Press "Enter" to skip to content

Ollywood update ଏଇ ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ମୃ-ତ୍ୟୁରେ ଖେଳି ଯାଇଛି ଦୁଃଖର ଲହରୀ ଜାଣନ୍ତୁ ସିଏ କିଏ ।

ଦୁନିଆରେ କେତେବେଳେ କାହା ସହିତ କଣ ହେବ କିଏ ବା ଜାଣିଛି । କେତେବେଳେ କାହା ସହିତ କଣ ଅଘଟଣ ଘଟି ଯାଉଛି କିଏ ଜାଣିଛି । କେତେବେଳେ କାହାର ଶୁଭ ହେଉଛି ତ ଆଉ କାହାର ଅଶୁଭ । କିଏ ଉଚ୍ଚପଦ ପାଉଛି ତ ଆଉ କିଏ ତଳକୁ ଖସି ଯାଉଛି । କିଏ ଦୁର୍ଘଟଣାରେ ବଞ୍ଚି ଯାଉଛି ତ ଆଉ କିଏ ମୃ-ତ୍ୟୁବରଣ କରୁଛି । ସବୁ ସେଇ ଭାଗ୍ୟର ଗତି ଅଟେ । ଭାଗ୍ୟର ମୋଡ଼ ଯୁଆଡେ ଯାହାକୁ ନେଇକି ଯାଉଛି ସେମାନେ ସିଆଡେ ଯାଉଛନ୍ତି ।

କଣ୍ଠଶିଳ୍ପୀଙ୍କ ମୃ-ତ୍ୟୁରେ ଦୁଃଖର ଲହରୀ ଖେଳିଯାଇଛି ସମଗ୍ର ବିଶ୍ୱବାସୀଙ୍କ ମନରେ । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତିର ଦେଶ ।ନାଚ ହେଉବା ଗୀତ ଭାରତ ସବୁବେଳେ ଆଗରେ ।ସାଧାରଣ ଲୋକଟିଏ ମରିଲେ କେହି ଲୁହ ଗଡ଼ାଇ ନଥାନ୍ତି ।

କିନ୍ତୁ ଜଣେ ସେଲିବ୍ରେଟୀ ମାରିଲେ ତାଙ୍କ ପାଇଁ ସାରା ଦେଶବାସୀ ଲୁହ ଝରାଇ ଥାଆନ୍ତି । କାରଣ ସେ ତାଙ୍କର କଳାକୁ ଲୋକଙ୍କ ଆଗରେ ପ୍ରଦର୍ଶନ କରି ଲୋକପ୍ରିୟ ହୋଇଥାନ୍ତି ।ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କର ଝିଅଙ୍କର ଗତବର୍ଷ ଦେହାନ୍ତ ହୋଇଥିଲା । ଏବଂ ସେବେଠାରୁ ତାଙ୍କର ଦେହ ଅସୁସ୍ଥ ଥିଲା ।କିଛି ଦିନ ପର୍ବରୁ ତାଙ୍କ ଦେହ ହଠାତ୍ ଖରାପ ହେବା ପରେ ତାଙ୍କୁ ବିମାନ ବନ୍ଦର ରୋଡରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଯେଉଁଠି ସେ ଦେହ ତ୍ୟାଗ କରିଛନ୍ତି । ତାଙ୍କ ମୃ-ତ୍ୟୁରେ ସାରା ସିନେ ଜଗତ, ସଙ୍ଗୀତ ଜଗତରେ ଶୋକର ଲହରୀ ଖେଳି ଯାଇଛି । ୭୭ ବର୍ଷୀୟା ଏହି କଣ୍ଠଶିଳ୍ପୀଙ୍କୁ ସାରା ସଙ୍ଗୀତ ଜଗତ ଆଜି ଝୁରୁଛି । ସଙ୍ଗୀତକାର ଗୁରୁମିତ୍ କହିଛନ୍ତି ସେହି ମହିଳା ଯେବେଠୁ ଗୀତ ଗାଇବାରେ ପାଦ ଦେଇଥିଲେ ଆଜି ଯାଏ ସେ ନିଜର ସଂସ୍କୃତିକୁ ବଞ୍ଚାଇବା ପାଇଁ ଗୀତ ଗାଇଛନ୍ତି।

କଣ୍ଠଶିଳ୍ପୀ ଗୁରୁମିତ୍ ୱହାଙ୍କର ଦେହାନ୍ତ ହୋଇଛି । ଗୁରୁମିତ୍ ୱହାଙ୍କର ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଦୁଃଖର ଲହରୀ ଖେଳିଯାଇଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବା

More from OllywoodMore posts in Ollywood »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *