀ ମଙ୍ଗଳ ଅଟେ । ଜାଣନ୍ତୁ ଏହି ଦୁଇଟି ରାଶିର ଲୋକମାନଙ୍କୁ ଶନି ସାଢ଼େ ସାତି ପାଇଁ କଣ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ ।

କର୍କଟ ଏବଂ ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଉପରେ କେତେ ପର୍ଯ୍ୟନ୍ତ ରହିବ ଶନି ସାଢ଼େ ସାତି?

ଏହି ଦୁଇଟି ରାଶି ଉପରେ ଶନି ସାଢ଼େ ସାତି ପ୍ରଭାବ ୨୯ ଏପ୍ରିଲ୍ ୨୦୨୨ ମସିହା ଠାରୁ ଆରମ୍ଭ ହୋଇଯାଉଛି । ଏବଂ ଏଥିରୁ ମୁକ୍ତି ୨୯ ମାର୍ଚ୍ଚ ୨୦୨୫ ମସିହାରେ ହେବ । କାହିରଖୁଛୁ କି, ୧୨ ଜୁଲାଇ ୨୦୨୨ ମସିହା ଠାରୁ ଆରମ୍ଭ କରି ୧୭ ଜାନୁଆରୀ ୨୦୨୩ ମସିହା ପର୍ଯ୍ୟନ୍ତ ଏହି ଦୁଇଟି ରାଶିର ବ୍ୟକ୍ତିବିଶେଷ ଟିକେ ଆଶ୍ଵସନା ଲାଭ କରିବେ ।

କାହିଁକିନା ଏହି ଅବଧିରେ ଆପଣ ଶନି ସାଢ଼େ ସାତିରୁ ଆପଣ ମୁକ୍ତି ପାଇବେ । କାହିଁକିନା ଶନି ଏହି ସମୟରେ ବକ୍ରୀ ଅବସ୍ଥାରେ ମକର ରାଶିରେ ପୁଣି ଥରେ ପ୍ରବେଶ କରିବେ । ଯାହାଦ୍ଵାରା ମିଥୁନ ଏବଂ ତୁଳା ରାଶିର ବ୍ୟକ୍ତି ବିଶେଷମାନଙ୍କ ଠାରେ ଶନି ସାଢ଼େ ସାତି ଦେଖାଯିବ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ଜୀବନ ଚର୍ଚ୍ଚାMore posts in ଜୀବନ ଚର୍ଚ୍ଚା »

Be First to Comment

Leave a Reply

Your email address will not be published. Required fields are marked *