Press "Enter" to skip to content

Ollywood Updates : ଦ୍ଵିତୀୟ ବିବାହ କରିଲେ ଅସୀମା ପଣ୍ଡା କାରଣ କଣ ଜାଣନ୍ତୁ ।।

ଆପଣମାନେ ସମସ୍ତେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ନିଶ୍ଚୟ ଜାଣିଥିବେ । ସେ ତାଙ୍କ ଗୀତର ଯାଦୁରେ ସମସ୍ତ ଦର୍ଶକଙ୍କ ହୃଦୟକୁ ଜିତିଛନ୍ତି ।ସେ ଜଣେ ଓଡ଼ିଆ କଣ୍ଠଶିଳ୍ପୀ । ସେ ମୁଖ୍ୟତଃ ଓଡ଼ିଆ ଏବଂ ସମ୍ବଲପୁରୀ ଗୀତ ଗାଆନ୍ତି । ଅସୀମା ଓଡ଼ିଆ ଆଲବମ୍, ଭଜନ ଓ କଥାଚିତ୍ର ଜଗତରେ ଜଣେ ଜଣାଶୁଣା ଗାୟିକା । ଅସୀମା ପଣ୍ଡା ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଗୀତ ଗାଇବା ଆରମ୍ଭ କରିଥିଲେ । ଓଡ଼ିଆ କଥାଚିତ୍ର ହରି ଓମ୍ ହରିରେ ସେ ପ୍ରଥମଥର ପାଇଁ ଓଡ଼ିଆ କଥାଚିତ୍ର ପାଇଁ ଗୀତ ଗାଇଥିଲେ ।

ଅସୀମା ଓଡ଼ିଆ କଥାଚିତ୍ର ବ୍ୟତୀତ ବିଭିନ୍ନ ଆଲବମ୍ ଗୀତ ଏବଂ ଭଜନରେ କଣ୍ଠଦାନ କରିଛନ୍ତି । ପ୍ରାର୍ଥନା ଟିଭିରେ ପ୍ରସାରିତ ଭଜନ ଅନ୍ତାକ୍ଷରୀ, ପ୍ରାର୍ଥନା ମଞ୍ଚ ଭଳି କାର୍ଯକ୍ରମରେ ଭଜନ ପରିବେଷଣ କରନ୍ତି ।
କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ନେଇ ଆସିଛି ଆଉ ଏକ ବଡ଼ ଖବର । ଆସନ୍ତୁ ଜାଣିବା।

ଅସୀମା ପଣ୍ଡା ଜଣେ ସତ ହୃଦୟର ବ୍ୟକ୍ତି । ସେ ଜଣେ ବହୁତ ଭଲ ମଣିଷ ଅଟନ୍ତି । ଏବେ ସୋସିଆଲ ମିଡିଆରେ ଅସୀମା ପଣ୍ଡାଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ସମ୍ବଲପୁରୀ ଶାଢ଼ୀ ପିନ୍ଧିଛନ୍ତି, ମଥାରେ ସିନ୍ଥୀ, ହାତରେ ଚୁଡ଼ି ପିନ୍ଧି କରି ସଜବାଜ ହୋଇ ନାଚୁଛନ୍ତି । ସେ ସେହି ବେଶରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି ।

ସେ ଏହି ଭିଡିଓରେ ବହୁତ ଖୁସି ଜଣାପଡୁଛନ୍ତି । ଗୁଜବ ଉଠୁଛି କି କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କର ଦ୍ଵିତୀୟ ବିବାହ ହେଉଛି । ସତରେ କଣ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଦ୍ଵିତୀୟ ବିବାହ କରୁଛନ୍ତି? ଏହାର କିଛି ସତ୍ୟତା ଏ ପର୍ଯ୍ୟନ୍ତ ମିଳିନାହିଁ । ଏହା କଣ କୌଣସି ସଙ୍ଗୀତର ଆଉଟ୍ ଲୁକ୍ ଅଟେ । ଏହା ପଛରେ କି ରହସ୍ୟ ଅଛି ଏ ଯାଏ କିଛି ଜଣାପଡୁନାହିଁ । ଦେଖାଯାଉ ଏହା ସମ୍ପର୍କରେ ଆମ ପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା କଣ କହୁଛନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବା

More from OllywoodMore posts in Ollywood »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *