Press "Enter" to skip to content

pm kishan ସମ୍ମାନ ନିଧି ଯୋଜନାରେ ଚାଷୀ ପାଇବେ୪ ହଜାର ଟଙ୍କା|ନ ମିଳିଥିଲେ କରନ୍ତୁ ଏହି କାମ

ପିଏମ କିଷାନ ଯୋଜନାକୁ ନେଇ ଆସିଲା ଏକ ବଡ଼ ଖବର। ମିଳିବାକୁ ଯାଉଛି ଦଶମ କିସ୍ତି। କିଛିଦିନ ମଧ୍ୟରେ କେନ୍ଦ୍ର ସରକାର ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୦ମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଦେବାକୁ ଯାଉଛନ୍ତି। କେନ୍ଦ୍ର ସରକାର ଏହି ଯୋଜନାରେ ପ୍ରତିବର୍ଷ କୃଷକଙ୍କୁ ୬୦୦୦ ଟଙ୍କା ଲେଖାଏଁ ପଠାଉଛନ୍ତି । ପ୍ରତି ୪ ମାସରେ ଥରେ କୃଷକଙ୍କ ଖାତାକୁ ୨୦୦୦ ଟଙ୍କା ଲେଖାଏଁ ଆସିଥାଏ। ଏପର୍ଯ୍ୟନ୍ତ କୃଷକଙ୍କ ଖାତାକୁ ୯ ଟି କିସ୍ତି ଆସି ସାରିଛି। ଏବେ ଏବେ ୧୦ ମ କିସ୍ତି ଆସିବାକୁ ଯାଉଛି ।

ତେବେ ଏହି ଦଶମ କିସ୍ତି ପାଇଁ ଆପଣଙ୍କ ଷ୍ଟାଟସ ଏବେ ଠାରୁ ଚେକ୍ କରିନିଅନ୍ତୁ । ପ୍ରଥମେ ପିଏମ କିଷାନ ଯୋଜନା ୱେବସାଇଟ କୁ ଯାଇ “ଫାର୍ମର୍ଷ କର୍ଣ୍ଣର” ରେ କ୍ଲିକ୍ କରନ୍ତୁ।

ଏହାପରେ “ବେନେଫିଶିଆରିଶ୍ ଲିଷ୍ଟ” କୁ ଯାଇ ନିଜ ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗାଁ ସିଲେକ୍ଟ କରି “ଗେଟ୍ ରିପୋର୍ଟ” ରେ କ୍ଲିକ୍ କରନ୍ତୁ। ଏହାପରେ ଲାଭାର୍ଥୀଙ୍କ ସମ୍ପୂର୍ଣ୍ଣ ଲିଷ୍ଟ ମଳିଯିବ । ଏଥିରେ ଆପଣଙ୍କ ନାମ ଚେକ୍ କରିପାରିବେ। ଯଦି ତାଲିକାରେ ଆପଣଙ୍କ ନାମ ନାହିଁ ତେବେ ଆପଣଙ୍କ ଡକ୍ୟୁମେଣ୍ଟରେ କିଛି ଭୁଲ ରହିଛି।

ଅନେକ ସମୟରେ ଡକ୍ୟୁମେଣ୍ଟରେ ଭୁଲ୍ ଥିଲେ ଏଭଳି ହୋଇଥାଏ। ତେଣୁ ଏହାକୁ ସୁଧାରିବା ପାଇଁ ଆପଣ ଆବେଦନ କରିପାରିବେ। ପ୍ରଥମେ ପିଏମ କିଷାନ ଅଫିସିଆଲ ୱେବସାଇଟକୁ ଯାଇ “ଫାର୍ମର୍ଷ କର୍ଣ୍ଣର” ରେ “ଏଡିଟ୍ ଆଧାର ଡିଟେଲ୍ସ” ରେ କ୍ଲିକ କରନ୍ତୁ । ନିଜ ଆଧାର ନମ୍ବର ଦେଇ କ୍ୟାପଚା କୋର୍ଡ ଭରି ସବମିଟ କରନ୍ତୁ। ଯଦି ଏଠାରେ ଆପଣଙ୍କୁ କିଛି ଭୁଲ ଦେଖାଯାଏ ତେବେ ଏହାକୁ ଅନଲାଇନରେ ଠିକ କରାନ୍ତୁ। ଯଦି ସମ୍ଭବ ହେଉନାହିଁ ତେବେ କୃଷି ବିଭାଗ କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *