Press "Enter" to skip to content

state bank ତରଫରୁ ଆସିଲା ବଡ଼ ଖବର ମାର୍ଚ୍ଚ ସୁଦ୍ଧା ଏସବୁ ନ କଲେ ବନ୍ଦ ହୋଇପାରେ bank ସେବା ।।

ଦେଶରେ ସବୁଠାରୁ ଟ୍ରାଞ୍ଜାକ୍ସନ୍ କରୁଥିବା
ବ୍ୟାଙ୍କ୍ ହେଉଛି ଷ୍ଟେଟ୍ ବ୍ୟାଙ୍କ୍ ଅଫ ଇଣ୍ଡିଆ । ଷ୍ଟେଟ୍ ବ୍ୟାଙ୍କ୍ ତାର ଗ୍ରାହକ ମାନଙ୍କ ପାଇଁ ନେଇ ଆସିଛି ଏକ ବଡ଼ ଖବର । ଗ୍ରାହକ ମାନଙ୍କୁ ଆଲର୍ଟ କରିଛନ୍ତି ୨୦୨୨ ମସିହା ମାର୍ଚ୍ଚ ୨୨ ତାରିଖରୁ ଏହି ସବୁ କାମ କରିବାକୁ ନୋଟିସ ଜାରି କରିଛି । ଆସନ୍ତୁ ଜାଣିବା କଣ ପାଇଁ ଏ ନୋଟିସ । ୨୦୨୨ ମସିହା ମାର୍ଚ୍ଚ ୨୨ ତାରିଖ ପୂର୍ବରୁ ଆଧାର ସହିତ ପ୍ୟାନ କାର୍ଡର ଲିଙ୍କ୍ କରିବାକୁ ଗ୍ରାହକଙ୍କୁ ନୋଟିସ ଜାରି କରିଛି ଷ୍ଟେଟ୍ ବ୍ୟାଙ୍କ୍ ଅଫ ଇଣ୍ଡିଆ । ଏହା ସହିତ ବ୍ୟାଙ୍କ୍ ଆକାଉଣ୍ଟ ସହ ଏହାକୁ ତୁରନ୍ତ ଲିଙ୍କ୍ କରିବାକୁ ଷ୍ଟେଟ୍ ବ୍ୟାଙ୍କ୍ ଟ୍ୱିଟ୍ କରି ଜଣାଇଛି । ଏହା ନ କରିଥିଲେ ଗ୍ରାହକଙ୍କର ବ୍ୟାଙ୍କ୍ ସେବା ବନ୍ଦ ହୋଇପାରେ ବୋଲି କୁହାଯାଇଛି ।

ପ୍ୟାନ୍, ଆଧାର କାର୍ଡ ଲିଙ୍କ୍ କରିବେ କିପରି?

ପ୍ରଥମେ ଇନକମ୍ ଟ୍ୟାକ୍ସର ୱେବ୍ ସାଇଟ୍ www.incometaxindiaefiling.gov.in/home ରେ click କରନ୍ତୁ । ତାପରେ ବାମ ପଟେ link Aadhaar ର ବିକଳ୍ପ ଦେଖାଯିବ ।ଏହା ଉପରେ click କରିବା ପରେ ଏକ ନୂଆ ପେଜ୍ ଖୋଲାଯିବ । ଯେଉଁଠାରେ ଆପଣଙ୍କୁ ପ୍ୟାନ, ଆଧାର ଅନୁସାରେ ଆପଣଙ୍କ ନାଁ ଏବଂ ସମସ୍ତ ତଥ୍ୟ ଭରିବାକୁ ପଡିବ । ଯଦି ଆପଣଙ୍କ ଆଧାର କାର୍ଡରେ ଜନ୍ମ ତାରିଖ ରହିଛି ତେବେ I have only year of birth in aadhaar card ବକ୍ସ ଉପରେ ଠିକ୍ କରନ୍ତୁ ।

(Sumbit) ସମ୍ବିଟ କରି ସାରିବା ପରେ ଆପଣଙ୍କ ମୋବାଇଲକୁ ଏକ OTP ଆସିବ । OTP ନମ୍ବର ଭରି ଲିଙ୍କ୍ ଆଧାର ଅପ୍ସନକୁ click କରିଲେ । ଆପେଆପେ ଆପଣଙ୍କର ପ୍ୟାନ କାର୍ଡ ଏବଂ ଆଧାର କାର୍ଡ ଲିଙ୍କ୍ ହୋଇଯିବ ।

ୱେବ୍ ସାଇଟ୍ ବ୍ୟତୀତ ପ୍ୟାନ କାର୍ଡ ଏବଂ ଆଧାର କାର୍ଡ ଲିଙ୍କ୍ ଆପଣ SMS ଦ୍ଵାରା ମଧ୍ୟ କରିପାରିବେ ।

ପ୍ରଥମେ ମୋବାଇଲର ମେସେଜ ବକ୍ସକୁ ଯାଇ ଟାଇପ କରନ୍ତୁ UIDPAN(12- digit Aadhaar)(10-digitPAN)। (୧୨ ଟି ଆଧାର କାର୍ଡ ଡିଜିଟ ଏବଂ ୧୦ ଟି ପ୍ୟାନ କାର୍ଡ ଡିଜିଟ) ଲେଖି ମେସେଜକୁ ୫୬୭୬୭୮ କିମ୍ବା ୫୬୧୬୧ କୁ ପଠେଇ ଦିଅନ୍ତୁ ।କେବଳ ଏତିକି କଲେ ପ୍ୟାନ, ଆଉ ଆଧାର ଲିଙ୍କ୍ ହୋଇଯିବ । ଆଉ ଆପଣ ବ୍ୟାଙ୍କ୍ ଆକାଉଣ୍ଟ ସହ ଅପଡେଟ କରିପାରିବେ । ପୂର୍ବରୁ ଆକାଉଣ୍ଟ ସହ ପ୍ୟାନ ଏବଂ ଆଧାର କାର୍ଡ ଲିଙ୍କ୍ ସମୟ ସୀମା ୨୦୨୧ ସେପ୍ଟେମ୍ୱର ୩୦ ତାରିଖ ପର୍ଯ୍ୟନ୍ତ କରାଯାଇଥିଲା । ଏବେ ଏହି ନିୟମକୁ ୨୦୨୨ ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବା

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *