Press "Enter" to skip to content

Shocking News : ହାତକଡି ଜାଗାରେ ଅଭିଯୁକ୍ତଙ୍କ ହାତରେ ବନ୍ଧା ଯାଉଛି ଗାମୁଛା ଗଣ୍ଠି ।। ପୋଲିସର ଏହା କି ପ୍ରକାରର ସୁରକ୍ଷା..

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ସାରା ରାଜ୍ୟରେ ବଲାଙ୍ଗୀର ଜିଲ୍ଲାର ମମିତା ମେହେରଙ୍କ ହ-ତ୍ୟାର ଚର୍ଚ୍ଚା ଚାଲିଛି । ମାହାଲିଙ୍ଗା ସନ୍ସାଇନ୍ ସ୍କୁଲର ଅଧ୍ୟାପିକା ମମିତା ମେହେରଙ୍କୁ ନିର୍ମମ ଭାବରେ କରାଯାଇଥିଲା ହ-ତ୍ୟା । ସେହି ସନ୍ସାଇନ ସ୍କୁଲର ସଭାପତି ଗୋବିନ୍ଦ ସାହୁ ହ-ତ୍ୟା କରିଥିବାର ଦୋଷ ସ୍ବୀକାର କରିସାରିବା ପରେ ମଧ୍ୟ ପୋଲିସର ଏହା କି ପ୍ରକାରର ଅବହେଳା । ପୋଲିସ କଣ ସୁରକ୍ଷା ଦେଉଛି ଏହି ଅପରାଧୀକୁ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ।

ଏହି ହ-ତ୍ୟା ମାମଲାରେ ପୋଲିସ ଗୋବିନ୍ଦ ସାହୁଙ୍କୁ ଆରେଷ୍ଟ କରିଥିଲା । ସିନ ରାଇକ୍ରିଏଟେ ଦେଖେଇବା ସମୟରେ ଧରାପଡ଼ିଛି ପୋଲିସମାନଙ୍କର ଏହି ଅବହେଳା । ପୋଲିସ ବାବୁ ମମିତା ମେହେରଙ୍କ ହ-ତ୍ୟାର ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ଗୋବିନ୍ଦ ସାହୁ ଙ୍କୁ ହତକଡ଼ାରେ ବାନ୍ଧିବା ପରିବର୍ତ୍ତେ ଏକ ଗାମୁଛା ରେ ଗଣ୍ଠି ପକାଇ ତାହାର ହାତକୁ ବାନ୍ଧିକି ରଖିଛନ୍ତି ।

ଏହାକୁ ପୋଲିସର ଆଧୁନୀକରଣ କହିବା ନା ପୋଲିସର ମଜବୁତ୍ ବ୍ୟବସ୍ଥା କହିବା । ଏମିତି ବାନ୍ଧିଥିବା ଦେଖି ମନରେ ଉଠୁଛି ଅନେକ ପ୍ରଶ୍ନ – କଣ ପୋଲିସ ଗୋବିନ୍ଦ ସାହୁକୁ ଖସାଇବାରେ ସାହାଯ୍ୟ କରୁନି ତ? ଏହି ସୁରକ୍ଷା ପାଇଁ ଦାୟୀ କିଏ ରହିବ? ଯଦି ଚଖମା ଦେଇ ଗୋବିନ୍ଦ ସାହୁ ଖସିଯିବ ଏହାର ଜିମ୍ମା କିଏ ନେବ?

କୁଆଡେ ଗଲା ପୋଲିସର ହ୍ୟାଣ୍ଡକପ୍ସ ବା ହାତକଡି? ନା ହ୍ୟାଣ୍ଡକପ୍ସ ପକେଇବାକୁ ଭୁଲି ଯାଇଛନ୍ତି ପୋଲିସ ବାବୁ? ନା ହ୍ୟାଣ୍ଡକପ୍ସ ପକେଇକରି ଗୋବିନ୍ଦ ସାହୁକୁ ରାସ୍ତାରେ ଚଲେଇକରି ନବାରେ କୌଣସି ଅସୁବିଧା ରହୁଛି କି ପୋଲିସ ମାନଙ୍କର? ପୋଲିସର ହ୍ୟାଣ୍ଡକପ ଜାଗାରେ ଏହି ଗାମୁଛା କଣ ଅଧିକ ମଜବୁତ୍? ଯଦି ଗାମୁଛା ଅଧିକ ମଜବୁତ୍ ତାହେଲେ ଓଡ଼ିଶାର ସବୁ କଏଦୀ ମାନଙ୍କୁ ପୋଲିସ ଏମିତି ଗାମୁଛା ବାନ୍ଧିକରି ରଖିବ ।

ଆଉ ମଧ୍ୟ ପ୍ରଶ୍ନ ଉଠୁଛି ଯେ ଆଗରୁ ଚଖମା ଦେଇ ଖସି ଯାଇଥିବା ଏହି ଗୋବିନ୍ଦ ସାହୁ କଣ ଆଉ ଥରେ ଚଖମା ଦେଇ ଖସିଯିବାରେ ସକ୍ଷମ ହେବେ? ଏହି ଗାମୁଛା ଗୋଡେଇବା କଣ ଗାଁ ଅଞ୍ଚଳର ଦେଶୀ ଆଇଡିଆ କି? ଏମିତି ଅନେକ ପ୍ରଶ୍ନ ଉଠୁଛି ଗାଁ ଲୋକଙ୍କ ମନରେ । ପୋଲିସ ମାନେ କଣ ଏମିତି କାମ କରି ଗୋବିନ୍ଦ ସାହୁକୁ ରକ୍ଷା କରୁଛନ୍ତି?

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *