Press "Enter" to skip to content

Mahalinga College Mistery: ଗୋବିନ୍ଦଙ୍କ ସିକ୍ରେଟ୍ ଚାମ୍ବର୍ ରେ କଣ କରନ୍ତି ଓ କେମିତି ଥିଲା ଦେଖନ୍ତୁ

ମହାଲିଙ୍ଗ କଲେଜରେ ଗୋବିନ୍ଦ ସାହୁ ଚଳାଇଥିବା ଯୌନ କେଳେଙ୍କାରୀ ବର୍ତମାନ ଓଡ଼ିଶାବାସୀଙ୍କ ସାମ୍ନାରେ। କଲେଜର ଛାତ୍ର ମାନଙ୍କ କହିବା ଅନୁସାରେ ଗାର୍ଲ୍ସ ହଷ୍ଟେଲ ରେ ଗୋବିନ୍ଦ, ମନ୍ତ୍ରୀ ଦିବ୍ୟଶଙ୍କର ଓ ଅନ୍ୟ ଭିଆଇପି ଙ୍କ ପାଇଁ ରହିଥିଲା ସ୍ଵତନ୍ତ୍ର କୋଠରୀ। ଯେଉଁଠି ସେମାନେ ବ୍ୟକ୍ତିଗତ ଭାବେ ଝିଅମାନଙ୍କ ସହ ଶା-ରୀ-ରି-କ ସମ୍ପର୍କ ରଖୁଥିଲେ। କଲେଜରେ ଗୋବିନ୍ଦ ଚଲାଇଥିଲା ରଙ୍ଗଶାଳା।

ବର୍ତମାନ ଚର୍ଚ୍ଚାରେ ଅଛି ଏହି ଗୁପ୍ତ କୋଠରୀ। ଏହି ସିକ୍ରେଟ୍ ସେକ୍ସ୍ ଚାମ୍ବର୍ କୁ ଅନ୍ୟ କୋଠରୀ ଠାରୁ ଲୁଚାଇ ରଖାଯାଏ। ରାଜା ମହାରାଜାଙ୍କ ଠାରୁ ଆରମ୍ଭ କରି ଦ୍ଵିତୀୟ ବିଶ୍ୱଯୁଦ୍ଧ ପର୍ଯ୍ୟନ୍ତ ବିଳାସ ବ୍ୟସନ କିମ୍ବା ଶତ୍ରୁଙ୍କୁ ଜାଲରେ ଫସାଇବା ପାଇଁ ପ୍ରସ୍ତୁତ କରାଯାଏ ଏହି ଗୁପ୍ତ କୋଠରୀ।

ବ୍ୟକ୍ତିଗତ ବ୍ୟବହାର ପାଇଁ ମଧ୍ୟ ଏହି ଗୁପ୍ତ କୋଠରୀ ତିଆରି ହୋଇଥାଏ। ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ କ୍ଷମତାରେ ଥିବା ପ୍ରତିପତ୍ତିଶାଳୀ ଓ ବଡ଼ ବଡ଼ ନେତା ମାନଙ୍କର ସେକ୍ସ୍ ଭିଡିଓ ତିଆରି କରିବା ପାଇଁ ଏହି ଗୁପ୍ତ କୋଠରୀର ବ୍ୟବହାର କରାଯାଉଥିଲା। ଏହି ଗୁପ୍ତ କୋଠରୀର ଗୁପ୍ତ ଚାବି କେବଳ ନିର୍ଦ୍ଧିଷ୍ଟ ଲୋକଙ୍କ ପାଖରେ ଥାଏ। ଆଧୁନିକ ଯୁଗରେ ଇଲେକ୍ଟ୍ରୋନିକ ପାସୱାର୍ଡ ଦ୍ଵାରା

ରୁମ୍ ଲକ୍ କରାଯାଉଛି। ସାଧାରଣତଃ ଏହି ଗୁପ୍ତ କୋଠରୀ ସାଉଣ୍ଡପ୍ରୁଫ ହୋଇଥାଏ। ଅର୍ଥାତ୍ ଭିତରର ଶବ୍ଦ ବାହାରକୁ ଶୁଣାଯାଏନାହିଁ। ଏହି କୋଠରୀରେ କୌଣସି ଝରକା ମଧ୍ୟ ନଥାଏ। ଏହି କୋଠରୀରେ ଭରି ରହିଥାଏ ଯୌନ ଉତ୍ତେଜନା ବିଷୟର ସବୁକିଛି ସାମଗ୍ରୀ।

ଲାଇଟ୍ ଠାରୁ ଆରମ୍ଭ କରି ରୁମ୍ ର ତାପମାତ୍ରା, ବାସ୍ନା ଓ ଜଳର ତାପମାତ୍ରା ଆଦିକୁ ଧ୍ୟାନ ଦେଇ ଏହି ଗୁପ୍ତ କୋଠରୀ ତିଆରି କରାଯାଏ। ଏହି କୋଠରୀରେ ଭିନ୍ନ ଭିନ୍ନ ଆକୃତିର ଖଟ, ଟେବୁଲ୍, ଚେୟାର ଆଦି ବ୍ୟବହାର ହୋଇଥାଏ। ଯେଉଁଥିରେ କୌଣସି ବ୍ୟକ୍ତିକୁ ବାନ୍ଧି ତା ସହ କାମକ୍ରୀଡା କରାଯାଇଥାଏ। ଏହି କନସେପ୍ଟ କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ପ୍ରଚଳିତ।

ଏହି ରୁମ୍ ଗୁଡ଼ିକ ଏତେ ସମ୍ବେଦନଶୀଳ ଓ ଗୁପ୍ତ ଭାବେ ତିଆରି ହୋଇଥାଏ ଯେ କାହାର ମୃ-ତ୍ୟୁ ଘଟିଲେ ମଧ୍ୟ ଜଣାପଡ଼େନାହିଁ। ତେବେ କ’ଣ ସତରେ ଏଭଳି ଏକ ଗୁପ୍ତ କୋଠରୀ ରହିଛି ମହାଲିଙ୍ଗ ଗାର୍ଲ୍ସ ହଷ୍ଟେଲ ମଧ୍ୟରେ, ଯାହାକୁ ନେଇ ଏବେ ବଢୁଛି ଚର୍ଚ୍ଚା।

https://fb.watch/8QF8y7tBXG/

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *