Press "Enter" to skip to content

Shocking News : ଓଡିଶାରେ ସବୁଠାରୁ ନିଆଁରା ବାହାଘର ଝିଅ କୁ ଝିଅ ହେଲେ ବାହା

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ ପାଳନ ହୁଏ । ସବୁ ପର୍ବରେ ଆମ ଓଡ଼ିଶା ପରମ୍ପରା ଅତୀବ ଉନ୍ନତ ଏବଂ ସବୁଠାରୁ ପୁରା ନିଆରା ଅଟେ । ଓଡ଼ିଶାର ଲୋକମାନେ ମଧ୍ୟ ସବୁ ପର୍ବପର୍ବାଣିକୁ ବହୁତ ଭଲ ଭାବରେ, ଘରେ ବିଭିନ୍ନ ପ୍ରକାରର ମାଙ୍ଗଳିକ କାର୍ଯ୍ୟ କରି, ବହୁତ ମଜା କରି ପର୍ବପର୍ବାଣିକୁ ହୃଦୟର ସହିତ ପାଳନ କରନ୍ତି । ଆସନ୍ତୁ ଜାଣିବା କୁମାର ପୂର୍ଣ୍ଣିମାରେ ପାଳନ କରାଯାଇଥିବା ଏକ ନିଆରା ପରମ୍ପରା ବିଷୟରେ । ଏହି ନିଆରା ପରମ୍ପରା ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ମଧୁପୁର ଗ୍ରାମରେ ପାଳନ ହେଉଛି ।

ଏହି ଅଞ୍ଚଳରେ କୁମାର ପୂର୍ଣ୍ଣିମାରେ ଝିଅ ବରବେଶରେ ଆସି ଝିଅ କନ୍ୟାକୁ ବିବାହ କରି ତା ସହିତ ନିଜ ଘରକୁ ଫେରେ । ଏହି ନିଆରା ପରମ୍ପରା ମଧୁପୁର ଗ୍ରାମରେ ଆଜିକୁ ୫ ବର୍ଷ ହେଲାଣି ପାଳନ କରାଯାଉଛି । ବାହାଘର ଯେମିତି ହୁଏ ଠିକ୍ ସେମିତି ବାହାଘର ହେଉଛି । ଝିଅଟିଏ ବ୍ୟାଣ୍ଡ ବାଜା ସହିତ ସାଙ୍ଗସାଥୀ ଧରି ବରବେଶରେ ଝିଅ କନ୍ୟା ଘରକୁ ଆସେ । ସେହି ବରର ସ୍ବାଗତ କରାଯାଏ ତାପରେ ବେଦିରେ ମନ୍ତ୍ର ଦ୍ଵାରା ତାଙ୍କ ବାହାଘର ମଧ୍ୟ କରାଯାଏ ।

କନ୍ୟାକୁ ବରଧରି ଖଇ ଫିଙ୍ଗିବା ବିଧି ମଧ୍ୟ ପାଳନ ହୁଏ । ତାପରେ କନ୍ୟା ବର ସହିତ ଶାଶୁ ଘରକୁ ଗଲାବେଳେ ଘରଲୋକ ଯେମିତି ବହୁନିକରି କାନ୍ଦନ୍ତି ଠିକ୍ ସେହିପରି ସେଇ ନିଆରା ପରମ୍ପରାରେ ଗାଁ ଲୋକ ବାହୁନି ବହୁନି କାନ୍ଦି କରି ଝିଅକୁ ବିଦା କରନ୍ତି । ଆଉ ମଧ୍ୟ ଝିଅ ଗଲାବେଳେ ପଛପଟେ ଚାଉଳ ବିଞ୍ଚିଥାଏ ଠିକ୍ ସେଇପରି ସେଇ ପରମ୍ପରାରେ ଝିଅ ଚାଉଳ ବିଂଚିଥାଏ ।

ଏହା ସତରେ ଏକ ନିଆରା ପରମ୍ପରା ଅଟେ । ଏହି ନିଆରା ପରମ୍ପରା ପାଳନ କରୁଥିବାରୁ ଗାଁ ଲୋକ ଅତ୍ୟନ୍ତ ଖୁସି ବୋଲି ମିଡ଼ିଆ ଆଗରେ କହିଥିଲେ । ସତରେ ଏହା ଏକ ନିଆରା ପରମ୍ପରା ଯାହାକି ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟ ଦାୟକ ଅଟେ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *