Press "Enter" to skip to content

Special Report : ବିବାହ ପୂର୍ବରୁ ଯୁବତୀ ଜଣକ ଜିମ୍ ସେଣ୍ଟରରେ କରିଲେ ଏମିତି କାମ ଦେଖନ୍ତୁ video ।

ପୁରୁଣା ଯୁଗରେ ବିବାହ ପୂର୍ବରୁ ପୁଅ ଝିଅମାନେ କେହି କାହାକୁ ଦେଖୁ ନଥିଲେ । କିନ୍ତୁ ଆଜିକା ଯୁଗରେ ବିବାହ ପୂର୍ବରୁ ପୁଅଝିଅ ମାନେ ରିଙ୍ଗ ସେରେମନି, ପ୍ରି ୱେଡ଼ିଂ ସୁଟିଂ ଆଦି କରୁଛନ୍ତି । ଯୁଗ ସହ ତାଳ ମିଳେଇ ଚଳୁଛନ୍ତି ଆଜିକାର ଲୋକମାନେ । ବାହାଘର ପୂର୍ବରୁ ବର କନିଆଁ ତାଙ୍କର ପ୍ରତିଟି ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଫଟୋ ସୁଟ ଏବଂ ପ୍ରି ୱେଡିଙ୍ଗ ଭିଡିଓ ବନାଇଥାନ୍ତି । ସମସ୍ତେ ଚାହାଁନ୍ତି କି ନିଆରା ଢ଼ଙ୍ଗରେ ଫଟୋ ସୁଟ୍ କରିବା ପାଇଁ ଏଥିପାଇଁ ବିଭିନ୍ନ ପ୍ରକାରର ପର୍ଯ୍ୟଟନ ସ୍ଥଳୀକୁ ଯାଇ ଫଟୋ ସୁଟ୍ କରିଥାନ୍ତି । କିନ୍ତୁ ଏବେ ଭାଇରାଲ୍ ହେଉଥିବା ଜଣେ ଯୁବତୀ ଏପରି ସ୍ୱାଗ ଦେଖାଇଛନ୍ତି ଯାହା ସମସ୍ତଙ୍କ ହୋସ ଉଡାଇ ଦେଇଛି ।

ନିଜର ବିବାହ ପୂର୍ବରୁ କନିଆଁ ଜିମ୍ ରେ ପହଞ୍ଚି ଡମ୍ବଲ୍ସ ଧରି ବାଇସେଫ୍, ଡାଇସେଫ୍ ଏବଂ ୟୁକ୍ଲାଇଁନ ଜେଷ୍ଟପେସ ମାରି ଡୋଲେ ସୋଲେ ଦେଖାଇ ଫଟୋ ସୁଟ୍ କରିଥିବାର ନଜର ଆସିଥିଲେ । ସବୁଠୁ ବଡ଼ କଥା ହେଉଛି ଦେହରେ ଶାଢ଼ୀ, ହାତରେ ଚୁଡ଼ି, ମଥାରେ ସିନ୍ଥି ପିନ୍ଧି ପାଖାପାଖି ୩୫ କେ.ଜିର ଡମ୍ବଲ୍ସ ଧରି ୱାର୍କ ଆଉଟ୍ କରିଥିଲେ ।

ଏହା ସେଠାରେ ଥିବା ବଡି ବିଲ୍ଡରସଙ୍କୁ ଆଶର୍ୟ୍ଯ ଚକିତ କରିଦେଇଥିଲା । ବାସ୍ତବରେ ପ୍ରି ୱେଡ଼ିଙ୍ଗ ସୁଟ୍ ରେ କିଛି ଅଲଗା କରିବା ପାଇଁ ଯୁବତୀ ଜଣକ ଏପରି କରିଥିଲେ । ଜିମ୍ ରେ ବ୍ୟାୟାମ କରି ଫଟୋ ସୁଟ୍ କରିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଜଣେ IPS ଅଧିକାରୀ ରୂପିନ୍ ଶର୍ମା ଟ୍ୱିଟ୍ କରିଛନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବା

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *