Press "Enter" to skip to content

Ollywood Updates ଲିପ୍ସା ମିଶ୍ର ବିବାହ ପରେ ଶାଶୁ ଘରେ କେମିତି ଅଛନ୍ତି ଲିପ୍ସା ମିଶ୍ର !

ଆପଣମାନେ ଓଲିଉଡ ଜଗତର ଆକ୍ଟ୍ରେସ ଲିପ୍ସା ମିଶ୍ର ଏବଂ ଆକ୍ଟର ବୁଲୁ ଉଭୟଙ୍କୁ ତ ଜାଣିଥିବେ । ଏଇ ଦୁଇଜଣ ବହୁତ ପପୁଲାର କଳାକାର ଅଟନ୍ତି । ଲିପ୍ସା ମିଶ୍ର ତାଙ୍କ ଜବରଦସ୍ତ ଆକ୍ଟିଂ ମାଧ୍ୟମରେ ସମସ୍ତଙ୍କର ପ୍ରିୟ ହୋଇଛନ୍ତି । ସେ ଅନେକ ସିରିଏଲ ଏବଂ ଫିଲ୍ମ୍ କରିଛନ୍ତି । ସେ ତାଙ୍କ ଫିଲ୍ମ୍ ଏବଂ ସିରିଏଲ ମାନଙ୍କରେ ପୁରା ମଜ୍ଜି ଯାଇ ରୋଲ୍ କରିଥାନ୍ତି । ତାଙ୍କ ଆକ୍ଟିଂ ସତ ଭଳି ଲାଗିଥାଏ । ଦର୍ଶକମାନେ ତାଙ୍କ ହସରେ ହସିଥାନ୍ତି ଏବଂ ତାଙ୍କ କାନ୍ଦରେ କାନ୍ଦି ଥାଆନ୍ତି ।

ଲୋକମାନେ ଜାଣିଥାନ୍ତି ଏହା ଫିଲ୍ମ୍ କି ସିରିଏଲ ବୋଲି କିନ୍ତୁ ତାଙ୍କର ଜବରଦସ୍ତ ଅଭିନୟ ଦେଖି ହଜି ଯାଇଥାନ୍ତି । ସେ ଏତେ ସୁନ୍ଦର ଅଭିନୟ କରନ୍ତି ଯେ ତାଙ୍କ ଅଭିନୟ ଦେଖି ଲୋକମାନେ ତାଙ୍କ ଆକ୍ଟିଂକୁ ବାସ୍ତବତା ବୋଲି ଭାବିଥାନ୍ତି । ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି । ସେ ତାଙ୍କର ସବୁ ସୁଟିଂ ଏବଂ ଅନ୍ୟାନ୍ୟ ଫଟୋ ସବୁବେଳେ ଶେୟାର କରିଥାଆନ୍ତି ।

ବୁଲୁ ପାତ୍ର ମଧ୍ୟ ଜଣେ ବହୁତ ଭଲ କଳାକାର ଅଟନ୍ତି । ସେ ଆଲବମ ଭିଡିଓ କରନ୍ତି ଏବଂ ତା ସହିତ ସିରିଏଲ ମଧ୍ୟ କରିଥାନ୍ତି । ତାଙ୍କ ଜବରଦସ୍ତ ଆକ୍ଟିଂ ମାଧ୍ୟମରେ ସେ ସମଗ୍ର ଓଡ଼ିଶା ବାସୀଙ୍କର ହୃଦୟରେ ଜାଗା ତିଆରି କରିଛନ୍ତି । ସେ ଜଣେ ବହୁତ ଭଲ କଳାକାର ଅଟନ୍ତି । ତାଙ୍କର ଆକ୍ଟିଂ ବହୁତ ଲୋକପ୍ରିୟ ଅଟେ । ତାଙ୍କର ସବୁ ଆଲବମ୍ ବହୁତ ହିଟ୍ ଥାଏ ।

ନିକଟରେ ବୁଲୁ ଏବଂ ଲିପ୍ସାଙ୍କର ବିବାହ ବେଳର ଫଟୋ କିଛି ଭାଇରାଲ ହୋଇଥିଲା । ଯାହାକୁ ଲିପ୍ସା ମିଶ୍ର ତାଙ୍କର ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ସେ ଶେୟାର କରିଛନ୍ତି । ଯେଉଁଥିରେ ସେ ନବ ବଧୂ ବେଶ ଧାରଣ କରିଛନ୍ତି । ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ଏହି ଫଟୋ ଦେଖି ତାଙ୍କର ବାହାଘରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ସତରେ କଣ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ କରିଛନ୍ତି?

ଏଭଳି ପ୍ରଶ୍ନ ଆସୁଥିବା ବେଳେ ସେପଟେ ଅଭିନେତା ବୁଲୁ ମଧ୍ୟ ଲିପ୍ସା ମିଶ୍ରଙ୍କ ସହିତ ବିବାହ ବେଦୀ ଫଟୋ କିଛି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ଆଉ ମଧ୍ୟ ସେ ଲିପ୍ସାଙ୍କୁ ଏହି ଫଟୋ ଟ୍ୟାଗ କରିଛନ୍ତି । ଏହା ପଛରେ କଣ ଥିଲା ସତ୍ୟତା ଆଜି ଜଣା ପଡ଼ିଛି । ଅଭିନେତା ବୁଲୁ ଏବଂ ଅଭିନେତ୍ରୀ ଲିପ୍ସା ବିବାହ କରି ନାହାନ୍ତି । ସେମାନେ ଦୁଇଜଣ ଆଉ ଏକ ନୂଆ ସିରିଏଲରେ ଲିଡ୍ ରୋଲ୍ ରେ ଅଭିନୟ କରୁଛନ୍ତି । ସେମାନେ ଆଉ ଏକ ନୂଆ ସିରିଏଲରେ ଆସୁଛନ୍ତି ।

ଏହି ସିରିଏଲ୍ ଟି ହେଉଛି ସାହାଣୀ ଘରର କାହାଣୀ । ଏଇ ବିବାହ ଫଟୋ ଗୁଡ଼ିକ ଯାହା ଏବେ ବହୁତ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେହି ଫଟୋ ଗୁଡ଼ିକ ହେଉଛି ଏହି ନୂଆ ସିରିଏଲର ସୁଟିଂ ବେଳର ଫଟୋ । ଯାହା ଏବେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ନୂଆ ଧାରାବାହିକ ସମସ୍ତେ ଦେଖନ୍ତୁ ଆଉ ଏହି ଦୁଇ କଳାକାରଙ୍କୁ ବହୁତ ଭଲପାଇବା ଦିଅନ୍ତୁ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published. Required fields are marked *