Press "Enter" to skip to content

Shocking video : ସ୍ୱାମୀର ଗୁପ୍ତାଙ୍ଗ କାଟିଦେଲା ସ୍ତ୍ରୀ ଦେଖନ୍ତୁ video ।।

ଆଜିକାଲି ଦୁନିଆରେ ଏମିତି ସବୁ ଘଟଣା ଘଟୁଛି ଯାହା କଳ୍ପନା ବାହାରେ । ଯେତେବେଳେ ସ୍ବାମୀ ସ୍ତ୍ରୀ କୁ କୌଣସି କାରଣରୁ ହ-ତ୍ୟା କରିଦେଉଛି ତ ଆଉ କଉଠି ସ୍ତ୍ରୀ ସ୍ୱାମୀକୁ ହ-ତ୍ୟା କରୁଛି । ସତେ ଯେମିତି ମଣିଷ ଜୀବନ କିଛି ନୁହେଁ । ଲୋକମାନେ ରାଗି କରି ଏମିତି ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ଯାହା ସ୍ୱପ୍ନରେ ବି ଭାବି ପାରିବ ନାହିଁ । କେତେ ଜଣ ଏମିତି ସବୁ ନିନ୍ଦନୀୟ କାମ କରୁଛନ୍ତି ଯାହା ଲଜ୍ୟାସ୍ପଦ ଅଟେ । ଆଉ କିଛି ଲୋକ ଅଛନ୍ତି ଏମିତି ମରଣାତ୍ମକ ଆକ୍ରମଣ କରୁଛନ୍ତି ଯାହା କଳ୍ପନା ବାହାରେ ।

ଏମିତି କାମ କରିବା ପୁର୍ବରୁ ତାଙ୍କ ମାନଙ୍କୁ କଣ ଟିକେ ବି ଡର ଲାଗେ ନାହିଁ? ଏମିତି କାମ କରିବାକୁ ତାଙ୍କର ସାହାସ ହୁଏ କିପରି? ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବିହାର ରାଜ୍ୟର ପାଟନାରେ । ଏହା ଏକ ବଡ଼ ଆଶ୍ଚର୍ଯ୍ୟଜନକ ଘଟଣା ଅଟେ । ସ୍ତ୍ରୀ ଜଣକ ଏଭଳି କାମ କରିଛନ୍ତି ଯାହା ବହୁତ ନିନ୍ଦନୀୟ ଅଟେ ।

ସେହି ଅଞ୍ଚଳରେ ଜଣେ ମହିଳା ରାତିରେ ଶୋଇଥିବା ସମୟରେ ତାଙ୍କ ସ୍ବାମୀଙ୍କର ଯୌ-ନାଙ୍ଗ କାଟି ଦେଇଛନ୍ତି । ହଠାତ୍ ଆକ୍ରମଣ ଯୋଗୁଁ ସ୍ବାମୀ କିଛି ବୁଝି ପାରିନଥିଲେ । ଯେତେବେଳେ ସ୍ବାମୀ ଜଣକ ଆଖି ଖୋଲିଲେ ଦେଖିଲେ ତାଙ୍କ ସ୍ତ୍ରୀ ହାତରେ ଏକ ଛୁରୀ ଧରିଛନ୍ତି । ତାଙ୍କ ସ୍ତ୍ରୀ ତାଙ୍କୁ ଆକ୍ରମଣ କରିଥିବା ଦେଖି ମଧ୍ୟ ନିଜ ଅବସ୍ଥା ବିଗୁଡ଼ି ଥିବାର ଦେଖି ସ୍ବାମୀ ଜଣକ ପୋଲିସ ଥାନାରେ ପହଂଚିଲେ । ତାପରେ ପୋଲିସ ଆହତ ସ୍ବାମୀ ଜଣଙ୍କୁ ହସ୍ପିଟାଲରେ ଚିକିତ୍ସିତ ହେବା ପାଇଁ ସେଠାକୁ ନେଇଗଲେ ।

ତାପରେ ପୋଲିସ ଏହି ଅଭିଯୋଗର ତଦନ୍ତ ଆରମ୍ଭ କରିଦେଲେ । କୁହାଯାଇଛି ଯେ ସ୍ବାମୀ ସ୍ତ୍ରୀଙ୍କର ସମ୍ପର୍କ ଭଲ ନଥିଲା । ଉଭୟ ମଧ୍ୟରେ ଅନେକ ଥର ଝଗଡ଼ା ହୋଇଥିଲା । ପଞ୍ଚାୟତ ମଧ୍ୟ ବସିଥିଲା । ତାପରେ ମାମଲା ଶାନ୍ତ ହୋଇଥିଲା । ଫୁଲୁୱାଡି ଶ୍ରମିକ ହକେପୂର୍ ରେହେମନ୍ କହିଛନ୍ତି ଯେ, ଆହତଙ୍କ ଦ୍ଵାରା ଏକ ଲିଖିତ ଅଭିଯୋଗ କରାଯାଇଛି ।ଯେଉଁଥିରେ ତାଙ୍କ ପତ୍ନୀ ଖାଇବାରେ ବିଷ ଦେଇ ସ୍ବାମୀଙ୍କର ଗୁପ୍ତାଙ୍ଗ ଉପରେ ଆକ୍ରମଣ କରିଛନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବା

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *