Press "Enter" to skip to content

Ollywood ବିଦାୟୀ ବେଳେ ଭୋ ଭୋ ହୋଇ କାନ୍ଦିଲେ somalin ଦେଖନ୍ତୁ video

ଯଦି ଆପଣ ମାନେ ଓଲିଉଡ଼ ପ୍ରେମୀ ହୋଇଥିବେ, ଓଡ଼ିଆ ଧାରାବାହିକ, ରିଆଲିଟି ସୋ ଆଦି ଦେଖିବାକୁ ପସନ୍ଦ କରୁଥିବେ, ତେବେ ଆପଣ ଜ୍ୟାକଲିନ ଓ ସୋମାଲିନଙ୍କୁ ତ ନିଶ୍ଚୟ ଜାଣିଥିବେ। ପୂର୍ବରୁ ଅଭିନେତ୍ରୀ ଜ୍ୟାକଲିନ ଅଭିନେତା ଅରିନ୍ଦମଙ୍କୁ ବିବାହ କରିବା ପରେ ଏବେ ବିବାହ ହୋଇଛି ସୋମାଲିନଙ୍କର। ଗତକାଲି ସୋମାଲିନ ଓ ନିଶିଥଙ୍କ ଶୁଭ ବିବାହ ଥିଲା ।

ଏହି ଶୁଭ ଅବସରରେ ସୋମାଲିନଙ୍କ ଘରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଝିଅଟିଏ ଯେତେବେଳେ ବାହାଘର ହୋଇକରି ଶାଶୁ ଘରକୁ ଯାଏ । ସେ ତାର ବିଦାୟୀ ସମୟରେ ବାପଘରର ସବୁ କଥା ମନେ ପକାଇ ଭୋ ଭୋ କାନ୍ଦିକରି ଶାଶୁ ଘରକୁ ଯାଇଥାଏ ।

ଠିକ୍ ଆଜି ସେମିତି ସୋମାଲିନଙ୍କର କାନ୍ଦିବାର ଭିଡିଓ ଆସିଛି । ସୋମାଲିନ୍ ଗତକାଲି ବିବାହ କରିଥିଲେ ଏବଂ ତାଙ୍କର ବିଦାୟୀ ବେଳେ ସେ ଭୋ ଭୋ ହୋଇକରି ବହୁତ କାନ୍ଦୁଥିଲେ । ସେ ତାଙ୍କର ସବୁ ସ୍ମୃତି ମନେ ପକାଇ କରି କାନ୍ଦୁଥିଲେ । ଝିଅମାନେ ଏହି ସମୟରେ ବହୁତ ଦୁଃଖରେ ଥାନ୍ତି କାରଣ ସେ ସବୁ କିଛି ଛାଡ଼ି ଅନ୍ୟ ଜଣକ ଘରକୁ ନିଜର କରିବାକୁ ଯାଇଥାନ୍ତି ।

ସୋମାଲିନ୍ ତାଙ୍କ ବାପଘରକୁ, ପିଲାଦିନ, ମଜାମସ୍ତି ସବୁ ଛାଡିକରି ତାଙ୍କ ସ୍ବାମୀଙ୍କ ଘରକୁ ନିଜର କରିବା ପାଇଁ ଆଜି ବିଦାୟୀ ନେଲେ । ଏହି ବିଦାୟୀ ବେଳେ ମନେ ପଡ଼ି ଯାଉଥିବା ସବୁ ପିଲାଦିନ, ମଜାମସ୍ତି ଆଉ ବାପଘରର ସବୁ କଥା ମନେ ପକାଇ ସୋମାଲିନ୍ ଭୋ ଭୋ ହୋଇ କାନ୍ଦିଛନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published. Required fields are marked *