Press "Enter" to skip to content

odia damdar joke ଚତୁର୍ଥୀ ପରଦିନ ସ୍ଵାମୀ ସ୍ତ୍ରୀ ର ମଜା କଥା ପଢିଲେ ଆପଣ ବି ହସିହସି ଗଡିଯିବେ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ସ୍ୱାଗତ। ଆଜିକାଲି ଦୁନିଆ ରେ କାମ ଟେନସନ, ପାଠ ପଢା ଟେନସନ, ଫ୍ୟାମିଲି ଟେନସନ ପରି ସବୁ ଟେନସନ ରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରତିଦିନ ନେଇ ଆସୁ ସୋସିଆଲ ମିଡିଆରେ ରେ ଟ୍ରେଣ୍ଡିଂ ଥିବା ନୂଆ ନୂଆ ବଛା ବଛା ଜୋକ୍ସ।

ଯାହା କୁ ପଢ଼ିଲେ ଆପଣ ଦିନ ଯାକ ହସି ହସି ଗଡୁଥିବେ। ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ ଓ ଶରୀର ପ୍ରଫୁଲିତ ରୁହେ। ମାନସିକ ଚାପ ଯନ୍ତ୍ରଣା କମ ରୁହେ। ତେବେ ଆଜି ଆମେ ପୁଣି ନେଇ ଆସିଛୁ କିଛି ମଜାଦାର ଜୋକ୍ସ ଖାସ କରି ଆପଣଙ୍କ ପାଇଁ। ତେବେ ” ପଢୁଥାନ୍ତୁ ଆଉ ହସି ହସି ଗଡୁଥାନ୍ତୁ”।

୧) ବିବାହର ପରଦିନ ସ୍ତ୍ରୀ, ସ୍ୱାମୀଙ୍କ ଉପରେ ରାଗିଯାଇ କହିଲେ:

ସ୍ତ୍ରୀ: ତମେ ବିବାହ ପୂର୍ବରୁ କାହିଁକି କହିନଥିଲ ଯେ ତୁମର ରାନୀ ନାମକ ଆଉ ଏକ ପତ୍ନୀ ଅଛି?

ସ୍ୱାମୀ – ଆରେ! ମୁଁ ତ କହିଥିଲି ଯେ ମୁଁ ତୁମକୁ ରାଣୀ ଭଳି ରଖିବି ବୋଲି।

୨) ଆଧାର କାର୍ଡ କାର୍ଯ୍ୟାଳୟ ବନ୍ଦ ଥିଲା, କାର୍ଡ ତିଆରି କରିବା ପାଇଁ ଏକ ଲମ୍ବା ଲାଇନ ଲାଗିଥିଲା,

ଜଣେ ବ୍ୟକ୍ତି ବାରମ୍ବାର ଧାଡିରେ ଆଗକୁ ଯିବାକୁ ଚେଷ୍ଟା କରୁଥିଲେ,

କିନ୍ତୁ ଲୋକମାନେ ତାଙ୍କୁ ଧରି ଟାଣି ନେଉଥିଲେ। ସେ ୪-୫ ଥର ଚେଷ୍ଟା କରିଥିଲେ,

ତା’ପରେ ସେ ହାର ମାନି କହିଲେ: ସେମିତି ଲାଇନ୍ ରେ ଛିଡ଼ା ହୋଇଥାଅ , ଆଜି ମୁଁ ଅଫିସ୍ ହିଁ ଖୋଲିବି ନାହିଁ।

୩) ପିଙ୍କି ସ୍ୱାମୀଙ୍କ ସହ ବସି ଚା ପିଇବା ସମୟରେ ଖବରକାଗଜ ପଢୁଥିଲା।

ପିଙ୍କି: ଜାଣିଛ! ଖବର ଛପିଛି ଯେ ଜଣେ ୮୦ ବର୍ଷର କୁଆଁରା ବୁଢ଼ା ବାହା ହୋଇଗଲା।

ସ୍ୱାମୀ (ଥଣ୍ଡା ନିଶ୍ୱାସ ନେଇ କହିଲା) – ବିଚରା! ପାଖାପାଖି ପୁରା ଜୀବନ ବୁଦ୍ଧିମାନ ଦେଖାଇଲା, କିନ୍ତୁ ବୁଢ଼ା ସମୟରେ ମୂର୍ଖାମୀ କରିବସିଲା।

୪) ପପୁ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାଇକେଲ ରଖିଲା।

ଜଗୁଆଳୀ – ସାଇକେଲ ଏଠାରୁ ହଟାଇ ଦେ।

ପପୁ – ଭାଇ କାହିଁକି?

ଜଗୁଆଳୀ – ଆରେ ଏଇଟା ଭିଆଇପି ଙ୍କ ସ୍ଥାନ। ବଡ ବଡ ମନ୍ତ୍ରୀମାନେ ଏଠାକୁ ଆସନ୍ତି |

ପପୁ – ଚଳିବ, କିଛି ଚିନ୍ତା କରିବାର ନାହିଁ। ମୁଁ ସାଇକେଲରେ ତାଲା ପକାଇ ଦେଇଛି |

୫) ସ୍ୱାମୀ: ଦିନସାରା ଖାଲି ଶୋଇ ରହୁଛ।

ସ୍ତ୍ରୀ: ମୁଁ ଟିକେ ବିଶ୍ରାମ ବି ନେବିନାହିଁ ନା କ’ଣ?

ସ୍ୱାମୀ: ଶୀଘ୍ର ଚା’ ଟିକେ ବନେଇ ଦିଅ।

ସ୍ତ୍ରୀ: ନିଜେ ବନେଇ ଦୋଉନ।

ସ୍ୱାମୀ: ମୋ ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ହେଉଛି।

ପତ୍ନୀ: ହଁ, ମୋର ବି ଗଳାରେ ଯନ୍ତ୍ରଣା ହେଉଛି।

ସ୍ୱାମୀ- ଠିକ ଅଛି, ଆସ, ତମେ ମୋ ମୁଣ୍ଡ ଚିପିଦବ, ଆଉ ମୁଁ ତମ ଗଳା ଚିପିଦେବି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published.