Press "Enter" to skip to content

ଖୁସି ଖବର ଏବେଠୁ ମହିଳା କର୍ମଚାରୀ ଙ୍କୁ ମିଳିବ ମାସିକ ଋ-ତୁ-ସ୍ରା-ବ ଛୁଟି ।।

ଆଜିକା ଦୁନିଆରେ ସମସ୍ତେ ଚାହାଁନ୍ତି କିଛି ନା କିଛି ଟଙ୍କା ରୋଜଗାର କରିବାକୁ । ସେ ସ୍ଵିଗିରେ ଫୁଡ୍ ଡେଲିଭରି କରି କିମ୍ବା କିଛି ଜବ କରି ପରିବାର ହେଉ ବା ନିଜର ଖର୍ଚ୍ଚ ଉଠାନ୍ତି । କୌଣସି କାମ କରିବାପାଇଁ ମହିଳାମାନେ ଟିକେ ସଙ୍କୋଚ କରିଥାନ୍ତି । ମହିଳା ମାନଙ୍କର ମାସିକ ଋ-ତୁ-ସ୍ରା-ବ ଯୋଗୁଁ ସେମାନେ କୌଣସି କାମ କରିବାରେ ଟିକେ ସଙ୍କୋଚ କରିଥାନ୍ତି । ଏହି ସମୟରେ ମହିଳାମାନେ ଦୁର୍ବଳ ହୋଇପଡ଼ିଥାନ୍ତି । କୌଣସି କାମ କରିବା ପାଇଁ ଇଚ୍ଛା ହୁଏ ନାହିଁ । ତେବେ ସ୍ୱିଗି କମ୍ପାନୀ ରୁ ଆସିଛି ମହିଳା ମାନଙ୍କ ପାଇଁ ଏକ ନୂଆ ତଥ୍ୟ । ଆସନ୍ତୁ ଜାଣିବା ।

ସ୍ବିଗି ରେ କାମ କରୁଥିବା ମହିଳା ମାନଙ୍କପାଇଁ ଗୋଟିଏ ବଡ଼ ଖବର ଆସିଛି । ମହିଳାମାନଙ୍କୁ ଏନେକ ଗୁରୁତ୍ଵ ଦେଇଥାଏ ସରକାର କିନ୍ତୁ ଆଜି ଏହି ସ୍ଵିଗି କମ୍ପାନୀ ମଧ୍ୟ ମହିଳା ମାନଙ୍କୁ ଗୁରୁତ୍ଵ ଦେଇ ଏକ ନିଷ୍ପତି ଶୁଣାଇଛନ୍ତି ।ଯାହାଦ୍ଵାରା ମହିଳାମାନେ ଅନେକ ଉପକୃତ ହେବେ ।ମାସିକ ଋ-ତୁ-ସ୍ରା-ବ ବେଳେ ରାସ୍ତାରେ ମହିଳାମାନେ ଯିବାଆସିବାରେ ବହୁତ ଅସୁବିଧାର ସାମ୍ନା କରିଥାନ୍ତି ।

ଏହି ମାସିକ ଋ-ତୁ-ସ୍ରା-ବ ଉପରେ ଗୁରୁତ୍ବ ନେଇ ଗୁରୁବାର ଦିନ ସ୍ଵିଗିର ଉପାଧ୍ୟକ୍ଷ ମିହିର ଶାହା ମହିଳା ମାନଙ୍କୁ ସମର୍ଥନ କରିବା ସହ କୌଣସି କାରଣ ନପଚାରି ମାସକୁ ୨ ଦିନ ପେଡ୍ ଅଫ୍ ଦେବାକୁ ଚୁକ୍ତିନାମା ବାହାର କରିଛନ୍ତି । ମାସିକ ଋ-ତୁ-ସ୍ରା-ବ ସମୟରେ ମାସକୁ ୨ ଦିନ ଛୁଟି ଚୟନ କରିପାରିବେ ମହିଳା କର୍ମଚାରୀମାନେ ।୨୦୧୬ ମସିହାରେ ପ୍ରଥମେ ମହିଳାମାନଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଥିଲା ।

ଏହି ନିୟମ ଦ୍ଵାରା ସ୍ୱିଗି କମ୍ପାନୀରେ ମହିଳା ମାନେ ଜବ କରିପାରିବାର ଆଉ ଏକ ବିକଳ୍ପ ଉପାୟ ବୋଲି ମାନାଯାଇଛି । ଏହାଦ୍ବାରା ମହିଳାମାନେ ଜବ କରିବାକୁ ଉତ୍ସାହିତ ହେବେ ବୋଲି ଏହାର ପୋଷ୍ଟରେ ଲେଖାଯାଇଛି । ଏହାଛଡା ଅନେକ ସୁବିଧା ଦେଉଛି ସ୍ଵିଗି କମ୍ପାନୀ । ମହିଳା ପାର୍ଟନରଙ୍କ ପାଇଁ ସୁରକ୍ଷା ଦେବା, ହାଇଯେନିକ ବିଶ୍ରାମ ଗୃହ,

ଡେଲିଭରି ଆପ ଜରିଆରେ ଡେଲିଭରି ପାର୍ଟନରଙ୍କ ପାଇଁ ଏସ.ଓ.ଏସ ସେବା କାର୍ଯ୍ୟକାରୀ ହେବ ଯାହା ସେମାନଙ୍କୁ ସ୍ଵିଗି ହେଲ୍ପଲାଇନ କିମ୍ବା ସ୍ଥାନୀୟ ପୋଲିସ ବା ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ର ସେବା ସହିତ ସଂଯୋଗ କରିପାରିବ । ଯେଉଁ ମାନଙ୍କ ପାଖରେ ବାଇକ୍ ସୁବିଧା ନାହିଁ ସେମାନେ ବାଇକ୍ ଭଡାଉପରେ ସୁବିଧା କରାଯିବ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *