Press "Enter" to skip to content

ପ୍ରଧାନମନ୍ତ୍ରୀ kissan samman nidhi yojana । ଜମି ନ ଥିଲେ ମିଳିବ ଟଙ୍କା କରନ୍ତୁ ଏହି କାମ

ଦେଶର ସମସ୍ତ ପିଏମ କିସାନ ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଯାଇଛି ପ୍ରଧାନମନ୍ତ୍ରୀଙ୍କ ତରଫରୁ ବହୁତ ବଡ଼ ଗୁରୁତ୍ବପୂର୍ଣ୍ଣ ଅପଡେଟ। ବଦଳିଲା ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଯୋଜନାର ରୂପରେଖ। ଦଶମ କିସ୍ତିରେ ଏହି ଚାଷୀମାନେ ପାଇପାରିବେ ସମ୍ପୂର୍ଣ୍ଣ ଲାଭ। ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଯୋଜନାର ନବମ କିସ୍ତି ଟଙ୍କା କେନ୍ଦ୍ର ସରକାର ପୂର୍ବରୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇସାରିଛନ୍ତି। ତେବେ ବର୍ତ୍ତମାନ ଦଶମ କିସ୍ତି ଟଙ୍କା ମଧ୍ୟ ଖୁବଶୀଘ୍ର ମିଳିବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ କେନ୍ଦ୍ର ସରକାର ବଡ଼ ଧରଣର ଅଦଳବଦଳ କରିଛନ୍ତି।

ଯୋଜନା ଆରମ୍ଭରେ କେବଳ ସେହି ଚାଷୀ ଯୋଗ୍ୟ ବିବେଚିତ ଥିଲେ ଯେଉଁମାନଙ୍କ ପାଖରେ ଦୁଇ ହେକ୍ଟର ବା ପାଞ୍ଚ ଏକର ପର୍ଯ୍ୟନ୍ତ ଚାଷ ଉପଯୋଗୀ ଜମି ଥିଲା। କିନ୍ତୁ ଏବେ ସରକାର ଏହି ଜମି ସୀମା ଉଠାଇ ଦେଇଛନ୍ତି। ଅର୍ଥାତ ଏବେ ସମସ୍ତ ଚାଷୀଙ୍କୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରାଯିବ।

ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଥିବା ଚାଷୀ ତଥା ପୂର୍ବରୁ ଜଡ଼ିତ ଥିବା ଚାଷୀଙ୍କୁ ନୂତନ ଭାବେ ପଞ୍ଜିକରଣ କରିବାକୁ ହେବ। ସେମାନଙ୍କୁ ନିଜ ରାସନ୍ କାର୍ଡର ସଫ୍ଟ୍ କପିକୁ ପୋର୍ଟାଲ୍ ରେ ଅପଲୋଡ଼ କରିବାକୁ ହେବ। ଯାଞ୍ଚ୍ ପରେ ପରିବାରର କୌଣସି ସଦସ୍ୟଙ୍କୁ ଏହି ଯୋଜନାର ସୁବିଧା ମିଳିବ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *