Press "Enter" to skip to content

ଦେଖନ୍ତୁ ଆପଣଙ୍କର ପ୍ରିୟ ଉପସ୍ଥାପିକା Gungunଙ୍କ ବାହାଘରର video

ଓଲିଉଡ ଜଗତରେ ଅନେକ ପ୍ରକାରର କଳାକାର ଅଛନ୍ତି । ସେଥି ମଧ୍ୟରୁ ହିରୋଇନ୍ ଗୁନଗୁନ୍ ସବୁଠାରୁ ନିଆରା । ଗୁନଗୁନ୍ ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ତାଙ୍କର ଅଭିନୟ ବଳରେ ସାରା ଓଡ଼ିଶାର ବାସୀଙ୍କ ଠାରୁ ବହୁତ ଭଲପାଇବା ପାଇଛନ୍ତି । ସେ ଜଣେ ବହୁତ ଭଲ କଳାକାର ଅଟନ୍ତି । ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିତିଛନ୍ତି । ଗୁନଗୁନ୍ ତାଙ୍କ ଜବରଦସ୍ତ ଆକ୍ଟିଂ ମାଧ୍ୟମରେ ସମସ୍ତଙ୍କର ପ୍ରିୟ ହୋଇଛନ୍ତି । ସେ ଅନେକ ସିରିଏଲ ଏବଂ ଫିଲ୍ମ୍ କରିଛନ୍ତି । ସେ ତାଙ୍କ ଫିଲ୍ମ୍ ଏବଂ ସିରିଏଲ ମାନଙ୍କରେ ପୁରା ମଜ୍ଜି ଯାଇ ରୋଲ୍ କରିଥାନ୍ତି ।

ତାଙ୍କ ଆକ୍ଟିଂ ସତ ଭଳି ଲାଗିଥାଏ । ଦର୍ଶକମାନେ ତାଙ୍କ ହସରେ ହସିଥାନ୍ତି ଏବଂ ତାଙ୍କ କାନ୍ଦରେ କାନ୍ଦି ଥାଆନ୍ତି । ସେ ସୁନ୍ଦର ଅଭିନୟ ସହ ବହୁତ ଭଲ ଆଙ୍କରିଂ ମଧ୍ୟ କରିଥାନ୍ତି । ତାଙ୍କ ଆଙ୍କରିଂ ବହୁତ ଭଲ ଅଟେ । ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି । ସେ ଅନେକ ସିରିଏଲରେ ଆଙ୍କରିଂ କରିଛନ୍ତି ।

ତାଙ୍କ ଆଙ୍କରିଙ୍ଗ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି । ତାଙ୍କ ନାଁ ରେ ଆସିଛି ଆଉ ଏକ ନୂଆ ଘୋଷଣା । ସେ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ଆଜି ବିବାହ କରିଛନ୍ତି । ସେ ଜଣେ ବହୁତ ଭଲ କଳାକାର ଅଟନ୍ତି । ତାଙ୍କର ବିବାହ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଯାହା ତାଙ୍କର ସବୁ ଫ୍ୟାନ୍ସମାନଙ୍କ ମନକୁ ବହୁତ ଖୁସି ଦେଇଛି । ସେ ଯାହାକୁ ବିବାହ କରିବାକୁ ଯାଉଛନ୍ତି ତାଙ୍କ ନାମ ହେଉଛି ଅଭିସ୍ମିତ୍ । ଅଭିସ୍ମିତ୍ ଜଣେ ବହୁତ ଭଲ ମଣିଷ ଅଟନ୍ତି । ଗୁନଗୁନ୍ ଏବଂ ଅଭିସ୍ମିତ୍ ଉଭୟ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।ଏବେ ଏକ ଭିଡିଓ ଭାଇରାଲ ହେଇଛି ଯେଉଁଥିରେ ଅଭିସ୍ମିତ୍ ଗୁନଗୁନ୍ ଙ୍କ ମଥାରେ ସିନ୍ଦୂର ଲଗାଇ ଦେଉଛନ୍ତି ।

ଏବଂ ସମସ୍ତ ରୀତି ନୀତିରେ ବିବାହ ସମ୍ପନ୍ନ ହୋଇଛି । ଫ୍ୟାନ୍ସ ମାନେ ଏହି ଭିଡିଓ ଦେଖିକରି ବହୁତ ଖୁସି ଅଛନ୍ତି । ତାଙ୍କ ବିବାହରେ ସମସ୍ତ ସିନେ କଳାକାର ସାମିଲ୍ ହୋଇଛନ୍ତି । ଉଭୟ ବହୁତ ଖୁସି ଅଛନ୍ତି । ତାଙ୍କର ବୈବାହିକ ଜୀବନ ଭଲରେ କଟୁ ଏହା ଭଗବାନଙ୍କ ପାଖରେ ପ୍ରାର୍ଥନା ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published. Required fields are marked *