Press "Enter" to skip to content

Mamita collage Mistery : ଗୋବିନ୍ଦଙ୍କ କାରନାମା ଗୋବିନ୍ଦଙ୍କ mobileରେ ଅଛି ଅସଲି video

ବଲାଙ୍ଗୀର ଜିଲ୍ଲାର ମାହାଲିଙ୍ଗା ସନ୍ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟାପିକା ମମିତା ମେହେରଙ୍କ ହ-ତ୍ୟା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଏହି ହ-ତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ହେଉଛନ୍ତି ସେହି ମାହାଲିଙ୍ଗା ପବ୍ଲିକ ସ୍କୁଲର ସଭାପତି ଗୋବିନ୍ଦ ସାହୁ । ଗୋବିନ୍ଦ ସାହୁ ପୁରା ପ୍ଲାନିଙ୍ଗ କରି ମମିତା ମେହେରଙ୍କୁ ହ-ତ୍ୟା କରିଥିଲେ । ଗୋବିନ୍ଦଙ୍କୁ ପୋଲିସ ୫ ଦିନ ହେଲା ରିମାଣ୍ଡରେ ରଖିଥିଲା । କାଲି କୋର୍ଟକୁ ଯିବେ ଅଭିଯୁକ୍ତ । କୋର୍ଟରେ ଆଉ କିଛି ଦିନ ପାଇଁ ରିମାଣ୍ଡରେ ଆଣିପାରନ୍ତି ପୋଲିସ । ଗୋବିନ୍ଦ ପାଖରେ ଆହୁରି ଅନେକ ଏମିତି ଜିନିଷ ଅଛି ଯାହାର ଖୁଲାସା ଆଜିଯାଏ ପୋଲିସ କରୁନାହିଁ ।ଆସନ୍ତୁ ଜାଣିବା ।

ଗୋବିନ୍ଦ ସାହୁଙ୍କୁ ଆଖୁ କିଆରିରୁ ଧରିଥିଲା ପୋଲିସ। ମୋବାଇଲ ଟ୍ରାକିଂ ରୁ
ଧରାଯାଇଥିଲା ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ।ଯେତେବେଳେ ଗୋବିନ୍ଦ ସାହୁଙ୍କୁ ଧରାଯାଇଥିଲା ତା ପାଖରେ ମିଳିଥିଲା ୩ଟି ମୋବାଇଲ୍ ।ଏହି ତଥ୍ୟ ଏବେ ସାମ୍ନାକୁ ଆସିଛି । ଯେତେବେଳେ ପ୍ରେସକନଫରେନ୍ସ କରାଯାଇଥିଲା ଏ ନେଇ ଉତ୍ତରାଞ୍ଚଳର ଡିଆଇଜି କିଛି କହି ନଥିଲେ ।

ଏବେ ପ୍ରଶ୍ନ ଉଠୁଛି ଏବେ ଏହି ତଥ୍ୟ ସାମ୍ନାକୁ ଆସିବାର କାରଣ କଣ? ଏହି ୩ଟି ମୋବାଇଲରେ କଣ ରହିଛି ତଥ୍ୟ । ଏହି ମୋବାଇଲରେ କଣ ସେହି ସବୁ ଯୁବତୀ ମାନଙ୍କର ବା ମ୍ୟାଡାମ ମାନଙ୍କର ଅଶ୍ଳୀଳ ଭିଡିଓ ଅଛି ଯାହାକୁ ରଖିଥିଲା ଗୋବିନ୍ଦ ସାହୁ । ଯାହା ପ୍ରମାଣ ଥିଲା ମମିତାଙ୍କ ପାଖରେ ତାହାର ନକଲ ଭିଡିଓ ରହିଛି କି ଗୋବିନ୍ଦ ପାଖରେ ।

କେଉଁ ପ୍ରତିପତିଶାଳୀ ଏବଂ ନେତା ବା ମନ୍ତ୍ରୀଙ୍କର ନମ୍ୱର୍ ବା ସେମାନଙ୍କ ବିରୋଧରେ କିଛି ପ୍ରମାଣ ରହିଛି କି ଏହି ମୋବାଇଲ୍ ଫୋନରେ ।ଏହି ମୋବାଇଲରେ ଗୋବିନ୍ଦ ସାହୁର କଳାକାରନାମା ବିଷୟରେ କିଛି ସୁରଗ ମିଳିପାରିବ କି? ଯଦି ଏହି ସବୁ ପ୍ରଶ୍ନ ସତ ହୁଏ ଏହାର ଖୁଲାସା କଣ କରିବେ ଡ଼ିଆଇଜି?

ଗୋବିନ୍ଦ ସାହୁ ଏହି କାମ ଏକା କରିଛନ୍ତି ନା ତାଙ୍କର ସହଯୋଗୀ ଅଛନ୍ତି? ଏହି ପ୍ରଶ୍ନର ଉତ୍ତର ନିଶ୍ଚୟ ମିଳିବ । ଗୋବିନ୍ଦ ସାହୁଙ୍କ ଡ୍ରାଇଭର ରାଧେ ଘରୁ ଗୋଟିଏ ମୋବାଇଲ୍ ଏବଂ ୩ହଳ ଜିନ୍ସ ପ୍ୟାଣ୍ଟ ଶାର୍ଟ୍ ମିଳିଥିଲା ।ସେହି ମୋବାଇଲ ମମିତାଙ୍କର ନା ଅନ୍ୟ କେଉଁ ଯୁବତୀଙ୍କର? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଏବଂ ତା ସହିତ ଆଉ ଏକ ପ୍ରଶ୍ନ ଉଠିଛି ଯେ, କେବଳ ମମିତା ନିଖୋଜ ଥିଲେ ନା ଅନ୍ୟ କୌଣସି ଯୁବତୀ ବି ନିଖୋଜ ଅଛନ୍ତି?

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *