Press "Enter" to skip to content

Ollywood Updates ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କୁ ଦ୍ଵିତୀୟ ବିବାହ କଲେ ଏହି ହୀରୋ |

ଓଲିଉଡ ଜଗତରେ ଅନେକ ପ୍ରକାରର କଳାକାର ଅଛନ୍ତି । ସେଥି ମଧ୍ୟରୁ ହିରୋଇନ୍ ଲିପ୍ସା ମିଶ୍ର ସବୁଠାରୁ ନିଆରା । ଲିପ୍ସା ମିଶ୍ର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ତାଙ୍କର ଅଭିନୟ ବଳରେ ସାରା ଓଡ଼ିଶାର ବାସୀଙ୍କ ଠାରୁ ବହୁତ ଭଲପାଇବା ପାଇଛନ୍ତି । ସେ ଜଣେ ବହୁତ ଭଲ କଳାକାର ଅଟନ୍ତି । ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିତିଛନ୍ତି । ଲିପ୍ସା ମିଶ୍ର ତାଙ୍କ ଜବରଦସ୍ତ ଆକ୍ଟିଂ ମାଧ୍ୟମରେ ସମସ୍ତଙ୍କର ପ୍ରିୟ ହୋଇଛନ୍ତି । ସେ ଅନେକ ସିରିଏଲ ଏବଂ ଫିଲ୍ମ୍ କରିଛନ୍ତି ।

ସେ ତାଙ୍କ ଫିଲ୍ମ୍ ଏବଂ ସିରିଏଲ ମାନଙ୍କରେ ପୁରା ମଜ୍ଜି ଯାଇ ରୋଲ୍ କରିଥାନ୍ତି । ତାଙ୍କ ଆକ୍ଟିଂ ସତ ଭଳି ଲାଗିଥାଏ । ଦର୍ଶକମାନେ ତାଙ୍କ ହସରେ ହସିଥାନ୍ତି ଏବଂ ତାଙ୍କ କାନ୍ଦରେ କାନ୍ଦି ଥାଆନ୍ତି ।

ଲୋକମାନେ ଜାଣିଥାନ୍ତି ଏହା ଫିଲ୍ମ୍ କି ସିରିଏଲ ବୋଲି କିନ୍ତୁ ତାଙ୍କର ଜବରଦସ୍ତ ଅଭିନୟ ଦେଖି ହଜି ଯାଇଥାନ୍ତି । ସେ ଏତେ ସୁନ୍ଦର ଅଭିନୟ କରନ୍ତି ଯେ ତାଙ୍କ ଅଭିନୟ ଦେଖି ଲୋକମାନେ ତାଙ୍କ ଆକ୍ଟିଂକୁ ବାସ୍ତବତା ବୋଲି ଭାବିଥାନ୍ତି । ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି । ସେ ତାଙ୍କର ସବୁ ସୁଟିଂ ଏବଂ ଅନ୍ୟାନ୍ୟ ଫଟୋ ସବୁବେଳେ ଶେୟାର କରି ଥାଆନ୍ତି ।

ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ସେ ଶେୟାର କରିଛନ୍ତି । ଯେଉଁଥିରେ ସେ ନବ ବଧୂ ବେଶ ଧାରଣ କରିଛନ୍ତି । ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ଏହି ଫଟୋ ଦେଖି ତାଙ୍କର ବାହାଘରକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସତରେ କଣ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ କରିଛନ୍ତି?

ଯଦି ହଁ ହଠାତ୍ କାହିଁକି ଏମିତି ଲିପ୍ସା ବିବାହ କରିଲେ? ଏହା ପଛରେ କଣ ରହିଛି କାରଣ? ଆଉ ଏମିତି ଫଟୋ ପଛରେ କଣ ସତ୍ୟତା ଅଛି? ଅଭିନେତା ବୁଲୁ ମଧ୍ୟ ଲିପ୍ସା ମିଶ୍ରଙ୍କ ସହିତ ବିବାହ ବେଦୀ ଫଟୋ କିଛି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ଆଉ ମଧ୍ୟ ସେ ଲିପ୍ସାଙ୍କୁ ଏହି ଫଟୋ ଟ୍ୟାଗ କରିଛନ୍ତି ।

ଏହା ସହିତ ଏହି ପୋଷ୍ଟରେ ମଧ୍ୟ ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର ଉଲ୍ଲେଖ କରିଛନ୍ତି, ଆଜି ମୋ ଦିଦିର ବାହାଘର । ଆପଣମାନେ ତାକୁ ଆର୍ଶୀବାଦ ଦେବେ ନା । ଏମିତି କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିନ୍ତୁ ଏହା ନେଇ ଲିପ୍ସା ମିଶ୍ର କିଛି ସ୍ପଷ୍ଟ କରିନାହାନ୍ତି । ଲିପ୍ସା ମିଶ୍ରଙ୍କର ବିବାହ ହୋଇଛି ନା ନାହିଁ ସେ ତାହା ମଧ୍ୟ ସ୍ପଷ୍ଟ କରି ନାହାନ୍ତି । ଏହି ଫଟୋ ପଛରେ କଣ ସତ୍ୟତା ଅଛି ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published. Required fields are marked *